Browsing daily archive

April 5, 2025

ଆଜିର ରାଶିଫଳ

ଆଜିର ରାଶିଫଳ

ଅପ୍ରେଲମାସ ୦୬ତାରିଖ ୨୦୨୫ ମସିହା (ରବିବାର)ଚୈତ୍ର ମାସ- ଶୁକ୍ଳପକ୍ଷ,ତିଥି- ନବମୀ ରାତ୍ରି ଘ୦୭/୪୨ ଗତେ ଦଶମୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୧ /୧୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୯ /୫୨,ଯୋଗିନୀ ପୂର୍ବେ ରାତ୍ରି ଘ୦୭/ ୪୨ଗତେ ଉତ୍ତରେ, ମେଷରାଶିର ଘାତବାର, ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଅଦ୍ୟ ମୃତେ ଦ୍ଵୀପାଦ ପ୍ରାତଃ ଘ୦୬/୦୪ ଗତେ ଏକପାଦ ପୁଷ୍କର ଦୋଷ, କାଳବେଳା ଓ ବାରବେଳା- ଦିବା ଘ୧୦/୧୫ ଗତେ ଘ୦୧/୨୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୨୫ ଗତେ ଘ୦୯/୩୫ ମଧ୍ୟେ ଓ ରାତ୍ରି ଘ୦୭/୩୭ ଗତେ ଘ୦୯/୧୩ […]