Browsing daily archive

March 31, 2025

ଆଜିର ରାଶିଫଳ

ଅପ୍ରେଲମାସ ୦୧ତାରିଖ ୨୦୨୫ମସିହା (ମଙ୍ଗଳବାର)ଚୈତ୍ରମାସ- ଶୁକ୍ଳପକ୍ଷ,ତିଥି-ଚତୁର୍ଥୀ ରାତ୍ରିଘ୦୨/୩୧ଗତେ ପଞ୍ଚମୀନକ୍ଷତ୍ର-ଦ୍ଵିଜା ଦିବା ଘ୧୧/୨୭ଗତେ କୃତ୍ତିକା ,ଚନ୍ଦ୍ର-ମେଷ ଦିବାଘ୦୫/୦୩ଗତେ ବୃଷ ସୁର୍ୟୋଦୟ-ପ୍ରାତଃଘ୦୫/୪୫/୧୭ .ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୫୮/୨୨ ,ଯୋଗିନୀ ନୈରୁତେ ରାତ୍ରି ଘ୦୨/୩୧ଗତେ ଦକ୍ଷିଣେ ,ବିଛାରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅଦ୍ୟ ମୃତେ ଏକପାଦ ଦିବାଘ୧୧/୨୭ଗତେ ଦ୍ଵୀପାଦ ପୁଷ୍କରଦୋଷ ,କାଳବେଊକ୍ଟଳା -ଦିବା ଘ୦୧/୨୨ଗତେ ଘ୦୨/୫୫ମଧ୍ୟେ ,ବାରବେଳା -ଦିବା ଘ୦୭/୧୩ଗତେ ଘ୦୮/୪୬ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୪୭ଗତେ ଘ୧୦/୩୧ ମଧ୍ୟେଘ୧୨/୫୪ଗତେ ଘ୦୧/୨୧ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନା,ଅଦ୍ୟ ମୂଳାଭକ୍ଷଣ ନିଷେଧ।ଆଜିର ରାଶିଫଳ ମେଷ:-ଆଜିଦିନଟି […]

ଗୋଷ୍ଠୀ ସଂଘର୍ଷରୁ ଘର ଜାଳିଦେଲେ

ବାଙ୍କୀ,୩୧।୩(ଏସଏସନିୟୁଜ) ଗୋଷ୍ଠୀ ସଂଘର୍ଷରୁ ଘର ଜାଳିଦେଲେ ଦୁବୃର୍ତ୍ତ।ତାଳବସ୍ତ ବନହରା ଆଦିବାସୀ ସାହିରେ ଗୋଷ୍ଠୀ ସଂଘର୍ଷ ପରେ ଏଭଳି ଚିତ୍ର ଦେଖିବାକୁ ମିଳିଛି।ପରସ୍ପରକୁ ଟେକାପଥର ମାଡ଼ ପରେ ଘରେ ନିଆଁ ଲଗାଇ ଦେଇଛନ୍ତି।ଯାହାଫଳରେ ୪ ବଖରା ଘର ଜଳିଯାଇଛି। ଗୋଷ୍ଠୀ ସଂଘର୍ଷ ପରେ ୧୨ଜଣ ଆହତ ହୋଇଥିବାର ଜଣାପଡିଛି।କାଜୁଜଙ୍ଗଲ ନିଲାମକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଥାନାରେ ଅଟକ ରଖିଥିବାର ଜଣାପଡିଛି।

ଦଣ୍ଡନାଚବେଳେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ଭୁବନେଶ୍ଵର,୩୧।୩(ଏସଏସନିୟୁଜ)ବ୍ରହ୍ମପୁରରେ ଦଣ୍ଡନାଚ ଯାତ୍ରା ବେଳେ ହତ୍ୟାକାଣ୍ଡ ଘଟିଛି । ବଡ଼ବଜାର ଥାନା ଜେନାସାହିରେ ଚାଲିଥିବା ବେଲଗାଁ ଦଣ୍ଡନାଚ ଯାତ୍ରାରେ ଯୁବକଙ୍କୁ ହତ୍ୟାକରିଛନ୍ତି ବାପା-ପୁଅ ।ମୃତକ ହେଉଛନ୍ତି ବେଲଗାଁ ଅଞ୍ଚଳର ଜଗଦୀଶ ପାଣିଗ୍ରାହୀ । ଗତକାଲି ରାତିରେ କୌଣସି କାରଣକୁ ନେଇ ଯାତ୍ରା ଅଧିକାରୀ ତ୍ରିନାଥ ପାଣିଗ୍ରାହୀ ଓ ତାଙ୍କ ପୁଅଙ୍କ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଜଗଦୀଶଙ୍କ ଭୋଗ ଖାଇବାକୁ ନେଇ ବଚସା ହୋଇଥିଲା । ପରେ ବାପା ଓ ପୁଅ ଜଗଦୀଶଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । […]