ଆଜିର ରାଶିଫଳ
ମାର୍ଚ୍ଚମାସ ୩୧ତାରିଖ ୨୦୨୫ମସିହା(ସୋମବାର) ଚୈତ୍ରମାସ- ଶୁକ୍ଳପକ୍ଷ,ତିଥି- ଦ୍ଵିତୀୟା ଦିବା ଘ୦୯/୦୪ ଗତେ ତୃତୀୟା,ନକ୍ଷତ୍ର- ଅଶ୍ଵିନୀ ଦିବା ଘ୦୨/୧୪ ଗତେ ଦ୍ଵିଜା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୬/ ୦/୧୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫ /୫୮/୦୮,ଯୋଗିନୀ ଉତ୍ତରେ ଦିବା ଘ୦୯/୦୪ ଗତେ ଅଗ୍ନିକୋଣେ, ମେଷରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର, ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଅଦ୍ୟ ମୃତେ ଏକପାଦ ଦିବା ଘ୦୮/୦୪ଗତେ ଏକପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୭/ ୧୫ ଗତେ ଘ୦୮/୪୮ମଧ୍ୟେ,ବାରବେଳା -ଦିବା ଘ୦୨/୫୫ ଗତେ ଘ୦୪/୨୮ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/ ୧୪ମଧ୍ୟେ ଓ ଘ୧୦/୩୧ […]