Browsing daily archive

March 26, 2025

ଆଜିର ରାଶିଫଳ

୨୦୨୫ମାର୍ଚ୍ଚ ୨୭,ଗୁରୁବାର,ଚୈତ୍ରମାସ- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୧/୧୨ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ଶତଭିଷା ରାତ୍ରି ଘ୦୧/୧୩ ଗତେ ପୂର୍ବଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୫/୪୯/୫୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୫୫,ଯୋଗିନୀଦକ୍ଷିଣେ ରାତ୍ରିଘ ୧୧/୧୨ଗତେ ପଶ୍ଚିମେ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଅଦ୍ୟ ମୃତେ ରାତ୍ରି ଘ୧୧/୧୩ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା – ଦିବା ଘ୦୨/୫୪ଗତେ ଘ୦୫/୫୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୦୧/୦୯ ଗତେ ଘ୦୩/୦୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୨୩ ମଧ୍ୟେ ଓ ରାତ୍ରି ଘ୧୦/୧୪ […]

ଯୁବତୀର ମୋବାଇଲ୍ ଛଡ଼ାଇ ଧରାପଡିଲେ ୨

ଜଟଣୀ,୨୬।୩(ଏସଏସନୀୟୂଜ) ୨୫ ତାରିଖ ସକାଳ ପ୍ରାୟ ୯.୨୦ମିନିଟ ସମୟରେ ଜାଗ୍ୟସେନୀ ପାହାଡସିଂ ନାମକ ଯୁବତୀ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରୁ ଜଟଣୀସ୍ଥିତ ତାଙ୍କ କୋଚିଂ ସେଣ୍ଟରକୁ ଯାଉଥିଲେ। ସେ ରେଳ ଷ୍ଟେସନ୍ ଗୋଲେଇଛକ ନିକଟରେ ତାଙ୍କ ମୋବାଇଲ୍ ଫୋନ୍‌ରେ କଥା ହେଉଥିବା ସମୟରେ ହଠାତ୍ ଦୁଇଜଣ ଅଜଣା ଅପରାଧୀ ଏକ ଲାଲରଙ୍ଗର ଓଡି-୧୩-ଏନ-୬୭୧୨ ନମ୍ୱର ବାଇକ୍‌ରେ ଆସି ମୋବାଇଲ୍ ଫୋନ୍ ଛଡ଼ାଇ ନେଇଯାଇଥିଲେ। ସେ କିଛିଦୂର ପର୍ଯ୍ୟନ୍ତ ସେମାନଙ୍କୁ ପିଛା କରିଥିଲେ କିନ୍ତୁ ସେମାନେ ଦ୍ରୁତ ଗତିରେ ଘଟଣାସ୍ଥଳରୁ […]