ଆଜିର ରାଶିଫଳ
ମାର୍ଚ୍ଚମାସ ୨୬ତାରିଖ ୨୦୨୫ମସିହା(ବୁଧବାର)ଚୈତ୍ରମାସ- କୃଷ୍ଣପକ୍ଷ ,ତିଥି-ଦ୍ଵାଦଶୀ ରାତ୍ରି ଘ୦୨/୦୧ ଗତେ ତ୍ରୟୋଦଶୀ ,ନକ୍ଷତ୍ର- ଧନିଷ୍ଟା ରାତ୍ରିଘ୦୩/୨୧ଗତେ ସତଭିଷା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୦/୪୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୩୫ ,ଯୋଗିନୀ ନୈରୁତେ ରାତ୍ରି ଘ ୦୨/୦୧ ଗତେ ଦକ୍ଷିଣେ ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,କର୍କଟରାଶିରଘାତବାର ,ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅଦ୍ୟ ମୃତେ ରାତ୍ରି ଘ୦୪/୧୧ମଧେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୮/୪୮ଗତେ ଘ୧୦/୨୦ ମଧ୍ୟେ ,ବାରବେଳା – ଦିବାଘ୧୧/୫୦ଗତେଘ୦୧/୨୧ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୩ ମଧ୍ୟେ […]