ଆଜିର ରାଶିଫଳ
ମାର୍ଚ୍ଚମାସ ୨୧ତାରିଖ ୨୦୨୫ମସିହା(ଶୁକ୍ରବାର)ଚୈତ୍ର ମାସ- କୃଷ୍ଣପକ୍ଷ ,ତିଥି- ସପ୍ତମୀ ରାତ୍ରି ଘ୦୪/୪୮ ଗତେ ଅଷ୍ଟମୀନକ୍ଷତ୍ର-ଜ୍ୟେଷ୍ଠା ରାତ୍ରିଘ୦୨/୪୭ଗତେ ମୂଳା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୫/୦୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୦୫ ,ଯୋଗିନୀ ବାୟବ୍ୟେ ରାତ୍ରିଘ୦୪/୪୯ ଗତେ ଐଶାନ୍ୟେ ,ବିଛା,ଧନୁ ଓ ମୀନରାଶିର ଘାତବାର ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଅଦ୍ୟ ମୃତେ ରାତ୍ରିଘ୦୪/୪୮ ମଧ୍ୟେ ଏକପାଦ ପୁଷ୍କର ଦୋଷ ,କାଳବେଳା ଓ ବାରବେଳା – ଦିବା ଘ୦୮/୫୦ ଗତେ ଘ୧୧/୫୧ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୮ ମଧ୍ୟେ ଓ ଘ୦୮/୧୫ଗତେ […]