Browsing daily archive

March 19, 2025

ଏପ୍ରିଲ୨ରୁ ସକାଳୁଆ ସ୍କୁଲ

ଏପ୍ରିଲ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୧୯।୩(ଏସଏସନୀୟୂଜ)ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟ ସରକାରଙ୍କ ରାଜ୍ୟରେ ଏପ୍ରିଲ ୨ରୁ ହେବ ସକାଳୁଆ ସ୍କୁଲ ହେବା ନିମନ୍ତେ ଘୋଷଣା କରିଛନ୍ତି।ଅପ୍ରେଲ ୨ତାରିଖରୁ ଆରମ୍ଭ ହେବ ସକାଳୁଆ ସ୍କୁଲ ।ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ସକାଳୁଆସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି ରାଜ୍ୟସରକାର ।ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ରାଜ୍ୟସରକାର ଅଂଶୁଘାତର ମୁକାବିଲା କରିବାପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତିବୋଲି ସୂଚନା ଦେଇଛନ୍ତି ।

ଆଜିର ରାଶିଫଳ

ଆଜିର ରାଶିଫଳ

ମାର୍ଚ୍ଚମାସ ୨୦ତାରିଖ ୨୦୨୫ ମସିହା(ଗୁରୁ ବାର)ଚୈତ୍ରମାସ- କୃଷ୍ଣପକ୍ଷ,ତିଥି- ଷଷ୍ଠୀ ରାତ୍ରି ଘ୦୩/୦୩ଗତେ ସପ୍ତମୀ,ନକ୍ଷତ୍ର-ଅନୁରାଧା ରାତ୍ରି ଘ୧୨/୨୭ ଗତେ ଜ୍ୟେଷ୍ଠା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୬/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୫୪/୩୮,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୩/୦୩ଗତେ ବାୟବ୍ୟେ,ତୁଳା ଓ କୁମ୍ଭରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଅଦ୍ୟ ମୃତେ ରାତ୍ରି ଘ୦୩/୦୩ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା – ଦିବା ଘ୦୨/୫୫ ଗତେ ଘ୦୫/୫୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୨/୦୭ଗତେ ଘ୦୨/୫୫ ମଧ୍ୟେ, ବିଶୁଦ୍ଧମାହେନ୍ଦ୍ରବେଳ।-ଦିବାଘ ୦ ୭/୨୮ମଧ୍ୟେ ଓ ଘ୧୦/୪୦ ଗତେଘ୦୧/୦ ୫ମଧ୍ୟେ,ନିମ୍ବ ଭକ୍ଷଣ ନିଷେଧ। […]