ଆଜିର ରାଶିଫଳ
ମାର୍ଚ୍ଚମାସ ୧୮ତାରିଖ ୨୦୨୫ମସିହା(ମଙ୍ଗଳବାର)ଚୈତ୍ରମାସ- କୃଷ୍ଣପକ୍ଷ ,ତିଥି- ଚତୁର୍ଥୀ ରାତ୍ରି ଘ୧୦/୧୫ଗତେ ପଞ୍ଚମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୭/୩୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୨୮ ,ଯୋଗିନୀ ନୈରୁତେ ରାତ୍ରି ଘ୧୦/୧୫ଗତେ ଦକ୍ଷିଣେ ,ମକରରାଶିର ଘାତବାର ,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅଦ୍ୟ ମୃତେ ଏକପାଦ ଓ ରାତ୍ରି ଘ୦୬/୩୮ଗତେ ଦ୍ଵୀପାଦ ପୁଷ୍କର ଦୋଷ ,କାଳବେଳା -ଦିବା ଘ୦୧/୨୫ଗତେ ଘ୦୨/୫୭ମଧ୍ୟେ ,ବାରବେଳା – ଦିବା ଘ୦୭/୨୪ ଗତେ ଘ୦୮/୫୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୫୬ଗତେ ଘ୧୦/୪୩ ମଧ୍ୟେ ଓ ଘ୦୩/୩୦ ଗତେ […]