ଆଜିର ରାଶିଫଳ
ମାର୍ଚ୍ଚମାସ ୧୫ତାରିଖ ୨୦୨୫ମସିହା(ଶନିବାର)ଚୈତ୍ରମାସ- କୃଷ୍ଣପକ୍ଷ ,ତିଥି- ପ୍ରତିପଦ ଦିବା ଘ୦୨/୩୪ଗତେ ଦ୍ଵିତୀୟା ,ନକ୍ଷତ୍ର ଉତ୍ତରାଫାଃ ଦିବାଘ୦୯/୩୫ ଗତେ ହସ୍ତା ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୦/୦୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୪୮ ,ଯୋଗିନୀ ପୂର୍ବେ ଦିବା ଘ୦୨/୩୪ ଗତେ ଉତ୍ତରେ ,ବୃଷ ରାଶିର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,ପ୍ରତିପଦର ଏକୋଦିଷ୍ଟ ଶ୍ରାଦ୍ଧ ,ଅଦ୍ୟ ମୃତେ ଦ୍ଵପାଦ ଓ ଦିବା ଘ୦୯/୩୬ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୭/୩୦ମଧ୍ୟେ ଓ ଦିବା ଘ୦୪/୨୫ଗତେ ଘ୦୫/୨୬ ମଧ୍ୟେ ,ବାରବେଳା – ଦିବା ଘ୦୧/୨୬ […]