Browsing monthly archive

February 2025

ଆଇପିଏସ ସ୍ତରରେ ଅଦଳବଦଳ

ଆଇପିଏସ ସ୍ତରରେ ଅଦଳବଦଳ

  ଭୁବନେଶ୍ବର,୨୮।୨(ଏସଏସନିୟୂଜ) ଆଇପିଏସ ସ୍ଥରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।୨୬ଜଣ ଆଇପିଏସଙ୍କର ବଦଳି ହୋଇଛି।କଟକ ଡିସିପି ଥିବା ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି, ଭୁବନେଶ୍ବର ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସ୍ଟିଏଫ ଡିଜିଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ବଲାଙ୍ଗୀରଏସପି ଥିବା ଖିଲାରୀ ରିଷିକେଶ ଦ୍ୟାନଦେଓଙ୍କୁ କଟକ ଡିସିପି , କଟକ ଛାପାଖାନା ଓ ମୁଦ୍ରଣ ନିର୍ଦ୍ଦଶେକ ଥିବା ଏସ୍ଏମ୍ ନରଭାଣେଙ୍କୁ ଓଏଚ୍ଆରସି ସ୍ପେଶାଲ ଡିଜି , ଓଏସ୍ଆରଟିସି ସିଏମ୍ଡି ଭାବେ କାର୍ଯ୍ୟରତ ଦୀପ୍ତେଶ କୁମାର […]

ଆଜିର ରାଶିଫଳ

ଆଜିର ରାଶିଫଳ

ମାର୍ଚ୍ଚମାସ ୦୧ତାରିଖ ୨୦୨୫ମସିହା (ଶନିବାର)ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଦ୍ଵିତୀୟା ଦିବା ଘ୧୨/୨୦ ଗତେ ତୃତୀୟା,ନକ୍ଷତ୍ର- ପୂର୍ବଭାଦ୍ର ଦିବା ଘ୧୨/୧୦ ଗତେ ଉତ୍ତରଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୬/୧୧/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୧୨,ଯୋଗିନୀ ଉତ୍ତରେ ଦିବା ଘ୧୨/୨୦ ଗତେ ଅଗ୍ନିକୋଣେ,ଧନୁ ରାଶିରଘାତଚନ୍ଦ୍ର,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବୃଷ ,ସିଂହ ଓ କନ୍ୟା ରାଶି ର ଘାତବାର,ଅଦ୍ୟ ଦିବା ଘ୧୨/୦୯ଗତେ ଦ୍ଵିପାଦ ଓ ରାତ୍ରି ଘ୧୨/୨୦ଗତେ ଏକପାଦ ପୁଷ୍କର ଦୋଷ*l,କାଳବେଳା -ଦିବା ଘ୦୭/୩୮ମଧ୍ୟେ ଓ ଦିବା ଘ୦୪/୨୦ଗତେ ଘ୦୫/୫୦ ମଧ୍ୟେ,ବାରବେଳା – ଦିବା ଘ୦୧/୨୫ଗତେ ଘ୦୨/୫୪ ମଧ୍ୟେ,ବିଶୁଦ୍ଧ ଅମୃତବେଳା- […]

ବାରଙ୍ଗ ପଞ୍ଚାୟତ ସମିତି ବୈଠକ

ବାରଙ୍ଗ ପଞ୍ଚାୟତ ସମିତି ବୈଠକ

ବାରଙ୍ଗ, ୨୭ା୨(ଏସଏସନିୟୂଜ) ଗୁରୁବାର ଦିନ ୧୧ଟା ସମୟରେ ବାରଙ୍ଗ ବ୍ଲକ ସଭାଗୃହରେ ଅଷ୍ଟମ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଥିଲା।ବ୍ଲକଅଧ୍ୟକ୍ଷା ସାବିତ୍ରୀ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡିଓ ସ୍ୱାଗତ ଦାସ ଅତିଥି ପରିଚୟ ପ୍ରଦାନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ।ବିକଶିତ ଓଡିଶା ଗଠନ କିପରି ବିକଶିତ ହୋଇପାରବ ବୈଠକର ମୁଖ୍ୟ ପ୍ରସଙ୍ଗ ରହିଥିଲା। ଗତ ଫେବୃଆରୀ ୧୪ ତାରଖରେ ଗ୍ରାମସଭାରେ ସିକୃତି ପାଇଥିବା ପ୍ରକଳ୍ପଗୁଡ଼ିକୁ ପଞ୍ଚାୟତ ସମିତି ବୈଠକରେ ଅନୁମୋଦନ କରାଯାଇଥିଲା । […]

ବ୍ୟବସ୍ଥିତ ଢଙ୍ଗରେ ଓମଫେଡ୍ କୁ ସଶକ୍ତ କରାଯିବ-ମନ୍ତ୍ରୀ

ବାରଙ୍ଗ, ୨୭।୨(ଏସଏସନିୟୂଜ) ସିସିଟିଭି ନଜରରେ ରହିଲା ଓମଫେଡର ବାରଙ୍ଗ ବ୍ଲକ ଅରିଲୋସ୍ଥିତ ଦୁଗ୍ଧ ପ୍ରକ୍ରିୟା କରଣ କେନ୍ଦ୍ର । ଓମଫେଡର ଏହି ପ୍ଲାଣ୍ଟରେ ଗୁରୁବାରଠାରୁ ସିସିଟିଭି କାର୍ଯ୍ୟକ୍ଷମ ହୋଇଛି। ଏହାକୁ ଆନୁଷ୍ଠାନିକ ଭାବେ ମତ୍ସ୍ୟ, ପଶୁସଂପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଛନ୍ତି । ଏହାସହ ଓମଫେଡ ପକ୍ଷରୁ କମ୍ପାନୀର ମୁଖ୍ୟ ଦ୍ବାରରେ ଏକ ଖୁଚୁରା ବିକ୍ରୟ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରାଯାଇଛି।ଏହି ପ୍ଲାଣ୍ଟ ପରିସରରେ ପ୍ରାଥମିକ […]

ଆଉ-ନାହାନ୍ତି-ଉତ୍ତମ

ଭୁବନେଶ୍ୱର,୨୮।୨(ଏସଏସନିୟୂଜ)ଓଡ଼ିଆ ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ଦୁନିଆରେ ନାହାନ୍ତି। ଦିଲ୍ଲୀରେ ଗୁରୁଗ୍ରାମ ମେଦାନ୍ତ ହସ୍ପିାଟଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ସେ ଲିଭର୍ ସିରୋସିସ୍ ରୋଗରେ ପୀଡ଼ିତ ଥିଲେ। ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ ଗ୍ରହଣ କରିଥିବା ଉତ୍ତମ ମହାନ୍ତି ଦଣ୍ଡା ବାଳୁଙ୍ଗା ରୂପେ ପରିଚିତ।ଅଭିମାନ’ ଫିଲ୍ମ ଜରିଆରେ ଓଡିଆ ସିନେମା ଜଗତରେ ଡେବ୍ୟୁ କରିଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ଫିଲ୍ମ କରି ଓଲିଉଡ୍ ରେ ଏକ ନୂଆ ଟ୍ରେଣ୍ଡ […]

ଆଜିର ରାଶିଫଳ

ଫେବୃଆରୀମାସ ୨୮ତାରିଖ ୨୦୨୫ମସିହା (ଶୁକ୍ରବାର)ଫାଲଗୁନମାସ- କୃଷ୍ଣପକ୍ଷତିଥି- ଅମାବାସ୍ୟା ଦିବାଘ୦୬/୩୬ ଗତେ ପ୍ରତିପଦନକ୍ଷତ୍ର-ଶତଭିଶା ଦିବାଘ୦୨/୩୧ଗତେ ପୂର୍ବଭାଦ୍ରସୁର୍ୟୋଦୟ-ପ୍ରାତଃ ଘ୦୬/୧୧/୫୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୦୨ ,ଯୋଗିନୀ ଐଶାନ୍ୟେଦିବା ଘ୦୭/୩୬ଗତେ ପୂର୍ବେ ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛା,ଧନୁ ଓ ମୀନରାଶିର ଘାତବାର ,ଅଦ୍ୟ ଦିବା ଘ୦୨/୩୧ ଗତେ ଏକ ପାଦ ଓ ରାତ୍ରି ଘ୦୩/୩୩ ଗତେ ଦ୍ଵୀ ପୁଷ୍କର ଦୋଷନାସ୍ତି ,କାଳବେଳା ଓ ବାରବେଳା – ଦିବା ଘ୦୯/୦୨ଗତେ ଘ୧୧/୫୭ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- […]

ଲିଙ୍ଗରାଜ ମନ୍ଦିରରେ ଅଘଟଣ

ଭୁବନେଶ୍ୱର,୨୬।୨(ଏସଏସନିୟୂଜ)ଲିଙ୍ଗରାଜ ମନ୍ଦିରରେ ଅଘଟଣ ଘଟିଛି।ମହାଦୀପ ଉଠିବା ବେଳେ ଖସିପଡ଼ିଛନ୍ତି ସେବାୟତ।ମହାଶିବରାତ୍ରି ପାଇଁ ଲିଙ୍ଗରାଜ ପୀଠ ଚଳଚଞ୍ଚଳ ଥିବା ବେଳେ ମହାଦୀପ ଉଠିବା ସମୟରେ ଏପରି ଅଘଟଣ ଘଟିଛି।ମନ୍ଦିର ଚୂଡ଼ାକୁ ଚଢୁଥିବା ବେଳେ ସେବାୟତ ଖସିପଡି ସେବାୟତ ଆହତ ହୋଇଥିବାର ଜଣାପଡିଛି।

ଆଜିର ରାଶିଫଳ

ଫେବୃଆରୀମାସ ୨୭ତାରିଖ ୨୦୨୫ମସିହା (ଗୁରୁବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ୦୯/୧୯ ଗତେ ଅମାବାସ୍ୟା,ନକ୍ଷତ୍ର- ଧନିଷ୍ଟା ଦିବା ଘ୦୪/୩୮ ଗତେ ଶତଭିଶା,ସୁର୍ୟୋଦୟ-ପ୍ରାତଃ ଘ୦୬/୧୨/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୫୨ ,ଯୋଗିନୀ ପଶ୍ଚିମେ ଦିବା ଘ୦୯/୧୯ ଗତେ ଐଶାନ୍ୟେ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର, ଅମାବାସ୍ୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତବାର,ଅଦ୍ୟ ପୁଷ୍କରଦୋଷ ନାସ୍ତି,କାଳବେଳା ଓ ବାରବେଳା – ଦିବା ଘ୦୨/୫୫ଗତେ ଘ୦୫/୫୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୧/୦୨ଗତେ ଘ୦୨/୫୪ ମଧ୍ୟେ ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୪୭ମଧ୍ୟେ ଓ ଘ୧୦/୫୮ […]

କଏଦୀଙ୍କ ମୃତ୍ୟୁ ,ରାସ୍ତାରେ ଲୋକ

ଆଠଗଡ଼,୨୬।୨(ଏସଏସ ନିୟୁଜ)ଆଦର୍ଶ କାରାଗାରରେ ବିଚାରାଧୀନ ଅବସ୍ଥାରେ ଥିବା ଜଣେ କଏଦୀର ମୃତ୍ୟୁ ଘଟିଛି।ମୃତକ ତିଗିରିଆଥାନା ପଙ୍କାଳ ଗାଁର ହୋଇଥିବା ବେଳେ ୨୦୨୪ରୁ ଜେଲରେ ଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଉଠାଇ ରାସ୍ତାରୋକ କରିଛନ୍ତି ପରିବାର ଲୋକେ।ପଙ୍କାଳ ଛକରେ ରାସ୍ତାରୋକ କରିବାରୁ ସାଧାରଣ ଲୋକଙ୍କ ଯାତାୟତରେ ବାଧାପ୍ରାପ୍ତ ହୋଇଛି।

ଏକତରଫା ପ୍ରେମ, ମହିଳାଙ୍କୁ ଛୁରାମାଡ଼

କୋଣାର୍କ,୨୬।୧(ଏସଏସନିୟୂଜ) ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରାମାଡ କଲେ ଯୁବକ।ଗୋପ ଥାନା ଖଣ୍ଡାସାହିରେ ଘରେ ପଶି ମହିଳାଙ୍କୁ ଛୁରାମାଡ଼ ହୋଇଛି।ଗୁରୁତର ମହିଳାକୁ ଚିକିତ୍ସା ପାଇ ମେଡିକାଲରେ ଭର୍ତ୍ତି କରାଯାଇଛି।ଘଟଣା ପରେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି।ଯୁବକ ଜଣଙ୍କ ପୂର୍ବରୁ ଥରେ ପ୍ରେମ ନିବେଦନ କରି ଜେଲ୍‌ ଯାଇଥିଲା।ଜେଲ୍‌ରୁ ଫେରିବା ପରେ ମହିଳାଙ୍କୁ ଛୁରାମାଡ଼ କରିଥିବା ସୂଚନା ମିଳିଛି।