Browsing monthly archive

January 2025

ଭୁବନେଶ୍ବରରେ ପହଞ୍ଚିଲା ଡବଲ-ଡେକର ବସ

ଭୁବନେଶ୍ବରରେ ପହଞ୍ଚିଲା ଡବଲ-ଡେକର ବସ

ଭୁବନେଶ୍ବର,୨ା୧(ଏସଏସନିଉଜ)ଆଜି ଭୁବନେଶ୍ବରରେ ପହଞ୍ଚିଛିଡବଲ-ଡେକର ବସାଏହି ବସରେ ୮ ତାରିଖରୁ ଜନତା ମୈଦାନରେ ଆରମ୍ଭ ହେବାକୁଥିବା ‘ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିବାକୁ ଥିବା ଅତିଥିଙ୍କ ଯାତାୟତ କରିବେ ।ଏଥିପାଇଁ ଏଥିପାଇଁ ପ୍ରସ୍ତୁତି ପ୍ରାୟତଃ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜଧାନୀର ରାସ୍ତା ଓ ଗଳିକନ୍ଦି ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ରଙ୍ଗାରଙ୍ଗ ଆଲୋକମାଳାରେ ସଜେଇ ହେବାରେ ଲାଗିଛି । ଏହି ଜାତୀୟ ସ୍ତରୀୟ ସମ୍ମିଳନୀକୁ ସଫଳତାର ସହ ଆୟୋଜନର ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ବିମାନ […]

ମହାପ୍ରଭୁଙ୍କ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ

ମହାପ୍ରଭୁଙ୍କ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ

ଭୁବନେଶ୍ବର,୨ା୧(ଏସଏସନିଉଜ) ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତି ଆଜି ପୁରୀ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି । ଆସନ୍ତାକାଲି ସେ ଶପଥ ନେବା ପୂର୍ବରୁ ଆଜି ସଂଧ୍ୟାରେ ସେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ‘ଜୟ ଜଗନ୍ନାଥ’ ଉଚ୍ଚାରଣ କରି କହି ହରିବାବୁ କହିଛନ୍ତି,‘‘ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ମିଳିଲା ବୋଲି ରାଜ୍ୟକୁ ଆସିବା ପରେ ପ୍ରଥମ ପ୍ରତିକ୍ରିୟାରେ ସେକହିବାସହ ଓଡିଶାର ଉନ୍ନତି ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି ବୋଲି କହିଛନ୍ତି ।ତେବେ ରାଜ୍ୟପାଳଙ୍କ […]

ଆଜିର ରାଶିଫଳ

ଆଜିର ରାଶିଫଳ

ଜାନୁଆରୀମାସ ୦୩ତାରିଖ ୨୦୨୫ ମସିହା(ଶୁକ୍ରବାର)ପୌଷମାସ- ଶୁକ୍ଳପକ୍ଷ,ତିଥି-ଚତୁର୍ଥୀ ରାତ୍ରି ଘ ୧୧/୪୪ ଗତେ ପଞ୍ଚମୀ, ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/ ୪୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୭/ ୧୭,ଯୋଗିନୀ ନୈରୁତେ ରାତ୍ରି ଘ୧୧/୪୫ଗତେ ଦକ୍ଷିଣେ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ସିଂହରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୯/୦୮ ଗତେ ଘ୧୧/୫୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବାଘ୦୭/୧୫ ମଧ୍ୟେ ଓ ଘ୦୮/୦୨ଗତେ ଘ୦୯/୦୭ମଧ୍ୟେ ଓ ଘ୧୨/୫୦ ଗତେ ଘ୦୪/୦୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି, ମୂଳା ଭକ୍ଷଣ ନିଷେଧ। ମେଷ👉ଆଜି […]

ସ୍ବାମୀ ଗିରଫ

ଜଟଣୀ,୨।୧(ଏସଏସନିଉଜ)ଜଟଣୀଥାନା ପୁଲିସ ରଘୁନାଥ ଆଚାର୍ଯ୍ୟଙ୍କ ଅଭିଯୋଗ କ୍ରମେ କେସ ନମ୍ୱର୩୫୬/୨୪ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ସ୍ବାମୀ ତରାବୋଇ ଗ୍ରାମର ଚିନ୍ମୟ ରଥ(୨୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ରଘୁନାଥ ଆଚାର୍ଯ୍ୟଙ୍କ ଝିଅ ତରାବୋଇ ଗ୍ରାମର ଚିନ୍ମୟ ରଥ(୨୮)ଙ୍କୁ ହିନ୍ଦୁ ରୀତିନୀତି ଅନୁଯାଇ ବିବାହ କରିଥିଲେ । ବିବାହ ସମୟରେ ଦାବୀ ମୁତବକ ଯୌତୁକ ସହିତ ଗୃହପୋକରଣ ସାମଗ୍ରୀ ସବୁ ଅଭିଯୁକ୍ତଙ୍କ ପରିବାରକୁ ଦିଆଯାଇଥିଲା । […]

ଆଜିର ରାଶିଫଳ

ଜାନୁଆରୀମାସ ୦୨ତାରିଖ୨୦୨୫ମସିହା(ଗୁରୁବାର)ପୌଷମାସ- ଶୁକ୍ଳପକ୍ଷ,ତିଥି- ତୃତୀୟା ରାତ୍ରି ଘ ୦୧/୧୯ଗତେ ଚତୁର୍ଥୀ,ନକ୍ଷତ୍ର- ଶ୍ରବଣାରାତ୍ରି ଘ୧୧/୫୮ଗତେ ଧନିଷ୍ଟା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୨୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୩୭,ଯୋଗିନୀ ଅଗ୍ନିକୋଣ ରାତ୍ରି ଘ୦୧/୧୯ଗତେ ନୈରୁତେ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ସିଂହରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର, କାଳବେଳା ଓ ବାରବେଳା – ଦିବା ଘ୦୨/୩୫ ଗତେ ଘ୦୫/୧୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮ /୦୧ ମଧ୍ୟେ ଓ ରାତ୍ରି ଘ୦୬/୦୪ ଗତେ ଘ୦୯/୧୭ ମଧ୍ୟେ ଓ ରାତ୍ରି ଘ୧୧/୪୦ ଗତେ ଘ୦୨/୪୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ପୋଟଳ ଭକ୍ଷଣ ନିଷେଧ। […]