ଆଜିର ରାଶିଫଳ
ଜାନୁଆରୀମାସ ୦୯ତାରିଖ ୨୦୨୫ମସିହା (ଗୁରୁବାର)ପୌଷମାସ- ଶୁକ୍ଳପକ୍ଷ,ତିଥି- ଦଶମୀ ଦିବା ଘ ୧୨/୨୪ଗତେ ଏକାଦଶୀ, ସର୍ବତ୍ର ଶାମ୍ବଦଶମୀ ,ସୁଦଶାବ୍ରତ,,ନକ୍ଷତ୍ର- ଦ୍ଵିଜା ଦିବା ଘ୦୩/୪୫ଗତେ କୃତ୍ତିକା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୩୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୦/୩୭,ଯୋଗିନୀ ଉତ୍ତରେ ଦିବା ଘ୧୨/୨୪ଗତେ ଅଗ୍ନିକୋଣେ,ଦଶମୀର ଏକୋଦିଷ୍ଟ ଓ ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଛାରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୨/ ୪୦ଗତେ ଘ୦୫/୨୩ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୦୫ ମଧ୍ୟେ ଓ ଘ୦୨/୨୭ ଗତେ ଘ୦୨/୩୯ମଧ୍ୟେ ଓ ରାତ୍ରି ଘ୦୬/୧୦ଗତେ ଘ୦୯/୨୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ […]