Browsing monthly archive

January 2025

ଆଜିର ରାଶିଫଳ

ଆଜିର ରାଶିଫଳ

ଜାନୁଆରୀମାସ ୧୬ତାରିଖ ୨୦୨୫ମସିହା (ଗୁରୁବାର)ମାଘମାସ- କୃଷ୍ଣପକ୍ଷ ,ତିଥି- ତୃତୀୟା ରାତ୍ରି ଘ୦୪/୦୮ଗତେ ଚତୁର୍ଥୀ ,ନକ୍ଷତ୍ର- ଅଶ୍ଳେଷା ଦିବା ଘ୧୧/୫୯ଗତେ ମଘା ,ଚନ୍ଦ୍ର – କର୍କଟ ଦିବା ଘ୧୧/୫୯ଗତେ ସିଂହ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୨୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୨୭ ,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୪/୦୮ ଗତେ ନୈରୁତେ ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ତୁଳା ଓ କୁମ୍ଭରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୨/୪୪ଗତେ ଘ୦୫/୨୯ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୧୨/୪୦ଗତେ ଘ୦୩/୩୪ ମଧ୍ୟେ ,ବିଶୁଦ୍ଧ […]

ହିତାଧିକାରୀଙ୍କ ମାସିକ ପେନସନ ୩୫୦୦ଟଙ୍କା

ହିତାଧିକାରୀଙ୍କ ମାସିକ ପେନସନ ୩୫୦୦ଟଙ୍କା

ଭୁବନେଶ୍ୱର ,୧୫ା୧(ଏସଏସନିଉଜ)ରାଜ୍ୟର ୮୦ ବର୍ଷ ବା ତାଠାରୁ ଉର୍ଦ୍ଧ୍ୱବୟସ୍କବ୍ୟକ୍ତି ଏବଂ ୮୦ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀମାନେ ଆଜିଠାରୁ ମାସକୁ ୩୫୦୦ ଟଙ୍କା ପେନସନ ପାଇବେ । ପୂର୍ବରୁ ସେମାନେ ୧୨୦୦ ଟଙ୍କା ପେନସନ ପାଉଥିବା ବେଳେ ଏଥିରେ ୨୩୦୦ ଟଙ୍କା ବୃଦ୍ଧି କରାଯାଇ ୩୫୦୦ ଟଙ୍କା କରାଯାଇଛି । ଏହା ଦ୍ୱାରା ରାଜ୍ୟର ୪,୧୭,୪୯୬ ଜଣ ବ୍ୟକ୍ତି ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରଠାରେ ଏହି ବର୍ଦ୍ଧିତଭତ୍ତା ବିତରଣ […]

ଧର୍ମପରାୟଣ ମହିଳାଙ୍କ ପରଲେକ

ଧର୍ମପରାୟଣ ମହିଳାଙ୍କ ପରଲେକ

ବାରଙ୍ଗ,୧୪/୧(ଏସଏସନିଉଜ) ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ଧର୍ମପରାୟଣା ମହିଳା ହରଷମଣି ନାୟକ (୧୦୨)ଙ୍କ ରବିବାର ରାତ୍ରପ୍ରାୟ ସାଢେ଼ ୧ଟାରେ ପରଲୋକ ହୋଇଯାଇଛି ।ସ୍ଵର୍ଗତା ହରଷମଣୀ ଏକାଧାରରେ ଜଣେ ମିଷ୍ଟଭାଷୀ,ପରୋପକାରୀ,ସ୍ନେହୀ ଓ ଧର୍ମପାରାଣା ମହିଳାଭାବେ ପରିଚିତଥିଲେ ।ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବଡପୁଅ ରମାକାନ୍ତ ନାୟକ, ସାନପୁଅ ଉମାକାନ୍ତ ନାୟକ ,ବଡ଼ନାତି ତଥା ସାମ୍ବାଦିକ କମଳାକାନ୍ତ ନାୟକ , ନାତି ଶଶିକାନ୍ତ ନାୟକ ,ମଳୟ ରଞ୍ଜନ ନାୟକଙ୍କ ସମେତ ଆତ୍ମୀୟମାନେ ଉପସ୍ଥିତ ଥିଲେ ।ସ୍ୱର୍ଗତା […]

ଆଜିର ରାଶିଫଳ

ଜାନୁଆରୀ ମାସ ୧୪ ତାରିଖ ୨୦୨୫ ମସିହା (ମଙ୍ଗଳବାର)ମାଘମାସ- କୃଷ୍ଣପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ୦୩/୨୪ ଗତେ ଦ୍ଵିତୀୟା,ନକ୍ଷତ୍ର- ପୁନର୍ବସୁ ଦିବା ଘ୧୧/୦୦ ଗତେ ପୁଷ୍ୟା,ଅଦ୍ୟ ମକର ସଂକ୍ରାନ୍ତି, ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪/୦୭,ଯୋଗିନୀ ପୂର୍ବେ ରାତ୍ରି ଘ୦୩/୨୪ ଗତେ ଉତ୍ତରେ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମକରରାଶିର ଘାତବାର,କାଳବେଳା -ଦିବା ଘ୦୧/୨୦ ଗତେ ଘ୦୨/୪୩ ମଧ୍ୟେ,ବାରବେଳା – ଦିବା ଘ୦୭/୫୦ ଗତେ ଘ୦୯/୧୩ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୫୨ଗତେ ଘ୦୧/୧୬ ମଧ୍ୟେ ଓ ଘ୦୨/୪୪ ଗତେ ଘ୦୩/୧୭ […]

ଆଜିର ରାଶିଫଳ

ଜାନୁଆରୀମାସ ୧୩ତାରିଖ ୨୦୨୫ମସିହା (ସୋମବାର)ପୌଷମାସ- ଶୁକ୍ଳପକ୍ଷ ,ତିଥି- ପୂର୍ଣ୍ଣିମା ରାତ୍ରିଘ୦୪/୦୨ଗତେ ପ୍ରତିପଦ ,ନକ୍ଷତ୍ର- ଆର୍ଦ୍ରା ଦିବା ଘ୧୧/୨୧ଗତେ ପୁନର୍ବସୁ ,ସୁର୍ୟୋଦୟ-ପ୍ରାତଃଘ୦୬/୨୮/୦୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୨୩/୧୭ ,ଯୋଗିନୀ ବାୟବ୍ୟେ ରାତ୍ରି ଘ୦୪/୦୧ଗତେ ପୂର୍ବେ ,ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମିଥୁନରାଶିର ଘାତବାର ,କାଳବେଳା -ଦିବା ଘ୦୭/୫୦ଗତେ ଘ୦୯/୧୩ମଧ୍ୟେ ,ବାରବେଳା – ଦିବା ଘ୦୨/୪୧ ଗତେ ଘ୦୪/୦୪ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୯ମଧ୍ୟେ ଓ ଘ୧୧/୧୬ ଗତେ ଘ୦୧/୪୦ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୦୫ ଗତେ ଘ୦୫/୨୫ମଧ୍ୟେ ,ଅଦ୍ୟ ଆମିଷଭକ୍ଷଣ […]

ଆଜିର ରାଶିଫଳ

ଜାନୁଆରୀମାସ ୧୨ତାରିଖ ୨୦୨୫ମସିହା (ରବିବାର)ପୌଷମାସ- ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ଦିବାଘ୦୬/୩୮ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ମୃଗଶିରା ଦିବା ଘ୧୨/୦୬ଗତେ ଆର୍ଦ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୨୨/ ୩୭,ଯୋଗିନୀ ଦକ୍ଷିଣେ ଦିବାଘ୦୬/୩୭ ଗତେ ପଶ୍ଚିମ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କନ୍ୟାରାଶିର ଘାତଚନ୍ଦ୍ର,ବୃଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବାଘ୧୦/୩୪ଗତେ ଘ୦୧/୧୮ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୬ଗତେ ଘ୧୦/୨୮ମଧ୍ୟେ ଓ ରାତ୍ରି ଘ୦୭/୦୦ଗତେଘ୦୮/୩୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୧୬ମଧ୍ୟେ ଓ ଘ୦୧/୪୦ଗତେ ଘ୦୨/୩୦ମଧ୍ୟେ,ଅଦ୍ୟ ବିରି ଭକ୍ଷଣ ନିଷେଧ। ମେଷ-ଆଜି ପାରିବାରିକ ଜୀବନରେ ଛୋଟବଡ଼ କେତୋଟି ଘଟଣାକୁ ବାଦ୍‌ଦେଲେ […]

ଆଜିର ରାଶିଫଳ

ଜାନୁଆରୀମାସ ୧୧ତାରିଖ ୨୦୨୫ ମସିହା (ଶନିବାର)ପୌଷମାସ- ଶୁକ୍ଳପକ୍ଷ,ତିଥି- ଦ୍ଵାଦଶୀ ଦିବା ଘ୦୮/୨୬ଗତେ ତ୍ରୟୋଦଶୀ,ନକ୍ଷତ୍ର- ରୋହିଣୀ ଦିବା ଘ୦୧/୧୦ ଗତେ ମୃଗଶିରା, ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୫୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୧/୪୭,ଯୋଗିନୀ ନୈରୁତେ ଦିବା ଘ୦୮/ ୨୬ ଗତେ ଦକ୍ଷିଣେ, ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କନ୍ୟାରାଶିର ଘାତଚନ୍ଦ୍ର, ବୃଷ,ସିଂହ ଓ କନ୍ୟାରାଶିର ଘାତବାର, କାଳବେଳା -ଦିବା ଘ୦୭/୫୦ ମଧ୍ୟେ ଓ ଦିବା ଘ୦୪/୦୦ ଗତେ ଘ୦୫/୨୩ ମଧ୍ୟେ,ବାରବେଳା -ଦିବା ଘ୦୧/୨୫ ଗତେ ଘ୦୨/୩୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୫୪ଗତେ ଘ୧୧/୧୫ମଧ୍ୟେ ଓ […]

ଆଜିର ରାଶିଫଳ

ଜାନୁଆରୀମାସ ୧୦ତାରିଖ ୨୦୨୫ମସିହା (ଶୁକ୍ରବାର)ପୌଷମାସ- ଶୁକ୍ଳପକ୍ଷ,ତିଥି- ଏକାଦଶୀ ଦିବା ଘ ୧୦/୨୪ ଗତେ ଦ୍ଵାଦଶୀ,ନକ୍ଷତ୍ର- କୃତ୍ତିକା ଦିବା ଘ୦୨/୨୫ ଗତେ ରୋହିଣୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୫୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୧/୦୭,ଯୋଗିନୀ ଅଗ୍ନିକୋଣେ ଦିବା ଘ୧୦/୨୩ ଗତେ ନୈରୁତେ,ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଛାରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୯/୧୨ ଗତେ ଘ୧୧/୫୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୦୪ ଗତେ ଘ୦୮/୫୨ମଧ୍ୟେ ଓ ଘ୦୧/୪୦ଗତେ ଘ୦୩/୧୭ ମଧ୍ୟେ ଓ ଘ୦୪/୫୪ ଗତେ ଘ୦୫/୨୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି […]

ରାଜଧାନୀରେ ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ

ଭୁବନେଶ୍ବର,୮ା୧(ଏସଏସନିଉଜ)ରାଜଧାନୀର ରସୁଲଗଡ଼ ଓଭରବ୍ରିଜ୍ ନିକଟରେ ବହୁଚର୍ଚ୍ଚିତ ସହଦେବସାହୁ ହତ୍ୟା ଘଟଣାରେ କମିସନରେଟ୍ ପୁଲିସର ସ୍ଵତନ୍ତ୍ରଟିମ୍ ଜଣେ ମହିଳା ସମେତ ୩ ଅଭିଯୁକ୍ତଙ୍କୁ ନୟାଗଡ଼ ଜିଲ୍ଲା ଶରଣକୂଳରୁ ବୁଧବାର ସନ୍ଧ୍ୟାରେ ଗରିଫ କରିଛି। ଗିରଫ ଅଭିଯୁକ୍ତମାନେ କେଦାରପଲ୍ଲୀ ନିବାସୀ ବୋଲି ଜଣାପଡିଛି । ବ୍ରାଉନ୍‌ସୁଗାର ବ୍ୟବସାୟକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଥିବାବେଳେ ହତ୍ୟା କାଣ୍ଡ ଯୋଜନାବଦ୍ଧ ଥିଲା ବୋଲି ଜଣାପଡ଼ିଛି।ତେବେ ପୋଲିସ ୧୦ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି । କେଦାରପଲ୍ଲୀରେ ରହୁଥିବା ସହଦେବ […]

ଭୁବନେଶ୍ବରରେ ପହଁଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର,୮ା୧(ଏସଏସନିଉଜ) ଦୁଇଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଂଦୀ ଏକ ସ୍ବତନ୍ତ୍ର ବିମାନରେ ଆଜି ରାତିରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଏଠାରେ ପହଞ୍ଚିଲାପରେ ରାଜ୍ୟସରକାରଙ୍କ ତରଫରୁ ତାଙ୍କୁ ବିମାନବନ୍ଦରରେ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ବିମାନବନ୍ଦର ଠାରୁ ରାଜଭବନ ପର‌୍ୟ୍ୟନ୍ତ ମୋଦୀଙ୍କ ରାସ୍ତାରେ ସମର୍ଥକଙ୍କର ଭିଡ଼ ଦେଖିବାକୁ ମିଳିଥିଲା।ବିମାନବନ୍ଦର ସମ୍ମୁଖ, କ୍ୟାପିଟାଲ ହସ୍‌ପିଟାଲ ସାମ୍ନା, ଏଜି ଛକ ଓ ରାଜଭବନ ଆଗରେ ଓଡ଼ିଶାର ସାଂସ୍କୃତିକ ତଥା ପାରଂପରିକ ଆଦିବାସୀ ନୃତ୍ୟ ଓ […]