Browsing daily archive

January 21, 2025

ଆଜିର ରାଶିଫଳ

ଜାନୁଆରୀମାସ ୨୨ତାରିଖ ୨୦୨୫ମସିହା (ବୁଧବାର)ମାଘମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ଦିବା ଘ୦୩/୧୮ଗତେ ନବମୀ,ନକ୍ଷତ୍ର- ସ୍ୱାତି ରାତ୍ରି ଘ୦୩/୧୭ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୫୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୦ /୦୭,ଯୋଗିନୀ ଐଶାନ୍ୟେ ଦିବା ଘ୦୩/୧୮ ଗତେ ପୂର୍ବେ,ଅଷ୍ଟମୀ ଏକୋଦିଷ୍ଟଶ୍ରାଦ୍ଧ,କର୍କଟରାଶିର ଘାତବାର,କାଳବେଳା -ଦିବା ଘ ୦୯/୧୧ ଗତେ ଘ୧୦/୩୪ ମଧ୍ୟେ,ବାରବେଳା – ଦିବା ଘ୧୧/୫୫ ଗତେ ଘ୦୧/୧୮ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୦୩ମଧ୍ୟେ ଓ ଘ୦୧/୧୯ ଗତେ ଘ୦୨/୨୮ ମଧ୍ୟେ ଓ ରାତ୍ରି ଘ୦୬/୨୦ ଗତେ ଘ୦୮/୪୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୫୧ ଗତେ ଘ୦୫/୩୨ମଧ୍ୟେ […]