Browsing monthly archive

January 2025

ଆଜିର ରାଶିଫଳ

ଆଜିର ରାଶିଫଳ

ମକର ଦି୧୯ନ,ମାଘ ଶୁକ୍ଳ ତୃତୀୟା ଦ୧୩।୪୦ ଦିଘ୧୧।୫୩,ପୂର୍ବଭାଦ୍ର ଦ୫୨।୧୧ ରାଘ୩।୧୭,କୁମ୍ଭ ଚନ୍ଦ୍ର ଦ୩୮।୧୮ ରାଘ୯ ।୪୪।ଯୋଗିନୀ ଅଗ୍ନିକୋଣେ । ଦିବା ଘ୧୧।୫୩ ଗତେ ନୈଋତେ ।ଯାତ୍ରାଦି ଶୁଭକର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ରାତ୍ରି ଘ୩।୧୭ ଗତେ ରେବତୀ ଅଶ୍ବିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୯।୪୪ ଗତେ ମୀନ ବୃଷ […]

ଚୋରା ମୋରମ ଚାଲାଣ,ବିଜେଡି ପକ୍ଷରୁ ଦାବିପତ୍ର

ଚୋରା ମୋରମ ଚାଲାଣ,ବିଜେଡି ପକ୍ଷରୁ ଦାବିପତ୍ର

ବାରଙ୍ଗ,୩୦।୧(ଏସଏସନିଉଜ)ବାରଙ୍ଗ ଅଞ୍ଚଳରେ ଗତ କିଛିଦିନ ହେବ ବେଆଇନଭାବେ ଚୋରାରେ ମୋରମ ଚାଲାଣ ହେଉଛି।ଏଥିରେ ଅଙ୍କୁଶ ଲଗାଇବା ପାଇଁ ଗୁରୁବାର ଦିନ ବାରଙ୍ଗ ବ୍ଲକର ୮ପଞ୍ଚାୟତରେ ଥିବା ବିଜେଡି କର୍ମୀମାନେ ଏକ ଦାବିପତ୍ର ବାରଙ୍ଗ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। ପ୍ରକାଶ ଯେ,ବିଜେଡି କର୍ମୀମାନଙ୍କ କହିବା କଥା ହେଲା କିଛି ମୁଷ୍ଟିମେୟ ତଥା ସରକାରୀ ଦଳର କୁହାଯାଉଥିବା କୁଜିନେତାଙ୍କ ଇଙ୍ଗିତରେ ଦିନ ଦିହିପହରରେ ଗୋଡିସାହି ଅଞ୍ଚଳରୁ ଜେଶିବି ଲଗାଜାଇ ମୋରମ ଓ ମାଟି ଚୋରାଚାଲାଣ ହେଉଛି। ଯାହାଫଳରେ ପାକୃତିକ ସମ୍ପଦ […]

ମା ହେଲା ଦୁର୍ଗା

ମା ହେଲା ଦୁର୍ଗା

ବାରଙ୍ଗ,୩୦।୧ (ଏସଏସନିଉଜ) ପ୍ରାଣୀଉଦ୍ୟାନ ନନ୍ଦନକାନନରେ ସିମ୍ପାଞ୍ଜୀ ରାକ୍ଷୀ ପରେ ଏବେ ସିମ୍ପାଞ୍ଜୀ ଦୁର୍ଗା ପର୍ଯ୍ୟଟକଙ୍କୁ ଭେଟି ଦେଇଛି । ଉଦ୍ୟାନର ୬୦ (କ) ନମ୍ବର ଖୂଆଡରେ ରହି ପର୍ଯ୍ୟଟକଙ୍କ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଦୁର୍ଗା ପ୍ରଥମଥର ପାଇଁ ମା ହୋଇଛି । ଗୁରୁବାର ଦିନ ଗୋଟିଏ ଅଣ୍ଡିରା ଶାବକ ଜନ୍ମ ଦେଇଛି । ମା ହେବା ପରେ ତାର ଛୁଆକୁ ଅଲଗା କରାଯାଇଛି । ପ୍ରକାଶ ଯେ ,ପ୍ରାଣୀଉଦ୍ୟାନରେ ଜନ୍ମ ହୋଇଥିଲା ଦୁର୍ଗା । ଏବେ […]

ଆଜିର ରାଶିଫଳ

ଜାନୁଆରୀମାସ ୨୮ ତାରିଖ ୨୦୨୫ ମସିହା (ମଙ୍ଗଳବାର),ମାଘମାସ- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ରାତ୍ରି ଘ ୦୮/୫୮ ଗତେ ଚତୁର୍ଦ୍ଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୧୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୨/୩୨ ,ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୬/୫୮ ଗତେ ପଶ୍ଚିମେ, ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ମିଥୁନ ରାଶି ର ଘାତବାର, କାଳବେଳା -ଦିବା ଘ୦୭/୪୭ ଗତେ ଘ୦୯/୦୯ ମଧ୍ୟେ,ବାରବେଳା – ଦିବା ଘ୦୨/୫୦ ଗତେ ଘ୦୪/୧୩ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୪୬ ମଧ୍ୟେ ଓ ଘ୧୧/୧୩ ଗତେ […]

୭୬ ତମ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର,୨୬।୧(ଏସଏସନିଉଜ)କାନନବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରରେ ୭୬ ତମ ଗଣତନ୍ତ୍ରଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଂପାଦକ ତଥା ପ୍ରଧାନ ଆଚାର୍ଯ୍ଯ ପ୍ରଦୀପ କୁମାର ପାଣିଙ୍କ ଉପସ୍ଥିତିରେ ମୁଖ୍ଯ ଅତିଥି ପ୍ରଫେସର ମହେଶ୍ବର ମହାନ୍ତି ଓ ବିଦ୍ୟାଳୟର ମାର୍ଗଦର୍ଶକ ଅଲେଖ ନାୟକ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟ ସଙ୍ଗୀତ ଗାନପରେ ମୁଖ୍ୟ ଅତିଥିଙ୍କୁ ବିଦ୍ୟାଳୟର ବାଳଚର ସଂଘ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଚାରୋଟି […]

ସମବାୟ ସମିତି ପାଳିଲା ସାଧାରଣତନ୍ତ୍ର ଦିବସ

ମେଣ୍ଢାଶାଳ,୨୬।୧(ଏସଏସନିଉଜ)ମେଣ୍ଢାଶାଳ ସେବା ସମବାୟ ସମିତି ପକ୍ଷରୁ ୭୮ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହର ସହ ପାଳିତ ହୋଇଯାଇଛି।ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର ପ୍ରଧାନ ପତାକା ଉତୋଳନ କରିଥିଲେ ।ଏହି ଅବସରରେ ସମିତିର ସଦସ୍ୟ ନିମାଇଁ ବିଶ୍ବାଳ, ରାଜାଖାଁ, କାଳୁ ଦାସ, ସରୋଜପାତ୍ର, ଗୁରୁପ୍ରସାଦ ସାମନ୍ତରାୟ, ମେଣ୍ଢାଶାଳ ଗ୍ରାମର ସମାଜସେବୀ ବିଜୟ ଚନ୍ଦ୍ର ବଡ଼ଜେନା, ସର୍ବେଶ୍ଵର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଖୋର୍ଦ୍ଧା କେନ୍ଦ୍ର ସମବାୟବ୍ୟାଙ୍କର ମେଣ୍ଢାଶାଳ ଶାଖାର ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ମଙ୍ଗରାଜ ଉପସ୍ଥିତ […]

ସାଧାରଣତନ୍ତ୍ର ଦିବସରେ ଅଘଟଣ

ଆଠଗଡ଼,୨୬।୧(ଏସଏସନିଉଜ)ସାଧାରଣତନ୍ତ୍ର ଦିବସରେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ ଅଂଶୁପା ରୋଡରେଓଲଟିପଡିଛି।ମାଳବିହାରପୁର ହାଇସ୍କୁଲ ପିଲା ସରଣ୍ଡାକୁ ପ୍ୟାରେଡ ରେ ଯୋଗଦେବାକୁ ଆସିଥିବା ବେଳେ ଦୁର୍ଘଟଣା ଘଟିଥିଲା।ଯାହାଫଳରେ ଜଣେ ଦଶମ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଭେଟିଲେ ସଚିବ ଭେଟି ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି।ଏହି ଘଟଣା ପରେ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଓ ଗୁରୁତର ଛାତ୍ରଛାତ୍ରୀଙ୍କ ଚିକିତ୍ସା ପାଇଁ ୩୦ ହଜାର […]

ଆଜିର ରାଶିଫଳ

ଜାନୁଆରୀମାସ ୨୬ତାରିଖ ୨୦୨୫ମସିହା (ରବିବାର)ମାଘମାସ- କୃଷ୍ଣପକ୍ଷ ,ତିଥି- ଦ୍ୱାଦଶୀ ରାତ୍ରି ଘ ୦୦୯/୧୬ ଗତେ ତ୍ରୟୋଦଶୀ ,ନକ୍ଷତ୍ର- ଜ୍ୟେଷ୍ଠା ଦିବା ଘ ୦୯/୨୪ ଗତେ ମୂଳା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୩୬ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୫୨ ,ଯୋଗିନୀ ନୈରୁତେ ରାତ୍ରି ଘ୦୯/୧୬ ଗତେ ଦକ୍ଷିଣେ ,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମେଷରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୩୧ ଗତେ ଘ୦୧/୧୬ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୪ ଗତେ ଘ୧୦/୨୭ ମଧ୍ୟେ ଓ ରାତ୍ରି […]

ଆଜିର ରାଶିଫଳ

ଜାନୁଆରୀମାସ ୨୫ତାରିଖ ୨୦୨୫ ମସିହା (ଶନିବାର)ମାଘମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ ରାତ୍ରି ଘ ୦୮/୪୯ ଗତେ ଦ୍ୱାଦଶୀ,ନକ୍ଷତ୍ର- ଅନୁରାଧା ଦିବା ଘ ୦୭/୫୯ ଗତେ ଜ୍ୟେଷ୍ଠା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୪୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/ ୨୨,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୮/୪୯ ଗତେ ନୈରୁତେ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବୃଷ,ସିଂହ ଓ କନ୍ୟାରାଶିର ଘାତବାର,କାଳବେଳା -ଦିବା ଘ୦୭/୪୯ମଧ୍ୟେ ଓ ଦିବା ଘ୦୪/୧୦ଗତେ ଘ୦୫/୩୩ମଧ୍ୟେ,ବାରବେଳା – ଦିବା ଘ୦୧/୨୬ ଗତେ ଘ୦୨/୪୯ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୧୦/୨୬ ଗତେ ଘ୦୧/୩୭ ମଧ୍ୟେ ଓ ରାତ୍ରି ଘ୦୭/୫୬ […]

ଆଜିର ରଶିଫଳ

ଜାନୁଆରୀମାସ ୨୪ତାରିଖ ୨୦୨୫ମସିହା (ଶୁକ୍ରବାର)ମାଘମାସ- କୃଷ୍ଣପକ୍ଷ ,ତିଥି- ଦଶମୀ ସନ୍ଧ୍ୟା ଘ୦୭/୩୬ଗତେ ଏକାଦଶୀ ,ନକ୍ଷତ୍ର- ଅନୁରାଧା ,ସୁର୍ୟୋଦୟ-ପ୍ରାତଃଘ୦୬/୨୮/୦୬ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୩୦/୫୨ ,ଯୋଗିନୀ ଉତ୍ତରେ ସନ୍ଧ୍ୟାଘ୦୭/୩୬ଗତେ ଅଗ୍ନିକୋଣେ ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛା,ଧନୁ ଓ ମୀନରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୯/୧୦ ଗତେ ଘ୧୧/୫୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୦୨ମଧ୍ୟେ ଓ ଘ୦୧/୩୯ ଗତେ ଘ୦୩/୧୫ ମଧ୍ୟେ ଓ ଘ୦୪/୫୦ ଗତେ ଘ୦୫/୩୩ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୦/୨୦ ଗତେ […]