Browsing monthly archive

December 2024

ଆଜିର ରାଶିଫଳ

ଜାନୁଆରୀମାସ ୦୧ତାରିଖ ୨୦୨୪ ମସିହା (ବୁଧବାର)ପୌଷମାସ- ଶୁକ୍ଳପକ୍ଷ,ତିଥି- ଦ୍ଵିତୀୟା ରାତ୍ରି ଘ ୦୨/୩୮ ଗତେ ତୃତୀୟା, ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/ ୨୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/ ୫୭,ଯୋଗିନୀ ଉତ୍ତରେ ରାତ୍ରି ଘ୦୨/୩୯ ଗତେ ଅଗ୍ନିକୋଣେ, ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସିଂହରାଶିର ଘାତଚନ୍ଦ୍ର, କର୍କଟରାଶିର ଘାତବାର, କାଳବେଳା -ଦିବା ଘ୦୯/୦୮ ଗତେ ଘ୧୦/୩୦ ମଧ୍ୟେ,ବାରବେଳା – ଦିବା ଘ୧୧/୫୦ ଗତେ ଘ୦୧/୧୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୪ ମଧ୍ୟେ ଓ ଘ୦୮/୦୨ ଗତେ ଘ୦୮/୫୧ ମଧ୍ୟେ ଓ ରାତ୍ରି ଘ୦୬/୫୫ […]

ଉଦଯାପିତ ହେଲା ୪ଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର

  ଭୁବନେଶ୍ୱର,୩୦/୧୨(ଏସଏସନିଉଜ) କାନନ ବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ପରିଷଦ ଦ୍ବାରା ଆୟୋଜିତ ରାଜ୍ଯ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ସୋମବାର ଉଦଯାପିତ ହୋଇଯାଇଛି। ରାଜ୍ୟର କୋଣ ଅନୁକୋଣ ତଥା ବହୁ ଉପାନ୍ତ ଅଞ୍ଚଳରେ ଭାରତୀୟ ଶିକ୍ଷା ପରିଷଦ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟ ମାନଙ୍କରେ ଶତାଧିକ ଗୁରୁଜୀ ଗୁରୁମାମାନେ ଚାରିଦିନ ବ୍ୟାପି ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ବହୁ ଉପାଦେୟ ଜ୍ଞାନ ଆହରଣ କରିଥିଲେ। ପରିଷଦର ସଭାପତି ସୁଧିର କୁମାର ଦାସଙ୍କ […]

ମହିଳାଗ୍ୟାଙ୍ଗକୁ ଧରିଲା ପୋଲିସ

ବାରଙ୍ଗ,୩୦ା୧୨(ଏସଏସନିଉଜ)କୃତିମ ଭିଡ କରି ଚୋରି କରୁଥିବା ପଶ୍ଚିମବଙ୍ଗର ଏକ ମହିଳା ଗ୍ୟାଙ୍ଗକୁ ନନ୍ଦନକାନନ ପୋଲିସ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତାମାନେ ହେଲେ ସୋନିଆ ସିଂ(୨୩), ପୂଜା ସିଂ(୨୦),ରେଖା ସିଂ(୨୩),ଚାନ୍ଦିନି ସିଂ(୩୦) । ସେମାନଙ୍କଠାରୁ ୫ ଟି ଚୋରା ମୋବାଇଲ,ପର୍ସ ଭଳି ଚୋରି ସାମଗ୍ରୀ ଜବତ ହୋଇଛି । ଏନେଇ ପୋଲିସ ୩୭୦/୨୪କେଶନଂରେ ଏକ ମାମଲା ରୁଜୁ କରି ଅଭିଯୁକ୍ତାମାନଙ୍କୁ ସୋମବାର କୋର୍ଟ ଚାଲାଣ କରିଥିଲା । ଜାମିନ ନମିଳିବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ […]

ଜନ୍ମିତ ପିଲାକୁ ଆଖିପୁରା ଦେଖିପାରିଲାନି

ବାରଙ୍ଗ,୩୦।୧୨(ଏସଏସନିଉଜ) ଆଉ ନାହିଁ ଜୁଲୁ। ସବୁଦିନ ପାଇଁ ଆଖିବୁଜିଛି। ଯିଏ କି ଦିନ ଥିଲା ନନ୍ଦନକାନନରେ ସିମ୍ପାଜି ବଂଶ ବୃଦ୍ଧି ର ସହାୟକ ହେବା ସହିତ ପର‌୍ୟ୍ୟଟକଙ୍କ ମନୋରଞ୍ଜନର ଖୋରାକ ସାଜିଥିଲା ।ହେଲେ ଜୀବନ ଓ ମୃତ୍ୟୁସହ ସଂଗ୍ରାମ କରି ଶେଷରେ ସୋମବାରଦିନ ଆଖି ବୁଜିଛି। ଅନ୍ୟପଟେ ନନ୍ଦନକାନନର ଜନ୍ମଦିନରେ ଯୁଲୁ ଓ ରାକ୍ଷୀର ମିଳନରେ ଗୋଟିଏ ଶାବକ ଜନ୍ମ ହୋଇଥିଲା । ଯାହାକୁ ନେଇ ନନ୍ଦନକାନନରେ ଖୁସିର ଲହରୀ ଖେଳି ଯାଇଥିଲା। ପ୍ରକାସ ଯେ,ରବିବାର ଦିନ […]

ଇଡକୋ କରୁଥିଲା ଜମି ଅଧିଗ୍ରହଣ

ବାରଙ୍ଗ,୩୦।୧୧(ଏସଏସନିଉଜ)ଇଡକୋ ପକ୍ଷରୁ କରାଯାଉଥିବା ଜମି ଅଧିକରଣକୁ ଗ୍ରାମବାସୀମାନେ ଜୋରଦାର ବିରୋଧ କରିଛନ୍ତି। ଏହିଭଳି ଘଟଣା ସୋମବାର ଦିନ ମୁଣ୍ଡଳୀ ଆଦିଶକ୍ତି ମନ୍ଦିର ପାଖ ଜାଗାରେ ଦେଖିବାକୁ ମିଳିଛି।ଗ୍ରାମବାସୀମାନଙ୍କ ବିରୋଧ ଯୋଗୁ ପ୍ରଶାସନକୁ ପଛଘୁଞ୍ଚା ଦେବାକୁ ପଡିଛି। ପ୍ରକାଶ ଯେ,ମୁଣ୍ଡଳୀ, ରାମଦାସପୁର ଓ ଚକ୍ରଧରପୁର ମୌଜାରେ ଥିବା ୧୨ସହ ଏକର ଜମିରୁ ଇଡ଼କୋ କିଛି ଜମି ନେଇଥିବା କିଛି ଆଉ କିଛି ଜମି ଚାଷୀଙ୍କ ଅକ୍ତିଆରରେ ରହିଛି।ଇଡ଼କୋ ନେଇଥିବା ଜାଗାରେ ପୂର୍ବରୁ ପାଚେରୀକାମ କରୁଥିବା ବେଳେ ଗ୍ରାମବାସୀମାନେ ବିରୋଧ […]

ଆଜିର ରାଶିଫଳ

ଡିସେମ୍ବରମାସ ୩୧ତାରିଖ ୨୦୨୪ ମସିହା (ମଙ୍ଗଳବାର)ପୌଷମାସ- କୃଷ୍ଣପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ ୦୮/୪୦ ଗତେ ଦ୍ଵିତୀୟା, ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/ ୫୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/ ୨୭,ଯୋଗିନୀପୂର୍ବେ ରାତ୍ରି ଘ୦୩/୩୯ ଗତେ ଉତ୍ତରେ, ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,କାଳବେଳା -ଦିବା ଘ୦୧/୧୨ଗତେ ଘ୦୨/୩୪ ମଧ୍ୟେ,ବାରବେଳା – ଦିବା ଘ୦୭/୪୫ ଗତେ ଘ୦୯/୦୯ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୪ ମଧ୍ୟେ ଓ ଘ୦୯/୧୦ ଗତେ ଘ୧୨/୦୩ ମଧ୍ୟେ ଓ ରାତ୍ରି ଘ୦୭/୪୦ ଗତେ ଘ୦୮/୨୯ […]

କାର ସାଇଡ କରିବାକୁ ନେଇ ଲୁହାଛଡରେ ଆକ୍ରମଣ

ମେଣ୍ଢାଶାଳ ୨୯।୧୨ (ଏସଏସନିଉଜ) ଚନ୍ଦକା ଥାନା ଅନ୍ତର୍ଗତ  ଝୁମୁକା ଗ୍ରୀନ୍ ଗାଡେନ୍ ନିକଟରେ ଗାଡି ସାଇଟି କରିବାକୁ ନେଇ ରବିବାର ଗଣ୍ଡଗୋଳ ହୋଇଛି । ଏଥିରେ ଭୁବନେଶ୍ୱର ନୂଆପଲ୍ଲୀର ସରୋଜ କୁମାର ବେହେରା (୨୦) ଆହତ ହୋଇ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସାପରେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସୂଚନା ମୁତାବକ ସରୋଜ ତାଙ୍କ ପରିବାର ସହ ଝୁମୁକା ଗ୍ରୀନ୍ ଗାଡେନ୍ ରେ ଭୋଜି କରି ଫେରୁଥିଲେ । ସେହି ରାସ୍ତାରେ କଣ୍ଟାବାଡ ଗ୍ରାମର ଭାବଗ୍ରାହୀ […]

ରାତିଅଧରେ ଲୁଟବେଳେ ଧରିଲା ପୋଲିସ

ଚନ୍ଦକା,୨୯।୧୨(ଏସଏସନିଉଜ)ରାମଦାସପୁର ପାଖରେ ଶନିବାର ବିଳମ୍ବିତ ରାତିରେ ଏକ ପିକଅପ୍ ଭ୍ୟାନକୁ ରୋକି ଡ୍ରାଇଭର କୁ ମାଡ଼ମାରି ଟଙ୍କାଲୁଟ କରିବାର ଉଦ୍ୟମ କରୁଥିବା ଅଭିଯୋଗରେ ବାରଙ୍ଗ ପୋଲିସ ୮ଜଣଙ୍କୁ ଅଟକ ରଖିବା ସହ ଏମାନେ ଆସିଥିବା ଏକ ଗାଡ଼ିକୁ ଜବତ କରିଛି। ପ୍ରକାଶଯେ,ୟୁପି ୬୪ସିଟି -୨୦୨୪ନମ୍ୱର ପିକଅପ୍ ଭ୍ୟାନଟି ଶନିବାର ବିଳମ୍ବିତ ରାତିରେ ଅନୁଗୁଳରୁ ବାରଙ୍ଗ ଦେଇ ଭୁବନେଶ୍ୱର ଆସୁଥିଲା।ପିକଅପ୍ ଭ୍ୟାନଟି ରାମଦାସପୁର ପାଖରେ ପହଞ୍ଚି ଥିବାବେଳେ ପଛପଟୁ ଓଡ଼ି ୧୫-୮୬୫୫ନମ୍ୱର ଟ୍ରାଭେରାରେ ୮ଜଣ ଯୁବକ ଆସି ରୋକିଥିଲେ।ଯୁବକମାନେ […]

ରାକ୍ଷୀ ହେଲା ମା

ବାରଙ୍ଗ,୨୯।୧୨(ଏସଏସନିଉଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଜନ୍ମ ଦିନରେ ପର୍ଯ୍ୟଟକଙ୍କୁ ଭେଟି ଦେଇଛି ସିମ୍ପାଞ୍ଜୀ ରାକ୍ଷୀ । ଉଦ୍ୟାନର ୬୦(କ)ନମ୍ବର ଖୂଆଡରେ ରହି ପର୍ଯ୍ୟଟକଙ୍କ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ରାକ୍ଷୀ ଦ୍ୱିତୀୟଥର ପାଇଁ ମା ହୋଇଛି ।ରବିବାର ଦିନ ଗୋଟିଏ ଶାବକ ଜନ୍ମ ଦେଇଛି । ମା ହେବା ପରେ ତାର ଛୁଆକୁ ଟିକେ ହେଲେ ବି ଅଲଗା କରୁନାହିଁ ରାକ୍ଷୀ । କୋଳରେ ଜାବୁଡି ଧରି ଗୋଟିଏ ଜାଗାରେ ବସିରହିଥିବା ଦେଖିବାକୁ ମିଳିଛି । ପ୍ରକାଶଯେ […]

ଆଜିର ରାଶିଫଳ

ଡିସେମ୍ବରମାସ ୩୦ତାରିଖ ୨୦୨୪ମସିହା(ସୋମବାର)ପୌଷମାସ- କୃଷ୍ଣପକ୍ଷ,ତିଥି-ଅମାବାସ୍ୟା ରାତ୍ରି ଘ ୦୪/୧୨ଗତେ ପ୍ରତିପଦ,ନକ୍ଷତ୍ର- ମୂଳା ରାତ୍ରି ଘ୧୨/୫୦ ଗତେ ପୂର୍ବାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୨୧,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୪୭,ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୪/୧୨ ଗତେ ପୂର୍ବେ,ଅମାବାସ୍ୟାରଶାମ୍ବତ୍ସରିକଶ୍ରାଦ୍ଧ ମହାଳୟା ବିଧିରେ ହେବ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୪୫ ଗତେ ଘ୦୮/୦୭ ମଧ୍ୟେ,ବାରବେଳା – ଦିବା ଘ୦୨/୩୪ ଗତେ ଘ୦୩/୫୬ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୪ ମଧ୍ୟେ ଓ ଘ୦୮/୦୭ ଗତେ ଘ୧୨/୦୩ ମଧ୍ୟେ ଓ ରାତ୍ରି ଘ୦୭/୪୦ ଗତେ ଘ୧୦/୫୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଆମିଷ […]