Browsing daily archive

November 29, 2024

ଆଜିର ରାଶିଫଳ

ଆଜିର ରାଶିଫଳ

ନଭେମ୍ବରମାସ ୩୦ତାରିଖ ୨୦୨୪ମସିହା(ଶନିବାର)ମାର୍ଗଶୀରମାସ- କୃଷ୍ଣପକ୍ଷ ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୦/୧୫ଗତେ ଅମାବାସ୍ୟା ,ନକ୍ଷତ୍ର- ବିଶାଖା ଦିବା ଘ୦୧/୦୫ ଗତେ ଅନୁରାଧା ,ସୁର୍ୟୋଦୟ-ପ୍ରାତଃ ଘ୦୬/୮/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୦୨/୪୦ ,ଯୋଗିନୀ ପଶ୍ଚିମେ ଦିବା ଘ୧୦/୧୫ ଗତେ ଐଶାନ୍ୟେ , ଅମାବାସ୍ୟାର ଶାମ୍ବତ୍ସାରିକଶ୍ରାଦ୍ଧ ମହାଳୟା ବିଧିରେ ହେବ ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,କାଳବେଳା -ଦିବା ଘ୦୭/୩୩ ମଧ୍ୟେ ଓ ଦିବା ଘ୦୩/୪୦ଗତେ ଘ୦୫/୦୩ ମଧ୍ୟେ ,ବାରବେଳା – ଦିବା ଘ୧୨/୫୬ଗତେ ଘ୦୨/୧୯ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୪୫ […]

ସାବଧାନ! ଜଙ୍ଗଲ ଜଗିବ ୧୩୯ ଅତ୍ୟାଧୁନିକ ଗାଡି

ସାବଧାନ! ଜଙ୍ଗଲ ଜଗିବ ୧୩୯ ଅତ୍ୟାଧୁନିକ ଗାଡି

ବାରଙ୍ଗ,୨୮ା୧୧(ଏସଏସନିଉଜ)ରାଜ୍ୟରେ ଥିବା ସମସ୍ତ ବନ୍ୟପ୍ରାଣି ବନଖଣ୍ଡର ସୁରକ୍ଷା ପାଇଁ ରାଜ୍ୟସରକାର ଅଂଟାଭିଡିଛନ୍ତି ।ପ୍ରତିବର୍ଷ ବିଭିର୍ଣ ଜଙ୍ଗଲରେ ଲାଗୁଥିବା ନିଆଁକୁ ରୋକିବା,ନିଆଁ ନଲାଗିବା ଓ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଆନୁସଙ୍ଗିକ ବ୍ୟବସ୍ଥା ଥିବା ୧୩୯ଟି ଗାଡିକୁ ପ୍ରଦାନ କରାଯିବ । ବିଭିନ୍ନ ଜଙ୍ଗଲ ଓ ବନ୍ୟପ୍ରାଣି ବିଭାଗରେ କାର୍ଯ୍ୟକଳାପକୁ ସୁରକ୍ଷା ଦେବା ,ମଜବୁତ କରିବାପାଇଁ ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଥିବା ୩ପ୍ରକାର ଯାନବାହାନର ମଧ୍ୟରେ ଜଙ୍ଗଲରେ […]

ମୋରମ ଆସୁଛି କେଉଁଠୁ?

ମୋରମ ଆସୁଛି କେଉଁଠୁ?

ବାରଙ୍ଗ,୨୮/୧୧(ଏସଏସନିଉଜ)ଗତକିଛିଦିନହେବ ବାରଙ୍ଗ ଅଂଚଳରୁ ରାତିହେବାମାତ୍ରେ ଚୋରାରେ ମୋରମ ଉଠାଯାଇ ଚାଲଣ ହେଛି ।କିଛି ମାଫିଆମାନେ ସକ୍ରିୟହୋଇ ନିବିଘ୍ନରେ ବେଆଇନଭାବେ ମୋରମ ଖୋଳି ମନଇଛା ମୁଲ୍ୟରେ ଚୋରାରେ ଚାଳଣ କରୁଛନ୍ତି ।ସବୁଠାରୁ ବଡକଥାହେଲା ଖଣିବିଭାଗର ଅଧିକାରୀମାନେ ଏହା ଜାଣିପାରୁନଥିବାବେଳେ ମଝିରେମଝିରେ ପୋଲିସ ମୋରମ ବୋଝେଇ ଗାଡିକୁ ଧରି ବେଆଇନଭାବେ ଚାଲଣ ହେଉଥିବାର ପ୍ରମାଣ ଦେଉଛି ।ଯାହାଫଳରେ ଖଣିବିଭାଗର ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତାକୁନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।ବାରଙ୍ଗଥାନା ପୋଲିସ ବୁଧବାରରାତିରେ ବେଆଇନଭାବେ ଚୋରାରେ ଚାଲାଣ ହେଉଥିବା ୪ଟି ମୋରମ ବୋଝେଇ ହାଇୱାକୁ […]

ଥାନା ପାଖ ଦୋକାନରୁ ଚୋରି

ବାରଙ୍ଗ,୨୮/(ଏସଏସନିଉଜ)ବୁଧବାର ବିଳମ୍ବିତରାତିରେ ବାରଙ୍ଗଥାନା ପାଖରେ ଥିବା ଏକ ଭେରାଇଟ ଦୋକାନର ତାଲାଭାଙ୍ଗି ଚୋରି ହୋଇଥିବାର ଗୁରୁବାର ଅଭିଯୋଗ ହୋଇଛି ।ଡେଲ୍ଟା କଲୋନୀର ଚିତ୍ତରଞ୍ଜନ ସାହୁ ନାମକ ଯୁବକ ଥାନା ପାଖରେ ଭେରାଇଟ ଦୋକାନ କରିଛନ୍ତି।ସବୁଦିନ ଭଳି ବୁଧବାର ରାତିରେ ସେ ଦୋକାନ ବନ୍ଦକରି ଘରକୁ ଯାଇଥିଲେ।ଗୁରୁବାର ସକାଳେ ଦୋକାନ ଖୋଲିବାକୁ ଆସିଥିବା ବେଳେ ଦୋକାନର ତାଲା ଭଙ୍ଗାଜାଇ ଦୋକାନ ଭିତରୁ ପ୍ରାୟ ୩୦ହଜାରେ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବାର ଦେଖିବାକୁ ପାଇଥିଲେ।ସବୁଠାରୁ ବଡକଥା ହେଲା […]

ନାବାଳିକାକୁ ଅସଦାଚରଣ କରି ଫେରାର ଯୁବକ ଗିରଫ

ବାରଙ୍ଗ, ୨୮।୧୧(ଏସଏସନିଉଜ) ବାରଙ୍ଗ ଥାନା ପୋଲିସ ୫ ବର୍ଷରୁ ଉର୍ଦ୍ଧ ସମୟଧରି ଫେରାର ଥିବା ଜଣେ ଯୁବକକୁ ଗିରଫ କରି ଗୁରୁବାର କୋର୍ଟ ଚାଲଣ କରିଛି।ଏହି ଥାନା ଅନ୍ତର୍ଗତ ଫୁଲପୋଖରୀ ଗ୍ରାମର ବିକାଶ ବାରିକ ୨୦୨୯ ମସିହାରେ ଉକ୍ତ ଗ୍ରାମର ଜଣେ ନାବାଳିକାକୁ ଅସଦାଚରଣ କରିଥିଲେ। ଏସଂକ୍ରାନ୍ତରେ ବାରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ ହେବାର ଜାଣିବା ପରେ ସେ ଫେରାର ହୋଇଯାଇଥିଲେ।ବିଶେଷ ସୂତ୍ରରୁ ଖବରପାଇ ବାରଙ୍ଗ ଥାନା ପୋଲିସ ବିକାଶକୁ ତା ଘରୁ ବୁଧବାର ରାତିରେ […]

ଗୋଡିସାହି ବିଦ୍ୟୁତ୍ ବିଭାଗ ଜେଇ କାର୍ଯ୍ୟାଳୟରେ ହୋହାଲ୍ଲା

ବାରଙ୍ଗ, ୨୮/୧୧(ଏସଏସନିଉଜ)ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା କଡ ଷଣ୍ଢପୁର ବଜାର ନିକଟରେ ଝୁଲନ୍ତା ବିଦ୍ୟୁତତାରରେ ଲାଗି ଗୋଟିଏ ଗାଈର ମୃତ୍ୟୁ ହୋଇଛି। ଗୋଡିସାହି ବିଦ୍ୟୁତ୍ ବିଭାଗର ଦାୟିତ୍ବହୀନତା ଯୋଗୁ ଏପରି ଘଟିଲା ବୋଲି ଅଭିଯୋଗ କରି ଗ୍ରାମବାସୀମାନେ ଅଧଘଣ୍ଟା ଧରି ଜେଇଙ୍କ କାର‌୍ୟ୍ୟାଳୟରେ ହୋହାଲ୍ଲା କରିଥିଲେ।ପରେ ବିଭାଗୀୟ ଯେଇ ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରି ନିୟମାନୁସାରେ କ୍ଷତି ପୂରଣ ଦେବାକୁ ପ୍ରତିଶ୍ରୁତି ପରେ ଗ୍ରାମବାସୀ ଫେରିଥିଲେ। ପ୍ରକାଶଯେ, ଗୁରୁବାର ଅପରାହ୍ନ ସାଢ଼େ ୨ଟା ସମୟରେ ଷଣ୍ଢପୁର ଗ୍ରାମର ମନୋଜ […]