Browsing daily archive

November 25, 2024

ଆଜିର ରାଶିଫଳ

ଆଜିର ରାଶିଫଳ

ନଭେମ୍ବରମାସ ୨୬ତାରିଖ ୨୦୨୪ ମସିହା (ମଙ୍ଗଳବାର)ମାର୍ଗଶୀରମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ ରାତ୍ରି ଘ ୦୩/୨୮ଗତେ ଦ୍ଵାଦଶୀ,ନକ୍ଷତ୍ର- ହସ୍ତା ଶେଷରାତ୍ରି ଘ ୦୫/୦୨ ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୬/୬/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୦୩/୧୦,ଯୋଗିନୀ ଅଗ୍ନିକୋଣେ ରାତ୍ରିଘ ୦୩/ ୨୮ଗତେ ନୈରୁତେ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବୃଷରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,କାଳବେଳା -ଦିବା ଘ୦୭/୨୯ ଗତେ ଘ୦୮/୫୨ ମଧ୍ୟେ,ବାରବେଳା -ଦିବା ଘ୦୧/୫୭ ଗତେ ଘ୦୨/୩୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ ଘ୦୬/୫୪ମଧ୍ୟେ ଓ ଘ୦୮/୫୩ ଗତେ ଘ୧୧/୪୨ ମଧ୍ୟେ ଓ ରାତ୍ରି ଘ୦୭/୨୫ଗତେ ଘ୦୮/୧୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- […]

ମଦଦୋକାନ ଆଗରେ ଓକିଲଙ୍କୁ ଆକ୍ରମଣ

ମଦଦୋକାନ ଆଗରେ ଓକିଲଙ୍କୁ ଆକ୍ରମଣ

ବାରଙ୍ଗ,୨୪ା୧୧(ଏସଏସନିଉଜ)ରବିବାର ରାତିରେ ଶଣ୍ଢପୁରଗାଁପାଖରେ ଥିବା ଏକ ମଦଦୋକାନ ଆଗରେ ଦୁଇଜଣ ଓକିଲଙ୍କୁ ଆକ୍ରମଣ ହୋଇଥିବାର ଗୋଡିସାହିଫାଣ୍ଡିରେ ଅଭିଯୋଗ ହୋଇଛି ।କଟକର ଅଜିତସାହୁ ଓ ତୃପ୍ତିରଞନ ମହାପତ୍ରନାମକ ଦୁଇଓକିଲ ବନ୍ଧୁ ରବିବାରରାତିରେ ଶଣ୍ଢପୁର ଦେଇ ଫେରୁଥିଲେ ।ଏହିସମୟରେ ଶଣ୍ଢପୁର ପାଖରେ ଥିବା ମଦଦୋକାନ ଠାରୁ ଅଳ୍ପଦୁରରେ ସ୍ଥାନୀୟ ଗ୍ରାମର ୪ଜଣ ମଦ୍ୟପ ଯୁବକ ସେମାନଙ୍କୁ ରୋକି ଟଙ୍କା ମାଗିଥିଲେ ।ନିଜକୁ ଓକିଲ ବୋଲି ପରିଚୟ ଦେବାସତ୍ୱେ ମଦ୍ୟପ ଯୁବକ ବିଅରବୋତଲରେ ଉଭୟଙ୍କୁ ଆକ୍ରମଣ କରିଥିଲେ ।ଖବରପାଇ ଗୋଡିସାହିଫାଣ୍ଡି ପୋଲିସ […]

ଖଳାବାରିରେ ହାତୀ ଖାଉଛି ଧାନ

ଖଳାବାରିରେ ହାତୀ ଖାଉଛି ଧାନ

ବାରଙ୍ଗ, ୨୪/୧୧(ଏସଏସନିଉଜ) ଚନ୍ଦକା ଡମପଡା ଅଭୟାରଣ୍ୟର କଡ଼ରେ ଅବସ୍ଥିତ ବାଆଁରା ଓ ରାମଚଣ୍ଡୀ ଗ୍ରାମର ଚାଷ ଜମିରେ ହାତୀମାନଙ୍କର ଉପଦ୍ରବ ବଢ଼ିଚାଲିଛି ।ଶନିବାର ବିଳମ୍ବିତ ରାତୀରେ ବାଆଁରା ରାମଚଣ୍ଡୀ ଗ୍ରାମର ଦୁଷ୍ମନ୍ତ ବଳ, ସବୁଜ ରାଉତଙ୍କ ସମେତ ଅନ୍ୟ ଚାଷୀମାନେ ବିଲରୁ ଧାନକାଟି ଖଳାଵାରୀରେ ରଖିଥିବା ବେଳେ ହାତୀପଶି ଧାନଖାଇ ନଷ୍ଟ କରିଦେଇଛନ୍ତି।ହାତୀପଲ୍ଲ ଧାନ ଗଦାରୁ ଧାନ ଖାଇବା ସହିତ ଅନେକ ଧାନ ଫୋଫାଡ଼ି ଦଳିଚକଟି ନଷ୍ଟ କରିଛନ୍ତି। ଏହିଭଳି ଭାବେ ଚନ୍ଦକା ଜଙ୍ଗଲରୁ ବାରମ୍ବାର ହାତୀପଲ୍ଲ […]

ରାତି ଅଧରେ ପୋଡ଼ିଦେଲ ବାଇକ୍

ବାରଙ୍ଗ, ୨୪/୧୧(ଏସଏସନିଉଜ )ରାତି ଅଧରେ ଦୁର୍ବୃତ୍ତମାନେ ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଗାଡ଼ି ପୋଡ଼ିଦେଇ ଛନ୍ତୀ।ଗୋଠପାଟଣାରେ ଜଣଙ୍କ ଘରେ ଥିବା୩ଟି ବାଇକ୍ ଗୋଟିଏ ସ୍କୁଟିକୁ କେହି ଦୁର୍ବୃତ୍ତ ପୋଡ଼ିଦେବାରୁ ୩ଟି ବାଇକ୍ ଏବଂ ଗୋଟିଏ ସ୍କୁଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ଚନ୍ଦକାଥାନା ଅନ୍ତର୍ଗତ ଗୋଠପାଟଣାର ପ୍ଲଟନମ୍ବର- ୧୯୬୨ର ଗ୍ୟାରେଜ ଘରେ ହଠାତ୍ନିଆଁ ଲାଗିଥିଲା।ଗ୍ୟାରେଜରେ ଥିବା୪ଟି ଗାଡିରେ ବିସ୍ଫୋରଣ ସହ ଘର ଧୂଆଁ ହୋଇଯାଇଥିବାରୁ ଘର ମାଲିକ ସନ୍ତୋଷ କୁମାର ମହାନ୍ତି ଓଭଡ଼ାରେ ରହୁଥିବା […]