Browsing daily archive

November 15, 2024

ନଭେମ୍ବରମାସ ୧୬ତାରିଖ ୨୦୨୪ମସିହା(ଶନିବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ ୧୧/୩୯ ଗତେ ଦ୍ଵିତୀୟା,ନକ୍ଷତ୍ର- କୁର୍ତ୍ତିକା ରାତ୍ରି ଘ ୦୭/୫୪ ଗତେ ରୋହିଣୀ,ଅଦ୍ୟ ବିଛା ସଂକ୍ରାନ୍ତି ଓ କାର୍ତ୍ତିକେୟ ପୂଜା,ସୁର୍ୟୋଦୟ-ପ୍ରାତଃ ଘ୦୬/୦/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୪୦,ଯୋଗିନୀ ପୂର୍ବେ ରାତ୍ରି ଘ ୧୧/୩୯ ଗତେ ଉତ୍ତରେ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଛା ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,କାଳବେଳା -ଦିବା ଘ୦୬/୨୩ ମଧ୍ୟେ*ଦିବା ଘ୦୩/୪୦ ଗତେ ଘ୦୫/୦୩ ମଧ୍ୟେ,ବାରବେଳା – ଦିବା ଘ୧୨/୫୩ ଗତେ ଘ୦୨/୧୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ […]

ଭାଇଭାଉଜ ହତ୍ୟାକାଣ୍ଡ ଉପରୁ ଉଠାଲା ପରଦା

ଭାଇଭାଉଜ ହତ୍ୟାକାଣ୍ଡ ଉପରୁ ଉଠାଲା ପରଦା

ଭୁବନେଶ୍ୱର,୧୫/୧୧(ଏସଏସନିଉଜ) ଭାଇଭାଉଜ ହତ୍ୟାକାଣ୍ଡ ଘଟଣାରେ ପୋଲିସ ୩ଜଣଙ୍କୁ ଧରିଛି ।ହତ୍ୟାରେ ବ୍ୟବହୃତ ଖଣ୍ଡା, ବିଷବୋତଲ ଓ ଏକ ମୋଟର ସାଇକେଲକୁ ଜବତ କରିଛି। ଆସିକା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୋଲିସ ଆରାକ୍ଷୀ ଅଧୀକାରୀ ସଞ୍ଜୟ କୁମାର ମହାପାତ୍ରଙ୍କ ସୂଚନା ମୁତାବକ ବୁଧବାର ସକାଲେ ସମେଇଗୁଡ଼ାଗ୍ରାମର ରାଜୁ ପାତ୍ର ଓ ତାଙ୍କ ସ୍ତ୍ରୀ ଚାଷ କାମ କରୁଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ରାଜୁର ଭାଇ ଭୋବିନି ପାତ୍ର, ସ୍ତ୍ରୀ ରଂଜିତା ପାତ୍ର, ପୁଅ ପୁପୁନି ୩ଜଣ […]

ନିର୍ଦୟୀ ମା,ପ୍ରେମିକ ସହ ମିଶି ପିଲାଙ୍କୁ ଦେଉଛି ଚେଙ୍କ

ନିର୍ଦୟୀ ମା,ପ୍ରେମିକ ସହ ମିଶି ପିଲାଙ୍କୁ ଦେଉଛି ଚେଙ୍କ

  ବୁଭୁବନେଶ୍ୱର,୧୫/୧୧(ଏସଏସନିଉଜ) ସଇତାନ ସାଜିଥିଲା ମାଆ।ମାଆ ଆଗରେ ପ୍ରେମିକ ତିନିଦିନ ଧରି ବନ୍ଦଘରେ ଦୁଇପିଲାଙ୍କୁଚେଙ୍କ ଦେପିଲାଙ୍କୁଉଥିଲା ।ଶିଶୁ ଦିବସରେ ଏହିଭଳି ଘଟଣା ଭୁବନେଶ୍ବର ମୈତ୍ରୀବିହାର ଥାନା ମହାବୀର ନଗରବସ୍ତି ଅଞ୍ଚଳରେ ଘଟନା ।ବାପା ଅନୁପସ୍ଥିତିରେ ଯୁବକ ଜଣଙ୍କସବୁଦିନ ଘରକୁ ଯିବା ଆସିବା କରୁଥିଲା।ପୁରୁଷ ସହ ମାଆ ପର ସମ୍ପ ରଖିଥିଲା।ହେଲେ ଏହି ଘଟଣାକୁ ବିରୋଧ କରିଥିଲେ ଭାଇ ଭଉଣୀ ।ଯାହାଫଳରେ ଜନ୍ମକଲା ମାଆ ଆଗରେ ଆରମ୍ଭ ହୋଇଥିଲା ନିର୍ଯାତନା।ପ୍ରେମିକ ସହ ମିଶି ମାଆ ସାଜିଥିଲା ସଇତାନ ।ଖବର […]