Browsing daily archive

November 13, 2024

ଆଜିର ରାଶିଫଳ

ନଭେମ୍ବରମାସ ୧୪ତାରିଖ ୨୦୨୪ ମସିହା(ଗୁରୁବାର) କାର୍ତ୍ତିକମାସ- ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ ୦୯/୪୩ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ଅଶ୍ଵିନୀ ରାତ୍ରି ଘ ୧୨/୫୬ ଗତେ ଦ୍ଵିଜା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୯/୩୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୧୦, ଯୋଗିନୀ ଦକ୍ଷିଣେ ଦିବା ଘ୦୯/୪୨ ଗତେ ପଶ୍ଚିମେ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ମେଷରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୨/୧୫ ଗତେ ଘ୦୫/୦୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୩୭ ମଧ୍ୟେ ଓ ରାତ୍ରି ଘ୦୫/୫୦ ଗତେ ଘ ୦୯/୦୪ ମଧ୍ୟେ […]

ଆଜିର ରାଶିଫଳ

ନଭେମ୍ବରମାସ ୧୧ତାରିଖ ୨୦୨୪ମସିହା (ସୋମବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ,ତିଥି- ଦଶମୀ ରାତ୍ରି ଘ ୦୬/୩୯ଗତେ ଏକାଦଶୀ, ନକ୍ଷତ୍ର- ଶତଭିଶା ଦିବାଘ୧୦/୧୫ ଗତେ ପୁର୍ବଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୫/୫୭/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୪୬,ଯୋଗିନୀ ଉତ୍ତରେ ରାତ୍ରି ଘ୦୬/୩୯ ଗତେ ଅଗ୍ନିକୋଣେ,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଧନୁରାଶିର ଘାତଚନ୍ଦ୍ର, ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୨୩ ଗତେ ଘ୦୮/୪୭ମଧ୍ୟେ,ବାରବେଳା – ଦିବା ଘ୦୨/୨୬ ଗତେ ଘ୦୩/୪୦ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୨୨ ମଧ୍ୟେ ଓ ଘ୦୯/୧୦ ଗତେ ଘ ୧୧/୩୫ ମଧ୍ୟେ ଓ ରାତ୍ରି ଘ୦୭/୩୫ଗତେ ଘ୧୫୦ […]

ଏମିତି କଲେ ପାଇବେ ସୁଭଦ୍ରାଟଙ୍କା

ଭୁବନେଶ୍ୱର,୧୩/୧୧(ଏସଏସନିଉଜ)ଏଯାଏଁ ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କୁ ମନ୍ତ୍ର ଦେଇଛନ୍ତି ପ୍ରଭାତୀ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ହିତାଧିକାରୀମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲନମ୍ବର ଲିଙ୍କ୍‌ ପାଇଁ ପରାମର୍ଶ ଦେଇଛନ୍ତି।ପ୍ରାୟ ୫ଲକ୍ଷ ଆବେଦନକାରୀଙ୍କର ବ୍ୟାଙ୍କ ସହ ଲିଙ୍କେଜ୍‌ ହୋଇନି।ବ୍ୟାଙ୍କ ଆକାଉଣ୍ଟ-ଆଧାର-ମୋବାଇଲ ନମ୍ବର ମଧ୍ୟରେ ସମନ୍ବୟନାହିଁ।ଯାହାର ଦୁଇତିନିଟି ଆକାଉଣ୍ଟ, ସେମାନଙ୍କର ଏଭଳି ସମସ୍ୟା ହେଉଛି।ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡ଼ନ୍ତୁ।୨୪ତାରିଖରେ ବାକିଥିବା ହିତାଧିକାରୀଙ୍କୁ ଟଙ୍କା ମିଳିଯିବା କଥା।କେହି ବଞ୍ଚିତ ହେଲେ ୨୪ତାରିଖ […]

ଇତିହାସ ବିଭାଗର ପାଠଚକ୍ର

ବାରଙ୍ଗ ୧୨।୧୧(ଏସଏସନିଉଜ) ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟ ଇତିହାସ ବିଭାଗ ଦ୍ବାରା ମଙ୍ଗଳବାର ଦ୍ବିତୀୟପର୍ଯ୍ୟାୟ ପାଠଚକ୍ର ଆୟୋଜିତ ହୋଇଥିଲା।ପାଠଚକ୍ରର ବିଷୟବସ୍ତୁ ଥିଲା ” ଅଶୋକ ବିଶ୍ବଶାନ୍ତିର ପ୍ରତୀକ”।ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ସୁକାନ୍ତକୁମାରରାଉତ ସଭାର ଆୟୋଜକ ଥିଲେ।ଅଧ୍ୟକ୍ଷା ଡକ୍ଟର ଲିପିପୁଷ୍ପା ନାୟକଙ୍କ ସଭାପତିତ୍ବରେ ଅନୁଷ୍ଟିତ ପାଠଚକ୍ରରେ ନାକର କୋଅର୍ଡିନେଟର ଡକ୍ଟର ସନ୍ତୋଷ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲାବେଳେ ସୁଶ୍ରୀ ପ୍ରୀତିପ୍ରଜ୍ଞା ରାଉତ ଭିତ୍ତି ପ୍ରବନ୍ଧପାଠ କରିଥିଲେ।ସୁଶ୍ରୀ ଅନିତା କାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।ତିନିଜଣ ଛାତ୍ରଛାତ୍ରୀ ପ୍ରବନ୍ଧପାଠ କରିଥିଲେ।ପାଠଚକ୍ରର ମୁଖ୍ୟ […]