Browsing monthly archive

October 2024

ଆଜିର ରାଶିଫଳ

ଅକ୍ଟୋବରମାସ ୧୩ତାରିଖ ୨୦୨୪ ମସିହା (ରବିବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ଦଶମୀ ଦିବା ଘ୦୯/୨୧ଗତେ ଏକାଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୫/ ୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୨/ ୩୬,ଯୋଗିନୀ ନୈରତେ ଦିବା ଘ ୦୯/୨୧ ଗତେ ଅଗ୍ନିକୋଣେ, ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସିଂହରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର, ମୃଣ୍ମୟୀଦେବୀଙ୍କ ଦଶହରାପୂଜା,କାଳବେଳା ଓ ବାରବେଳା – ଦିବା ଘ୧୦/୬ଗତେ ଘ୦୧/୦୦ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୦ ଗତେ ଘ୦୮/ ୫୫ ମଧ୍ୟେ ଓ ଘ୦୧/୦୨ ଗତେ ଘ୦୩/୨୧ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା […]

ଆଜିର ରାଶିଫଳ

ଅକ୍ଟୋବରମାସ ୧୨ତାରିଖ ୨୦୨୪ମସିହା(ଶନିବାର)ଆଶ୍ୱିନମାସ- ଶୁକ୍ଳପକ୍ଷ ,ତିଥି- ନବମୀ ଦିବା ଘ୧୧/୦୬ ଗତେ ଦଶମୀ ,ନକ୍ଷତ୍ର- ଉତ୍ତରା ଷାଢା ପ୍ରାତଃ ଘ୦୬/୧୪ ଗତେ ଶ୍ରବଣା ସୁର୍ୟୋଦୟ-ପ୍ରାତଃ ଘ୦୫/୪୪/୫୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୧୬ ,ଯୋଗିନୀ ପୂର୍ବେ ଦିବା ଘ ୧୧/୦୬ ଗତେ ଉତ୍ତରେ ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ସିଂହରାଶିର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,ପୀଠେ ଦଶହରା ଓ ମୃଣ୍ମୟୀଦେବୀଙ୍କ ମହାନବମୀପୂଜା ,କାଳବେଳା -ଦିବା ଘ୦୬/୧୩ ମଧ୍ୟେ ଓ ଦିବା ଘ୦୩/୪୫ ଗତେ ଘ୦୫/୨୦ ମଧ୍ୟେ ,ବାରବେଳା […]

ବିଧୁରଞ୍ଜନଙ୍କୁ ପକୃତିବନ୍ଧୁ ପୁରସ୍କାର

ମେଣ୍ଢାଶାଳ,୧୦/୧୦(ଏସଏସନିଉଜ) ଚଳିତବର୍ଷ ମେଣ୍ଢାଶାଳ ଗ୍ରାମର ବିଧୁରଞ୍ଜନ ସାମନ୍ତରାୟଙ୍କୁ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି।ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଅବସରରେ ଖୋର୍ଦ୍ଧା ଡିଭିଜନ କାର୍ଯ୍ୟାଳୟରେ ଏକ ମନୋଜ୍ଞ ପରିବେଶରେ ଡିଭିଯିନାଲ ଫରେଷ୍ଟ ଅଫିସର ପୂର୍ଣ୍ଣିମା ପଣ୍ଡିଆନ ବିଧୁରଞ୍ଜନ୍ ସାମନ୍ତରାୟଙ୍କୁ ଜିଲ୍ଲା ସ୍ତରୀୟ ମାନପତ୍ର ଓ ନଗଦ ୧୦ହଜାରେ ଟଙ୍କା ପ୍ରଦାନ କରିଥିଲେ।ସବୁଜ ପରିବେଶ ପାଇ ଚଳିତବର୍ଷ – ୨୦୨୪ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା।ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟପାଳଙ୍କ ଦ୍ଵାରା […]

ଆଜିର ରାଶିଫଳ

ଅକ୍ଟୋବରମାସ ୧୧ତାରିଖ ୨୦୨୪ମସିହା(ଶୁକ୍ରବାର)ଆଶ୍ୱିନମାସ- ଶୁକ୍ଳପକ୍ଷ ,ତିଥି- ଅଷ୍ଟମୀ ଦିବା ଘ୧୨/୦୮ ଗତେ ନବମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୩/୨୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪/୦୬ ,ଯୋଗିନୀ ଐଶାନ୍ୟେ ଦିବା ଘ ୧୨/୦୮ ଗତେ ପୂର୍ବେ , ଅଷ୍ଟମୀର ଏକୋଦିଷ୍ଟ ଓ ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ସିଂହରାଶିର ଘାତଚନ୍ଦ୍ର ,ବିଛା, ଧନୁ ଓ ମୀନରାଶିର ଘାତବାର ,ପୀଠେ ମହାନବମୀ ଓ ମୃଣ୍ମୟୀ ଦେବୀଙ୍କ ଅଷ୍ଟମୀପୂଜା ଓ ସନ୍ଧିପୂଜା ,କାଳବେଳା ଓ ବାରବେଳା – ଦିବା ଘ୦୮/୩୮ଗତେ ଘ୧୧/୩୨ ମଧ୍ୟେବିଶୁଦ୍ଧ ଅମୃତବେଳା- ଦିବା […]

ବିଜେଡି ଛାଡିଲେ ପ୍ରକାଶ 

ଭୁବନେଶ୍ବର,୧୦/୧୦(ଏସଏସନିଉଜ)ବିଜେଡ଼ି ଛାଡିଲେ ପ୍ରକାଶ ବେହେରା। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ବିଜେଡି ଟିକେଟରୁ କଟକ ବାରବାଟୀରୁ ଗତ ସାଧାରଣ ନିର୍ବାଚନ ଲଢ଼ିଥିଲେ। ୨୦୧୪ରେ ସାଲେପୁରରୁ କଂଗ୍ରେସ ବିଧାୟକ ରହିଥିଲେ। ପରେ ବିଜେପିରେ ଯୋଗ ଦେଇଥିଲେ। ହେଲେ, ବିଜେପିରେ ଯଥେଷ୍ଟ ସମ୍ମାନ ନମିଳିବାରୁ ସେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ। ୨୦୨୪ ସାଧାରଣ ନିର୍ବାଚନରେ କଟକ ବାରବାଟୀ ପାଇଁ ବିଜେଡ଼ି ଟିକେଟରୁ ଲଢିଥିଲେ। ହେଲେ, […]

ଆଜିର ରାଶିଫଳ

ଅକ୍ଟୋବର ମାସ ୧୦ ତାରିଖ ୨୦୨୪ମସିହା (ଗୁରୁବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ସପ୍ତମୀ ଦିବା ଘ୧୨/୨୪ ଗତେ ଅଷ୍ଟମୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୪ /୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪ /୪୬,ସପ୍ତମୀର ଏକୋଦିଷ୍ଟ ଓ ଅଷ୍ଟମୀରପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ପୀଠେ ମହାଷ୍ଟମୀ ଓ ମୃଣ୍ମୟୀ ଦେବୀଙ୍କ ସପ୍ଟମୀପୂଜା ,କାଳବେଳା ଓ ବାରବେଳା – ଦିବା ଘ୦୨/୧୬ଗତେ ଘ୦୫/୨୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୧ ମଧ୍ୟେ ଓ ଘ୦୧/୪୩ ଗତେ ଘ୦୨/୧୫ ମଧ୍ୟେ ଓ ରାତ୍ରି ଘ୦୬/୦୯ […]

ଆଜିର ରାଶିଫଳ

ଅକ୍ଟୋବରମାସ ୦୮ତାରିଖ ୨୦୨୪ମସିହା (ମଙ୍ଗଳବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ଦିବା ଘ୧୧/୦୨ ଗତେ ଷଷ୍ଠୀ, ସୁର୍ୟୋଦୟ-ପ୍ରାତଃ ଘ୦୫/ ୪୩/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୨୬/୩୬,ଷଷ୍ଠୀର ପାର୍ବଣଶ୍ରାଦ୍ଧ,ମକରରାଶିର ଘାତବାର,କାଳବେଳା-ଦିବା ଘ୧୨/୫୮ ଗତେ ଘ୦୨/୨୭ ମଧ୍ୟେ,ବାରବେଳା -ଦିବା ଘ୦୭/୧୨ ଗତେ ଘ୦୮/୫୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୨ ମଧ୍ୟେ ଓ ଘ୦୮/୫୧ ଗତେ ଘ୧୦/୨୦ ମଧ୍ୟେ ଓ ରାତ୍ରି ଘ୦୭/୪୫ ଗତେ ଘ୦୮/୩୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୫/୨୭ ଗତେ ଘ୦୭/୪୪ ମଧ୍ୟେ,ବେଲ ଦିବାଘ୧୧/୦୨ ଗତେ ନିମ୍ବ ଭକ୍ଷଣ ନିଷେଧ। ମେଷ:-ସମସ୍ତଙ୍କୁ ସାଙ୍ଗରେ […]

ଭିଜିଲାନ୍ସ ଜାଲରେ ପ୍ରଭାବଶାଳୀ ଯନ୍ତ୍ରୀ

  ସୋନପୁର,୭/୧୦(ଏସଏସନିଉଜ)ଭିଜିଲାନ୍ସ ଜାଲରେ ପଡ଼ିଲେ ସୁବର୍ଣ୍ଣପୁରଜିଲ୍ଲା ତେଲ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ। ଜିତେନ୍ଦ୍ର ଜଣେ ସ୍ଥାନୀୟ ଠିକାଦାରଙ୍କ ପାଖରୁ ୪୬ ହଜାର ଟଙ୍କା ନେଉଥିବା ବେଳେ ତାଙ୍କ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ଦ୍ଵାରା ଧରା ପଡିଛନ୍ତି।ସମ୍ପୃକ୍ତ ଠିକାଦାରଙ୍କୁ ବିଲ୍ ପାଇଁ ବାରମ୍ବାର ହଇରାଣ କରୁଥିଲେ ଶ୍ରୀ ପାଢ଼ୀ ଫଳରେ ସେ ବାଧ୍ୟ ହୋଇ ସମ୍ବଲପୁର ଭିଜିଲାନ୍ସ ର ସହାୟତା ନେଇଥିଲେ। ଯୋଜନା ମୁତାବକ ସମ୍ପୃକ୍ତ ଠିକାଦାର ଆଜି ତାଙ୍କ ଅଫିସ୍ ଚ୍ୟାମ୍ବର୍ ଭିତରେ […]

ଆଜିର ରାଶିଫଳ

ଅକ୍ଟୋବରମାସ ୦୮ ତାରିଖ ୨୦୨୪ମସିହା (ମଙ୍ଗଳବାର),ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ଦିବା ଘ୧୧/୦୨ ଗତେ ଷଷ୍ଠୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୩/ ୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୬ /୩୬,ଯୋଗିନୀ ଦକ୍ଷିଣେ ଦିବା ଘ ୧୧/୦୨ ଗତେ ପଶ୍ଚିମେ,ଷଷ୍ଠୀର ପାର୍ବଣ ଶ୍ରାଦ୍ଧ,ମକରରାଶିର ଘାତବାର,କାଳବେଳା-ଦିବା ଘ୧୨/୫୮ ଗତେ ଘ୦୨/୨୭ ମଧ୍ୟେ,ବାରବେଳା – ଦିବା ଘ୦୭/୧୨ ଗତେ ଘ୦୮/୫୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୨ ମଧ୍ୟେ ଓ ଘ୦୮/୫୧ ଗତେ ଘ୧୦/ ୨୦ ମଧ୍ୟେ ଓ ରାତ୍ରି ଘ୦୭/ ୪୫ ଗତେ ଘ୦୮/୩୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- […]

ବଦଳିବ ସରକାରୀକୋଠାର ରଙ୍ଗ

ଭୁବନେଶ୍ୱର,୭ା୧୦(ଏସଏସନିଉଜ)ରାଜ୍ୟରେ ସବୁ ନୂଆ ସରକାରୀ କୋଠାର ରଙ୍ଗ ଗୋଟିଏ ପ୍ରକାରର ହେବାନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଇଆଇସି (ସିଭିଲ-କମ୍-ରୋଡ୍‌ସ), ଇଆଇସି (ଡିପିକ୍ୟୁ), ଓବି ଆଣ୍ଡ ସିସି ଏଲ୍‌ଟିଡି ଇଆଇସି ତଥା ଏମ୍‌ଡିଙ୍କୁ ଏନେଇ ଚିଠି କରାଯାଇଛି।ସେହିପରି ପୁରୁଣା କୋଠାଗୁଡ଼ିକର ମରାମତି ବା ନବୀକରଣ ବେଳେ ରଙ୍ଗ ବଦଳିବ। ରାଜ୍ୟ ସରକାରଙ୍କ ସମସ୍ତ ନୂଆ କୋଠାର ବାହାର ପଟର ରଙ୍ଗ ଅରେଞ୍ଜ ଶେଡ୍‌ (ଉପରେ ଦିଆଯାଇଥିବା ଭଳି) ହେବ। ସେଥିରେ ରେଡ୍‌ ଶେଡ୍‌ର ବର୍ଡର ରହିବ। ସେହିପରି କାର୍ଯ୍ୟକ୍ଷମ […]