Browsing daily archive

October 21, 2024

ହୋଟେଲରେ ବିଜେଡି ପୂର୍ବତନ ବିଧାୟକଙ୍କ ମେଳି

ଭୁବନେଶ୍ୱର,୨୧/୧୦(ଏସଏସନିଉଜ) ଭୁବନେଶ୍ବରରେ ବିଜେଡିର ପରାଜିତ ବିଧାୟକ ପ୍ରାର୍ଥୀମାନେ ମେଳି କରିଛନ୍ତି ।ପରାଜିତ ବିଧାୟକ ପ୍ରାର୍ଥୀଙ୍କ ମେଳିକୁ ନେଇ ବଢିଛି ଚର୍ଚ୍ଚା ।ଭୁବନେଶ୍ବରର ଏକ ହୋଟେଲରେ ୭ଜଣ ପରାଜିତପ୍ରାର୍ଥୀ ବୈଠକ କରିଛନ୍ତି ।ବାସୁଦେବପୁରର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବରଗଡ଼ର ପୂର୍ବତନବିଧାୟକ ଦେବେଶଆଚାର୍ଯ୍ୟ,କଟକସଦରର ପୂର୍ବତନବିଧାୟକ ଚନ୍ଦ୍ରସାରଥୀ ବେହେରା,ପାରାଦୀପ ପୂର୍ବତନ ବିଧାୟକ ସମ୍ବିତରାଉତରାୟ, ଧର୍ମଶାଳାର ପୂର୍ବତନବିଧାୟକ ପ୍ରଣବ ବଳବନ୍ତରାୟ, ପିପିଲିର ପୂର୍ବତନବିଧାୟକ ରୁଦ୍ରପ୍ରତାପ ମହାରଥୀ,ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବୈଠକ କରିଥିବା ସୂଚନା ମିଳିଛି।ଯାହାକୁ ନେଇ ରାଜନୈତିକ ମହଲରେ […]

ବାତ୍ୟା ପାଇ ସ୍କୁଲ୍ ଛୁଟି

ଭୁବନେଶ୍ୱର,୨୧/୧୦(ଏସଏସନିଉଜ)ଆସୁଛି ବାତ୍ୟା, ସ୍କୁଲବନ୍ଦ ଘୋଷଣା କରିଛନ୍ତି ରାଜ୍ୟସରକାର ।ବାତ୍ୟା ଦାନାକୁ ଆଖିଆଗରେ ରଖି ସ୍କୁଲଛୁଟି ଘୋଷଣା କରିଛନ୍ତି ସରକାର ।ବାତ୍ୟାପ୍ରଭାବିତ ୧୪ ଜିଲ୍ଲାରେ ଆସନ୍ତା ୨୩ ତାରିଖରୁ ୨୫ତାରିଖ ପର୍ୟ୍ୟନ୍ତ ସ୍କୁଲ ବନ୍ଦରହିବ ବୋଲି ସରକାର ଘୋଷଣା କରିଛନ୍ତି । ସରକାରଙ୍କ କହିବା ମୁତାବକ, ବଙ୍ଗୋପସାଗରରେ ବାତ୍ୟା ଆସିବାକୁଅଛି ।ଯେଉଁଥିରେ କି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବୋହିପାରେ । ଏହାକୁ ଆଖି ଆଗରେ ରଖି ୧୪ଜିଲ୍ଲା ଗଞ୍ଜାମ ସହିତ ପୁରୀ, ଜଗତସିଂହପୁର,କେନ୍ଦ୍ରାପଡା,ଭଦ୍ରକ,ବାଲେଶ୍ୱର, ମୟୂରଭଞ୍ଜ,କେନ୍ଦୁଝରରେ ସ୍କୁଲ […]

ଆଜିର ରାଶିଫଳ

ଅକ୍ଟୋବରମାସ ୨୨ତାରିଖ ୨୦୨୪ମସିହା(ମଙ୍ଗଳବାର)କାର୍ତ୍ତିକମାସ- କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ ୦୧/୨୭ ଗତେ ସପ୍ତମୀ ,ନକ୍ଷତ୍ର- ମୃର୍ଗଶିରା ଦିବା ଘ୦୬/୨୨ ଗତେ ଆର୍ଦ୍ରା ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୮/୩୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୦୬ ,ଯୋଗିନୀ ପଶ୍ଚିମେ ରାତ୍ରି ଘ ୦୧/୨୭ ଗତେ ବାୟବ୍ୟେ ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କନ୍ୟାରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,କାଳବେଳା -ଦିବା ଘ୦୭/୧୫ ଗତେ ଘ୦୮/୪୦ ମଧ୍ୟେବାରବେଳା – ଦିବା ଘ୦୧/୩୦ଗତେ ଘ ୦୨/୫୮ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୮ମଧ୍ୟେ ଓ ଘ ୦୮/୪୦ […]

ମିଛ କନିଆଁକୁ ଖୋଜୁଛି ପୋଲିସ

ଭୁବନେଶ୍ୱର,୨୧/୧୦(ଏସଏସନିଉଜ)ଜଣେ ଯୁବକଙ୍କୁ ବାହାକରାଇ ଦେବାପାଇଁ ଠକଜଣଙ୍କ ପ୍ରସ୍ତାବ ଦେଇଥିଲେ।ଉପଯୁକ୍ତ ପାତ୍ରି ସହ ଭିଡିଓ କଲଯୋଗେ କଥାବାର୍ତ୍ତା ବି କରାଇଦେଲେ।ବାହାଘରଦିନ ଧାର୍ଯ୍ୟ ହେଲା, ଲୁଗାପଟାରୁ ଆରମ୍ଭ କରି ଗହଣା ବି କିଣାହେଲା । ଭିଡିଓ କଲରେ ମିଛ କନିଆଁ ସହ କଥା ମଧ୍ୟ କରାଇଦେଲେ।ସୋସିଆଲ ମିଡିଆରେ ଦେଖାଚାଁହା,ଫସନ୍ଦ୍,କନ୍ୟା ଦେଖା ସବୁ ଆରମ୍ଭ ହୋଇ ତାରିଖ ମଧ୍ୟ ଧାର୍ଯ୍ୟ ହୋଇଗଲା।ଶେଷରେ ମିଛ କନିଆ ବୋଲି ଜଣାପଡିବା ପରେ ବରକୁ ଶିଶୁପାଳ ହେବାକୁ ପଡ଼ିଥିଲା।ଏହିଭଳି ଘଟଣା ଭୁବନେଶ୍ୱର ଭରତପୁର ଥାନା ଅଧୀନରେ […]

ଦାନା ପାରାଦୀପ-ବାଲେଶ୍ବର ମଧ୍ୟରେ ଲ୍ୟାଣ୍ଡଫଲ!

ଭୁବନେଶ୍ବର,୨୧/୧୦(ଏସଏସନିଉଜ)ସାମ୍ଭବ୍ୟ ବାତ୍ୟା ଦାନା ପାରାଦୀପରୁ ବାଲେଶ୍ବର ମଧ୍ୟରେ ୨୪ ତାରିଖରେ ଲ୍ୟାଣ୍ଡଫଲ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି।ଦାନା ଅତି ଭୀଷଣ ବାତ୍ୟାର ରୂପନେଇ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଉପକୂଳ ଓଡ଼ିଶାରେ ତାଣ୍ଡବରଚିବ ବୋଲି କୁହାଯାଉଛି। ଦାନା ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୦୦ ରୁ ୧୫୦କିମି ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନାଦେଇଛି।ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କକାର୍ଯ୍ୟାଳୟରେ ୨୪ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲାଯାଇ ବାତ୍ୟାର ଗତିପଥ ଉପରେ […]