Browsing daily archive

October 19, 2024

ଆଜିର ରାଶିଫଳ

ଅକ୍ଟୋବରମାସ ୨୦ତାରିଖ ୨୦୨୪ ମସିହା (ରବିବାର)କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ତୃତୀୟା ଦିବା ଘ ୦୬/୩୬ ଗତେ ଚତୁର୍ଥୀ,ନକ୍ଷତ୍ର- କୃତ୍ତିକା ଦିବା ଘ୦୯/୦୦ ଗତେ ରୋହିଣୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୭/୩୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୭/୨୬, ଯୋଗିନୀ ନୈରୁତେ ଦିବା ଘ ୦୬/୩୭ ଗତେ ଅଗ୍ନିକୋଣେ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବିଛାରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର, କାଳବେଳା ଓ ବାରବେଳା -ଦିବା ଘ୧୦/୦୬ ଗତେ ଘ୧୨/୫୯ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/ ୩୬ ଗତେ ଘ୦୯/୦୧ମଧ୍ୟେ ଓ ଘ୦୧/୦୦ଗତେ ଘ୦୩/ ୨୫ ମଧ୍ୟେ ଓ ରାତ୍ରି ଘ ୦୭/୩୮ଗତେ […]

ଚୌଦ୍ବାରରେ ହେବ ସମନ୍ବିତ ଟେକ୍ସଟାଇଲ ପାର୍କ

ଚୌଦ୍ବାର,୧୯/୧୦(ଏସଏସନିଉଜ)ୱେଲସ୍ପୁନ କମ୍ପାନୀର ମୁଖ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ।ବିଜୟ ଓ ବାଳକୃଷ୍ଣ ଗୋଏଙ୍କାଙ୍କ ସହ ମୋହନଙ୍କ ଆଲୋଚନା ହୋଇଛି।ଟେକ୍ସଟାଇଲରେ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଥିବା ସହସମ୍ବଲପୁର ନିର୍ଗୁଣ୍ଡିରେ ଖୁବ୍‌ଶୀଘ୍ର ହେବ DI ପାଇପ୍‌ ପ୍ରକଳ୍ପ ହେବା ନେଇ ଜଣାପଡିଛି।

ଶ୍ବେତାଶ୍ରୀ ମହାପାତ୍ର ଓଏଏସ୍ ଟପ୍ପର

ଭୁବନେଶ୍ୱର,୧୯/୧୦(ଏସଏସନିଉଜ)ପ୍ରକାଶ ପାଇଛି ୨୦୨୨ର ଓଏଏସ୍ ରେଜଲ୍ଟ । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ ହୋଇଛନ୍ତି କୃତକାର୍ଯ୍ୟ । ଟପ୍ ଟେନ୍‌ରେ ରହିଛନ୍ତି ୫ମହିଳା ଓ ୫ପୁରୁଷ । ସାରା ଓଡ଼ିଶାରେ ଟପ୍ କରିଛନ୍ତି ଭଦ୍ରକର ଶ୍ବେତାଶ୍ରୀ ମହାପାତ୍ର। ଟପ୍‌ ୧୦ରେ ରହିଛନ୍ତି୧. ଶ୍ବେତାଶ୍ରୀ ମହାପାତ୍ର ୨. ପ୍ରିଙ୍କିଲ ପରବୀନ ପରିଡ଼ା ୩. ଦୀପ୍ତିରଞ୍ଜନ ପତି ତୃତୀୟ୪- ପ୍ରଜ୍ଞା ପାରଙ୍ଗମ୫- ଆଜାଦ ସାହୁ୬- ଦୀପମ ରାଉତ୭- ଦେବବ୍ରତ ଗୌଡ଼୮- ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ୯- କପିଳ କୁମାର ମହାନ୍ତି୧୦- ଅମ୍ରିତା […]

୨୩ରୁ ୨୫ବର୍ଷା-IMDଡିଜି

ଭୁବନେଶ୍ୱର,୧୯/୧୦(ଏସଏସନିଉଜ)ସମ୍ଭାବ୍ୟ ଲଘୁଚାପ ଓ ଅବପାତ ନେଇ IMD ଡିଜି ସୂଚନା ଦେଇଛନ୍ତି।ସେ କହିଛନ୍ତି୨୧ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ,ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଗତିପଥ ନେଇ ଆକଳନ ହେବ।୨୩ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହେବ।ସମୁଦ୍ର ମଧ୍ୟରେ ପବନର ବେଗ ୪୫ରୁ ୫୫ କିମି ରହିବ।୨୨ ପରଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀଜୀ ୨୧ ସୁଦ୍ଧା ଫେରିଆସନ୍ତୁ ବୋଲି କୁହାଯାଇଛି।୨୩ରୁ ୨୫ ମଧ୍ୟରେ […]

ବିଜେଡି ଆଉ ବେଶିଦିନ ନୁହେଁ

ଭୁବନେଶ୍ୱର,୧୯/୧୦(ଏସଏସନିଉଜ) ପଞ୍ଚାୟତିରାଜମନ୍ତ୍ରୀ ରବି ନାରାୟଣ ନାଏକଙ୍କ ବଡ଼ ବୟାନ ଦେଇ କହିଛନ୍ତି ବିଜେଡି ଆଉ ବେଶି ଦିନ ରହିବ ନାହିଁ , ସେ ଦଳ ଭାଙ୍ଗିଯିବ।ଅଭିଜ୍ଞ ଅମର ଶତପଥିଙ୍କ ବୟାନ ଦେଖିଲେ ବିଜେଡିରେ ଆଉ କିଛି ନାହିଁ।ଲୋକ ଅନୁଭବ କରି ବିଜେପିକୁ ସରକାରକୁ ଆଣିଛନ୍ତି।ସେ ଦଳ ରହିବ ନାହିଁ , ଏହା ସ୍ପଷ୍ଟ ଜଣା ପଡ଼ିଯାଉଛି।ସେ ଦଳ ଭାରତୀୟ ଜନତା ପାର୍ଟିରେ ମିଶିବ।କଂଗ୍ରେସ ସହିତ ନୁହେଁ ବିଜେପିର ସେ ଦଳ ମିଶିବ।ଯିଏ ଆମ ଦଳକୁ ଆସିବ , […]

ଧକା ଦେଇ ପଳାଇଗଲା ବୁଲେଟ

ବାରଙ୍ଗ, ୧୮/୧୦ (ଏସଏସନିଉଜ) ଫକିରପଡା ଛକରେ ବୁଲେଟ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ ଫକୀରପଡା ଗ୍ରାମ ଭୋଇ ସାହିର ବସନ୍ତ ଭୋଇ(୫୫) ନାମକ ବ୍ୟକ୍ତିଘରୁ ତ୍ରିଶୂଳିଆ ବଜାରକୁ ସାଇକେଲ ଯୋଗେ ଯାଉଥିଲେ।ଫକିରପଡା ଛକରେଓଡି ୦୫ବିକେ ୨୦୨୫ ନମ୍ୱରର ଏକ ବୁଲେଟ ପଛପଟୁ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବସନ୍ତଙ୍କ ଡାହାଣଗୋଡ ଉପରେ ବୁଲେଟ ଚଢ଼ିଯିବାରୁ ଗୋଡ଼ଟି ଭାଙ୍ଗି ଯାଇ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଦୁର୍ଘଟଣା […]

ଚାଲିଛି ବାଲି ଓ ମୋରମ ଚୋରା ଚାଲାଣ

ବାରଙ୍ଗ,୧୮ା୧୦(ଏସଏସନିଉଜ)ଗତ କିଛିଦିନ ହେବ ବାରଙ୍ଗ ଅଞ୍ଚଳରେ ବେଆଇନ ଭାବେ ଚାଲିଛି ବାଲି ଓ ମୋରମ ଚୋରାରେ ଚାଲଣ ।ଖଣିବିଭାଗ ଅଧିକାରୀମାନଙ୍କ ଦାୟିତ୍ବହୀନତା ଯୋଗୁ ସରକାରଙ୍କ ରାଜସ୍ୱ ହାନୀ ଘଟୁଛି।ସଠିକ୍ ଭାବେ ଚଢ଼ାଉ ହେଉନଥିବାରୁ ବାଲି ଓ ମୋରମ ମାଫିଆମାନଙ୍କ ଦୈାରାତ୍ମ୍ୟ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି।ଯାହାଫଳରେ ଚୋରା ବାଲି ମୋରମର ଉସ୍ ପାଲଟିଛି ବାରଙ୍ଗ ଅଞ୍ଚଳ। ପ୍ରକାଶ ଯେ,ଚଳିତମାସରେ ଖଣି ବିଭାଗ ୩ବାଲି ଓ ୧ମୋରମ ବୋଝେଇ ଗାଡ଼ିକୁ ଜବତ୍ କରିଛି। ଗତ ୩ତାରିଖରେ ଏକ ମୋରମ […]