Browsing daily archive

October 14, 2024

ଆଜିର ରାଶିଫଳ

ଅକ୍ଟୋବରମାସ ୧୫ତାରିଖ ୨୦୨୪ ମସିହା (ମଙ୍ଗଳ ବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୨/୨୬ ଗତେ ଚତୁର୍ଦ୍ଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୫/୫୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୧/୦୬, ଯୋଗିନୀ ଦକ୍ଷିଣେ ରାତ୍ରି ଘ ୧୨/୨୬ ଗତେ ପଶ୍ଚିମ, ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଧନୁରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,କାଳବେଳା -ଦିବା ଘ୧୨/୫୪ ଗତେ ଘ୦୨/୨୩ ମଧ୍ୟେ,ବାରବେଳା – ଦିବା ଘ୦୭/୧୪ ଗତେ ଘ୦୮/୪୨ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୪ ମଧ୍ୟେ ଓ ଘ୦୮/୪୩ ଗତେ ଘ୧୧/୧୧ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ସନ୍ଧ୍ୟା ଘ୦୫/୧୭ ଗତେ ଘ୦୭/୪୩ ମଧ୍ୟେ, ବାଇଗଣ […]