Browsing daily archive

October 11, 2024

ଆଜିର ରାଶିଫଳ

ଅକ୍ଟୋବରମାସ ୧୨ତାରିଖ ୨୦୨୪ମସିହା(ଶନିବାର)ଆଶ୍ୱିନମାସ- ଶୁକ୍ଳପକ୍ଷ ,ତିଥି- ନବମୀ ଦିବା ଘ୧୧/୦୬ ଗତେ ଦଶମୀ ,ନକ୍ଷତ୍ର- ଉତ୍ତରା ଷାଢା ପ୍ରାତଃ ଘ୦୬/୧୪ ଗତେ ଶ୍ରବଣା ସୁର୍ୟୋଦୟ-ପ୍ରାତଃ ଘ୦୫/୪୪/୫୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୧୬ ,ଯୋଗିନୀ ପୂର୍ବେ ଦିବା ଘ ୧୧/୦୬ ଗତେ ଉତ୍ତରେ ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ସିଂହରାଶିର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,ପୀଠେ ଦଶହରା ଓ ମୃଣ୍ମୟୀଦେବୀଙ୍କ ମହାନବମୀପୂଜା ,କାଳବେଳା -ଦିବା ଘ୦୬/୧୩ ମଧ୍ୟେ ଓ ଦିବା ଘ୦୩/୪୫ ଗତେ ଘ୦୫/୨୦ ମଧ୍ୟେ ,ବାରବେଳା […]

ବିଧୁରଞ୍ଜନଙ୍କୁ ପକୃତିବନ୍ଧୁ ପୁରସ୍କାର

ମେଣ୍ଢାଶାଳ,୧୦/୧୦(ଏସଏସନିଉଜ) ଚଳିତବର୍ଷ ମେଣ୍ଢାଶାଳ ଗ୍ରାମର ବିଧୁରଞ୍ଜନ ସାମନ୍ତରାୟଙ୍କୁ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି।ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଅବସରରେ ଖୋର୍ଦ୍ଧା ଡିଭିଜନ କାର୍ଯ୍ୟାଳୟରେ ଏକ ମନୋଜ୍ଞ ପରିବେଶରେ ଡିଭିଯିନାଲ ଫରେଷ୍ଟ ଅଫିସର ପୂର୍ଣ୍ଣିମା ପଣ୍ଡିଆନ ବିଧୁରଞ୍ଜନ୍ ସାମନ୍ତରାୟଙ୍କୁ ଜିଲ୍ଲା ସ୍ତରୀୟ ମାନପତ୍ର ଓ ନଗଦ ୧୦ହଜାରେ ଟଙ୍କା ପ୍ରଦାନ କରିଥିଲେ।ସବୁଜ ପରିବେଶ ପାଇ ଚଳିତବର୍ଷ – ୨୦୨୪ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା।ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟପାଳଙ୍କ ଦ୍ଵାରା […]