Browsing daily archive

October 6, 2024

ଆଜିର ରାଶିଫଳ

ଅକ୍ଟୋବରମାସ ୦୭ତାରିଖ ୨୦୨୪ ମସିହା (ସୋମବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ଦିବା ଘ୦୯/୩୦ ଗତେ ପଞ୍ଚମୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୩/ ୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୭/ ୨୬,ଯୋଗିନୀ ନୈରୁତେ ଦିବା ଘ ୦୯/୩୦ ଗତେ ଦକ୍ଷିଣେ,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମିଥୁନ ରାଶିର ଘାତବାର,କାଳବେଳା-ଦିବା ଘ୦୭/୧୧ ଗତେ ଘ୦୮/୪୧ ମଧ୍ୟେ,ବାରବେଳା – ଦିବା ଘ୦୨/ ୨୬ଗତେ ଘ୦୪/୦୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/ ୧୦ମଧ୍ୟେ ଓ ଘ୦୮/୫୫ ଗତେ ଘ୧୧/୨୦ ମଧ୍ୟେ ଓ ରାତ୍ରି ଘ୦୭/୪୮ ଗତେ ଘ୧୧/୦୦ ମଧ୍ୟେ,ବିଶୁଦ୍ଧ […]

ଜୁଭେନାଇଲ ଡ୍ରାଇଭିଂ ପାଇ ଆସୁଛି ନିୟମ

ଭୁବନେଶ୍ୱର,୬/୧୦(ଏସଏସନିଉଜ) କେନ୍ଦ୍ରସରକାର ଜୁଭେନାଇଲ ଡ୍ରାଇଭିଂ ଅର୍ଥାତ ଅପ୍ରାପ୍ତ ବୟଷ୍କ ପିଲାଙ୍କ ବାହନ ଚାଳନାପ୍ରସଙ୍ଗ ଉପରେ ଧ୍ୟାନ ଦେଇ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି।ସଡ଼କପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ମୋଟରବାହନ ଆଇନରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି।ଅପ୍ରାପ୍ତ ବୟଷ୍କଙ୍କ ଲାଗି ବାହନ ଇଞ୍ଜିନ କ୍ଷମତା ୫୦ ସିସି ଓ ମୋଟର ପାୱାର ଅଧିକତମ ୧,୫୦୦ ୱାଟ ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଯାହାର ସର୍ବାଧିକ ବେଗ ୨୫ କିଲୋମିଟରପ୍ରତି ଘଣ୍ଟା ନିର୍ଦ୍ଧାରଣ କରାଯାଇଛି। ଏବେକା ଆଇନରେ ୬୭ଟି […]

ଆଜିଠୁ ହବିଷ୍ୟାଳୀ ପଞ୍ଜୀକରଣ

ଭୁବନେଶ୍ୱର,୬/୧୦(ଏସଏସନିଉଜ)ଆଜିଠୁ ହବିଷ୍ୟାଳୀ ପଞ୍ଜୀକରଣଆଜିଠୁ ହବିଷ୍ୟାଳୀବ୍ରତ ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଛି edistrict.odisha.gov.in ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହୋଇଛି।ଅକ୍ଟୋବର ୧୧ ପର୍ଯ୍ୟନ୍ତ ଜାରି ରହିବ ଆବେଦନ।ଅକ୍ଟୋବର ୧୮ରୁ ହବିଷ୍ୟାଳୀ ବ୍ରତ ଆରମ୍ଭ ହେବାକୁ ଯାଉଛି।ପ୍ରାୟ ଅଢ଼େଇ ହଜାର ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି।

କାଲି ଆସିବ ସୁଭଦ୍ରା ଟଙ୍କା

ଭୁବନେଶ୍ବର,୬/୧୦(ଏସଏସନିଉଜ) ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟଭାଗ ଆଉ ଦୁଇଦିନ ପରେ ପ୍ରଦାନ କରାଯିବ। ଯେଉଁ ମହିଳାମାନେ ଏହି ଟଙ୍କା ପାଇବେ ସେମାନଙ୍କର ଡାଟା ବେସ କରାଯିବ ସହିତ ଆକାଉଣ୍ଟ ଲିଙ୍କ ମଧ୍ୟ କରାଯାଇଛି।ତେବେ ପରୀକ୍ଷା ମୂଳକ ଭାବେ ଆସନ୍ତାକାଲିଠାରୁ ସେହି ହିତାଧିକାରୀଙ୍କ ଏକ ଟଙ୍କା ଲେଖାଏଁ ପଠାଯିବ।ସେଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପଦକ୍ଷେପ ଆରମ୍ଭ କରାଯାଇଛି। ଆସନ୍ତାକାଲି ସୋମବାର ଏବଂ ମଙ୍ଗଳବାର ଏହି ଦୁଇଦିନ ଧରି ପରୀକ୍ଷା ମୂଳକ ଭାବେ ଏକ […]

ସମିତିସଭ୍ୟା ସ୍ଵାମୀଙ୍କୁ ମରଣାନ୍ତକ ଆକ୍ରମଣ

ବାରଙ୍ଗ,୫ା୧୦(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ମୁଣ୍ଡଳୀ ନବୋଦୟ ବିଦ୍ୟାଳୟ ନିକଟରେ ମୁଣ୍ଡଳୀ ପଂଚାୟତର ସମିତି ସଭ୍ୟା ଙ୍କ ସ୍ଵାମୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ପ୍ରକାଶଯେ, ବୁଧବାର ବିଳମ୍ୱିତ ରାତିରେ ନବୋଦୟ ବିଦ୍ୟାଳୟ ପାଖରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା। ଯାହା ଫଳରେ କିଛି ସ୍ଥାନରେ ନିଆଁ ଲାଗିଯିବାରୁ ବାରଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା।ଏହି ସମୟରେ […]

ବାଲି ବୋଝେଇ ହାଇୱା ଜବତ

ବାରଙ୍ଗ,୫ା୧୦(ଏସଏସନିଉଜ)ଶନିବାର ବିଳମ୍ଭିତ ରାତିରେ ବେଆଇନ ଭାବେ ବାଲି ନେଇ ଆସୁଥିବା ଏକ ହାଇୱାକୁ ଜବତ୍ କରିଛି ଗୋଡିସାହି ଫାଣ୍ଡି ପୋଲିସ। ଗୋଡିସାହି ଫାଣ୍ଡି ପୋଲିସ ଫାଣ୍ଡି ପଇଁତରା ମାରୁଥିବା ବେଳେ ଆଠଗଡ଼ ମୁଣ୍ଡଳୀ ପଟରୁ ଓଡି ୦୫ଜି ୯୫୫୮ ନମ୍ୱର ହାଇୱା ଟି ବାଲି ବୋଝେଇ କରି ଦୃତାଗତିରେ ଆସୁଥିଲା।ପୋଲିସ ଗାଡିଟିକୁ ସିଆରପିଏଫ ଛକ ନିକଟରେ ରୋକିବା ପରେ ବେଆଇନ ଭାବେ ବାଲି ପରିବହନ କରୁଥିବାର ଜାଣିବାକୁ ପାଇଥିଲା। ଗାଡି ଚାଳକକୁ ଅଟକ ରଖିବା ସହ ଗାଡ଼ିକୁ […]