Browsing daily archive

October 4, 2024

ଆଜିର ରାଶିଫଳ

ଅକ୍ଟୋବରମାସ୦୫ତାରିଖ୨୦୨୪ମସିହା(ଶନିବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ତୃତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୫୯, ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୨୯/୧୬,ଯୋଗିନୀ ଅଗ୍ନିକୋଣେ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,କାଳବେଳା -ଦିବା ଘ୦୭/୧୨ ମଧ୍ୟେ ଓ ଘ୦୩/୧୭ଗତେ ଘ୦୫/୨୬ ମଧ୍ୟେ,ବାରବେଳା – ଦିବା ଘ୧୧/୦୦ଗତେ ଘ୦୨/୩୦ ମଧ୍ୟ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୦ ଗତେ ଘ୦୯/୪୨ମଧ୍ୟେ ଓ ଘ୦୨/୩୧ ଗତେ ଘ୦୩/୨୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରିଘ୧୨/୩୧ ଗତେ ଘ୦୨/୧୭ ମଧ୍ୟେ, ପୋଟଳ ଭକ୍ଷଣ ନିଷେଧ। ମେଷ:-ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ […]

ନଭେମ୍ବର ୧୩ରେ ବଡ଼ଓଷା

ଭୁବନେଶ୍ୱର,୪/୯(ଏସଏସନିଉଜ)ଧବଳେଶ୍ୱର ପୀଠରେ କାର୍ତ୍ତିକ ପଞ୍ଚକବ୍ରତ ଓ ବଡ଼ଓଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ୧୨ ନଭେମ୍ବରରୁ ୧୫ ଯାଏ ୪ ଦିନ ଧରି ପଞ୍ଚକ ବ୍ରତ ପାଳନ କରାଯିବ। ୧୩ରେ ବଡ଼ଓଷା, ବଡ଼ସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର।୧୩ ରାତିରେ ଧବଳେଶ୍ୱରଙ୍କ ପାଖେ ଲାଗି ହେବ ଗଜଭୋଗ ଓ ତରଣ। ୧୪ ତାରିଖ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ […]

ଦିଲ୍ଲୀରେ ୩୪ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର,୪/୧୦(ଏସଏସନିଉଜ)ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଜାନୁଆରୀରେ ଭୁବନେଶ୍ବରରେ ହେବ ନିବେଶକ ସମ୍ମିଳନୀ।ରାଷ୍ଟ୍ରଦୂତଙ୍କ ଜରିଆରେ ବିଦେଶୀ ନିବେଶକଙ୍କୁ ସେ ଆହ୍ବାନ କରିଛନ୍ତି।୪୮୦ କିମିର ବେଳାଭୂମି, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶା।ଓଡ଼ିଶା ଅପାର ପ୍ରାକୃତିକ ସମ୍ପଦର ରାଜ୍ୟ।ଦେଶର ଖଣିଜ ଶିଳ୍ପରେ ଓଡ଼ିଶା ଏକ ପ୍ରମୁଖ ଖେଳାଳି।ବିଗତ କିଛିବର୍ଷ ହେବ ଓଡ଼ିଶାର ଅର୍ଥନୀତି ର ବିକାଶ ହେଉଛି ବୋଲି କହିଛନ୍ତ।

ଭିଡିଓକଲ୍ ରେ ପ୍ରେମ ନିବେଦନ କରି ଧରାପଡିଲେ ଚୋର

ବାରଙ୍ଗ,୩/୧୦(ଏସଏସନିଉଜ )ମୋବାଇଲ ଚୋରି କରି ବନ୍ଧା ହେଲେ ଯୁବକ।ଯୁବକ ଜଣକୁ ଫିଲ୍ମ ଷ୍ଟାଇଲରେ ମାଡ଼ି ବସିଲେ ସ୍ଥାନୀୟଲୋକେ । ଏଭଳି ଘଟଣା ବାରଙ୍ଗଥାନା ଅଧିନସ୍ତ ତ୍ରିଶୁଲିଆ ଛକରେ ଗୁରୁବାର ରାତିରେ ଦେଖିବାକୁ ମିଳିଛି । ଗିରଫ ଯୁବକ ଜଣକ ହେଉଛନ୍ତି ସଦର ଥାନା ଅଞ୍ଚଳର ବଡ଼ ଝରିଲୋ ଗ୍ରାମର ଦିପୁ ପଣ୍ଡା ବୋଲି ସୂଚନା ମିଳିଛି । ପ୍ରକାଶ ଯେ , ଭରତପୁର ଅଞ୍ଚଳର ସୁବ୍ରତ ଦାସ ଓ ଅଞ୍ଜନ ଦାସ ଓଲା ଅଟୋ ଡ୍ରାଇଭର ଅଟନ୍ତି […]