Browsing monthly archive

October 2024

ଆଜିର ରାଶିଫଳ

ଆଜିର ରାଶିଫଳ

ନଭେମ୍ବରମାସ ୦୧ତାରିଖ ୨୦୨୪ ମସିହା(ଶୁକ୍ରବାର)କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ସନ୍ଧ୍ୟା ଘ ୦୫/୫୬ ଗତେ ପ୍ରତିପଦ,ନକ୍ଷତ୍ର- ସ୍ୱାତି ରାତ୍ରି ଘ୦୩/୫୯ ଗତେ ବିଶାଖା,ଅଦ୍ୟ ଦୀପାବଳୀ ଓ ପୟାଶ୍ରାଦ୍ଧ, ସୁର୍ୟୋଦୟ-ପ୍ରାତଃ ଘ୦୫/୫୨/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୪୬,ଯୋଗିନୀ ଐଶାନ୍ୟେ ସନ୍ଧ୍ୟା ଘ୦୫/୫୬ଗତେ ପୂର୍ବେ,ଅମାବାସ୍ୟାର ସାମ୍ବଛରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ବିଛା,ଧନୁ ଓ ମୀନ ରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୮/୪୩ଗତେ ଘ୧୧/୩୪ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୬/୪୨ମଧ୍ୟେ ଓ ଘ୦୭/୩୦ ଗତେ ଘ ୦୮/୪୨ ମଧ୍ୟେ ଓ ଘ୦୩/୨୯ […]

ଫାୟାର ପାଇଲା ନାହିଁ,ପାଇଲେ ମାସ୍ୟଜିବି

ଫାୟାର ପାଇଲା ନାହିଁ,ପାଇଲେ ମାସ୍ୟଜିବି

ବାରଙ୍ଗ,୩୦/୧୦((ଏସଏସନିଉଜ) ମୁଣ୍ଡଳୀବ୍ରିଜ ଉପରେ ଗାଡ଼ି ରଖି ନିଖୋଜ ଥିବା ଢେଙ୍କାନାଳ କାବେରା ଗାଁର ତାରିଣୀ ପ୍ରସାଦ ରାଉତଙ୍କ ମୃତଦେହ ବୁଧବାର ସକାଳୁ ଉଦ୍ଧର ହୋଇଛି।ମଙ୍ଗଳବାର ଦିନ ତମାମ ଅଗ୍ନିଶ୍ରମ ବାହିନୀ ଖୋଜାଖୋଜି କରି ବିଫଳ ହେବାପରେ ଆଜି ସକାଳୁ ମସ୍ୟଜିବିଙ୍କ ଦ୍ଵାରା ମୃତଦେହ ଉଦ୍ଧାର ପରେ ତାରିଣୀମହାନଦୀକୁ ଡେଇଁ ଆତ୍ମହତ୍ୟା କରାଯାଉଥିବା ସନ୍ଦେହ ସତ ହୋଇଛି। https://youtu.be/pXavNJEqBaE?si=VpM-8wDDikTiFckb ପ୍ରକାଶଯେ,ବ୍ୟାଙ୍କ କର୍ମଚାରୀ ତାରିଣୀ ସୋମବାରଦିନ ୧୨ଟାରେ ବ୍ୟାଙ୍କରୁ ଏକ ପଲସରଯୋଗେ ବାହାରି ଥିଲେ।ବିଳମ୍ଭିତ ରାତିରେମୁଣ୍ଡଳୀ ବ୍ରିଜ ଉପରେ ବାଇକ […]

ସାବାସ୍ ଟୁଲୁ

ସାବାସ୍ ଟୁଲୁ

ବାରଙ୍ଗ, ୩୦/୧୦(ଏସଏସନିଉଜ)ତ୍ରିଶୂଳିଆବଜାର ନିକଟସ୍ଥ ସୁବାଷବୋଷ ସେତୁ ନିକଟରୁ ମଙ୍ଗଳବାର ରାତିରେ ଜଣେ ନାବାଳକକୁ ଉଦ୍ଧାର କରି ବୁଧବାର ଜଣେ ସହୃଦୟ ବ୍ୟକ୍ତି ପୁଲିସକୁ ହସ୍ତାନ୍ତର କରିଛି। ପ୍ରକାଶଯେ, ଚନ୍ଦକାଥାନା ଅଂଚଳର ଜି.ଲୋକନାଥଙ୍କ ନାବାଳକପୁଅ ଗତ ସୋମବାରଠାରୁ ଘରୁ ରାଗି ପଳାଇ ଆସିଥିଲେ। ମଙ୍ଗଳବାର ରାତିରେ କାଠଯୋଡିନଦୀ ସୁବାଷ ସେତୁ ନିକଟରେ ବୁଲୁଥିବା ବେଳେ ସଦର ଥାନା ଅଂଚଳ କାଜିପାଟଣା ଗ୍ରାମର ଅଜିତ କୁମାର ସ୍ଵାଇଁ ନାମକ ବ୍ୟକ୍ତି ନାବାଳକକୁ ଅଟକାଇ ପାଖରେ ରଖି ଖାଇବାପାଇଁ ବ୍ୟବସ୍ଥା କରିଥିଲେ।ନାବାଳକ […]

ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଧନ୍ଵନ୍ତରୀ ପୂଜା

ବାରଙ୍ଗ, ୩୦/୧୦(ଏସଏସନିଉଜ) ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ତରଫରୁ ଭଗବାନ ଧନ୍ବନ୍ତରୀ ଦେବଙ୍କ ଆବିର୍ଭାବ ଦିବସକୁ ଆୟୁର୍ବେଦ ଦିବସ ଭାବେ ପାଳନ କରାଯାଇଛି ।ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ଆୟୁର୍ବେଦ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର,ଔଷଧିୟ ବୃକ୍ଷରୋପଣ ନିମନ୍ତେ ଚାରାବଣ୍ଟନ, ଜନ ସଚେତନତା ଉଦ୍ଦେଶ୍ୟରେ ପଦଯାତ୍ରା , ସେମିନାର ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାନ କରାଯାଇଥିଲା । ଆୟୁର୍ବେଦୀୟ ଆହାର ମେଳାକୁ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର […]

ଅଜଣା କାରନେଲା ବୃଦ୍ଧଙ୍କ ଜୀବନ

ବାରଙ୍ଗ ,୩୦/୧୦(ଏସଏସନିଉଜ) ବୁଧବାର ବଢ଼ିଭୋର ସମୟରେ ପାଟପୁରଛକ ନିକଟରେ ଏକ ଅଜଣା କାର ଧକ୍କାରେ ସାଇକେଲ ଚାଳକଙ୍କ ମୃତୁ ଘଟିଛି। ପ୍ରକାଶଯେ,ବ୍ରାହ୍ମଣୀଗାଁର ହେମନ୍ତ କୁମାର ପାଳ(୬୫) ଓରଫ ହେମା ନାମକବ୍ୟକ୍ତି ପରିବାର ପ୍ରତିପୋଷଣ ପାଇଁ ସବୁଦିନେ ସାଇକେଲରେ ଛତ୍ରବଜାର ପରିବା ମାର୍କେଟରୁ ପରିବାଆଣି ଗାଁ ପାଖରେ ବ୍ୟବସାୟ କରିଥାନ୍ତି। ହେମା ଛାତ୍ରବଜାରରୁ ପରିବା ନେଇ ବୁଧବାର ବଢ଼ି ଭୋର ସମୟରେ ଘରକୁ ଫେରୁଥିଲେ।ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ପାଟପୁରଛକ ନିକଟ ଏକ ମାର୍ବଲ ଦୋକାନ ସମ୍ମୁଖରେ ପହଂଚିଥିବା ବେଳେ […]

ବାତ୍ୟା କ୍ଷତିଗ୍ରସ୍ତଙ୍କ ସହାୟତା ରିଲିଫପାଣ୍ଠିକୁ ସହାୟତା

ଭୁବନେଶ୍ୱର,୩୦/୧୦(ଏସଏସନିଉଜ)ବାତ୍ୟା ‘ଦାନା’ କ୍ଷତିଗ୍ରସ୍ତଙ୍କ ସହାୟତା ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାରକାର୍ଯ୍ୟ ପାଇଁ ଆଜି ଲୋକସେବାଭବନ ଠାରେ ବିଭିନ୍ନ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ବାତ୍ୟାବିପନ୍ନଙ୍କ ସହାୟତା ପାଇଁ ସେମାନଙ୍କଠାରୁ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗ୍ରହଣ କରିଛନ୍ତି।ଏହି ସଂସ୍ଥା ହେଉଛନ୍ତି କେଏମ୍‌ଭି ପ୍ରୋଜେକ୍ଟ ଲିମିଟେଡେ ପକ୍ଷରୁ ୫୦ଲକ୍ଷ ଟଙ୍କା, ବିଜ୍ଞାନଭାରତୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୧୦ଲକ୍ଷ , ହାଇଇଲ୍‌ଡ ଇଷ୍ଟେଟ୍‌ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ୫ଲକ୍ଷ ,ସୂର୍ଯ୍ୟକ୍ଷେତ୍ର […]

ଆଜିର ରାଶିଫଳ

ଅକ୍ଟୋବରମାସ ୩୧ତାରିଖ ୨୦୨୪ ମସିହା(ଗୁରୁ ବାର)କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ ୦୩/୩୨ ଗତେ ଅମାବାସ୍ୟା,ନକ୍ଷତ୍ର- ଚିତ୍ରା ଦିବା ଘ୦୧/୧୦ ଗତେ ସ୍ୱାତି,ସୁର୍ୟୋଦୟ-ପ୍ରାତଃ ଘ୦୫/୫୨/୧୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/୨୬, ଯୋଗିନୀ ପଶ୍ଚିମେ ଦିବା ଘ୦୩/୩୨ ଗତେ ଐଶାନ୍ୟେ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୨/୧୬ ଗତେ ଘ୦୫/୦ ୮ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୬/୩୦ମଧ୍ୟେ ଓ ଘ୦୧/୫୩ଗତେ ଘ ୦୨/୧୫ମଧ୍ୟେ ଓ ରାତ୍ରି ଘ୦୫/୫୬ ଗତେ ଘ୦୯/୦୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର […]

ଆଜିର ରାଶିଫଳ

ଅକ୍ଟୋବରମାସ ୩୦ତାରିଖ ୨୦୨୪ ମସିହା (ବୁଧବାର)କାର୍ତ୍ତିକମାସ-କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ ୧୨/୫୮ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ହସ୍ତା ଦିବା ଘ୧୦/୧୧ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/୫୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୦୬, ଯୋଗିନୀ ଦକ୍ଷିଣେ ଦିବା ଘ୧୨/୫୮ ଗତେ ପଶ୍ଚିମେ,ତ୍ରୟୋଦଶୀର ଏକୋଦିଷ୍ଟ ଶ୍ରାଦ୍ଧ,ବୃଷରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୮/୪୨ ଗତେ ଘ୧୦/୦୮ ମଧ୍ୟେ,ବାରବେଳା – ଦିବା ଘ୧୧/୩୨ ଗତେ ଘ୧୨/୫୮ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ ୦୬/୪୪ ମଧ୍ୟେ ଓ ଘ୦୭/୨୮ ଗତେ ଘ ୦୮/୧୫ ମଧ୍ୟେ ଓ ଘ୧୦/୪୦ ଗତେ ଘ୧୧/୦୪ ମଧ୍ୟେ,ବିଶୁଦ୍ଧ […]

ମନୋରଂଜନ ସାହୁ ହେଲେ ଭୁବନେଶ୍ବର ଉପଜିଲ୍ଲାପାଳ

ଭୁବନେଶ୍ୱର,୨୮ା୧୦(ଏସଏସନିଉଜ)OASସ୍ତରରେ ଛୋଟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାରାଶୈଳେନ୍ଦ୍ର କୁମାର ଜେନା ମିଶନଶକ୍ତି ଯୁଗ୍ମସଚିବ ହୋଇଥିବାବେଳେ ମମତା ବାରିକ ଓଡ଼ିଶା ଜୀବିକାମିଶନ ଯୁଗ୍ମସଚିବ,ବିନୋଦ କୁମାର ଜେନା ପର‌୍ୟ୍ୟଟନ ବିଭାଗ ଯୁଗ୍ମ ସଚିବ,ଗୋପୀନାଥ କୁଅଁରଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଯୁଗ୍ମ ସଚିବ .ମନୋରଂଜନ ସାହୁ ଭୁବନେଶ୍ବର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି ।

ଆଜିର ରାଶିଫଳ

ଅକ୍ଟୋବରମାସ ୨୯ତାରିଖ ୨୦୨୪ମସିହା (ମଙ୍ଗଳବାର)କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଦ୍ୱାଦଶୀ ଦିବା ଘ୧୦/୨୩ଗତେ ତ୍ରୟୋଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/ ୨୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧ /୩୬,ଯୋଗିନୀ ନୈରୁତେ ଦିବାଘ୧୦/୨୨ଗତେ ଦକ୍ଷିଣେ,ତ୍ରୟୋଦଶୀର ପାର୍ବଣଶ୍ରାଦ୍ଧ,ବୃଷରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,କାଳବେଳା -ଦିବା ଘ୧୨/୫୦ ଗତେ ଘ୦୨/୩୦ମଧ୍ୟେ,ବାରବେଳା – ଦିବା ଘ୦୭/୧୫ଗତେ ଘ୦୮/୪୧ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ ୦୬/୪୦ ମଧ୍ୟେ ଓ ଘ୦୮/୪୩ ଗତେ ଘ ୦୧/୨୮ମଧ୍ୟେ ଓ ରାତ୍ରି ଘ୦୭/୩୩ଗତେ ଘ୦୮/୨୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ସନ୍ଧ୍ୟା ଘ୦୫/୦୮ଗତେ ଘ୦୭/୨୨ମଧ୍ୟେ,ପୋଇ ଦିବାଘ୧୦/୨୨ ଗତେ ବାଇଗଣ ଭକ୍ଷଣ ନିଷେଧ। ମେଷ :-ଆଜି […]