ସେପ୍ଟେମ୍ବରମାସ ୦୬ତାରିଖ ୨୦୨୪ ମସିହା (ଶୁକ୍ରବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ତୃତୀୟା ଦିବା ଘ୦୨/୫୩ ଗତେ ଚତୁର୍ଥୀ,ନକ୍ଷତ୍ର- ହସ୍ତା ଦିବା ଘ୧୦/୦୩ ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୩୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୨୦, ଯୋଗିନୀ ଅଗ୍ନିକୋଣେ ଦିବା ଘ୦୨/୫୨ ଗତେ ନୈରୁତେ,ତୃତୀୟାର ଏକୋଦିଷ୍ଟଶ୍ରାଦ୍ଧ,ବିଛା ଓ ଧନୁରାଶିର ଘାତବାର,ମୃତେ ପୁଷ୍କରଦୋଷ ନାସ୍ତି, କାଳବେଳା ଓ ବାରବେଳା – ଦିବା ଘ୦୮/୪୧ଗତେ ଘ୧୧/୪୬ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୩ ମଧ୍ୟେ ଓ ଘ୧୨/୪୯ ଗତେ ଘ୦୨/୨୫ ମଧ୍ୟେ ଓ ଘ୦୪/୦୦ ଗତେ ଘ୦୫/୩୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର […]