ଆଜିର ରାଶିଫଳ
ସେପ୍ଟେମ୍ବରମାସ ୦୨ତାରିଖ ୨୦୨୪ ମସିହା (ସୋମବାର)ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା,ନକ୍ଷତ୍ର- ମଘା ରାତ୍ରି ଘ୦୧/୧୧ ଗତେ ମଘା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୩୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୯/୦୨,ଯୋଗିନୀ ଐଶାନ୍ୟେ,ଅମାବାସ୍ୟାର ସମ୍ବାତ୍ସାରିକଶ୍ରାଦ୍ଧ ମହାଳୟା ବିଧିରେ ହେବ,କର୍କଟ ଓ ମକରରାଶିର ଘାତଚନ୍ଦ୍ର, ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୦୯ଗତେ ଘ୦୮/୪୨ ମଧ୍ୟେ,ବାରବେଳା – ଦିବା ଘ୦୨/୫୧ଗତେ ଘ୦୪/୨୪ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୭ ମଧ୍ୟେ ଓ ଘ୧୦/୨୪ଗତେ ଘ୧୨/୪୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୪/୨୪ ଗତେ ଘ୦୪/୫୦ ମଧ୍ୟେ,ଆମିଷ ଭକ୍ଷଣ ନିଷେଧ। ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍ବୁଝାମଣା […]