Browsing daily archive

June 29, 2024

ଓଲଟିଲା କଂକ୍ରିଟ ମିକ୍ଚର ଗାଡ଼ି

ଓଲଟିଲା କଂକ୍ରିଟ ମିକ୍ଚର ଗାଡ଼ି

କଟକ,୨୯ା୬(ଏସଏସନିଉଜ)ଶନିବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ କଟକ-ଭୁବନେଶ୍ୱର ୧୬ ନମ୍ବର ଜାତୀୟରାଜପଥର ଦେବତାଗଡା ନିକଟସ୍ଥ ଏକ ଟାୟାର ମରାମତି ଦୋକାନ ନିକଟରେ ଏକ ସିମେଣ୍ଟ ମିକ୍ଚର ୧୦ ଚକିଆ ଟ୍ରକ ରାସ୍ତା ଡିଭାଇଡ଼ରରେ ପିଟିହୋଇ ରାସ୍ତା ମଝିରେ ଓଲଟି ପଡ଼ିଥିଲା । ଟ୍ରକ ଭିତରେ ଥିବା ୪ ଜଣ ବ୍ୟକ୍ତିଙ୍କୁ ଟ୍ରକର ସମ୍ମୁଖ ପଟ କାଚ ଭାଙ୍ଗି ଉଦ୍ଧାର କରାଯାଇଥିଲା । ଦୁର୍ଘଟଣା ଫଳରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା । […]

ଆଜିର ରାଶିଫଳ

ଆଜିର ରାଶିଫଳ

ଜୁନ୍ ମାସ ୩୦ତାରିଖ ୨୦୨୪ମସିହା(ରବିବାର)ଆଷାଢ଼ମାସ- କୃଷ୍ଣପକ୍ଷ ,ତିଥି- ନବମୀ ଦିବା ଘ୧୨/୪୨ ଗତେ ଦଶମୀ ,ନକ୍ଷତ୍ର- ରେବତୀ ଦିବା ଘ୦୮/୩୨ଗତେ ଅଶ୍ଵିନୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୧୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୨୫/୪୯ ,ଯୋଗିନୀ ପୂର୍ବେ ଦିବାଘ୧୨/୪୨ ଗତେ ପୂର୍ବେ ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ନବମୀରଏକୋଦିଷ୍ଟଶ୍ରାଦ୍ଧ ,ମେଷରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୧୨ଗତେ ଘ୦୧/୩୧ ମଧ୍ୟେ ,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୧ ଗତେ ଘ୦୯/୧୫ ମଧ୍ୟେ […]