Browsing daily archive

June 28, 2024

ଆଉ ଦେଖାଦେବନି ସାରା

ଆଉ ଦେଖାଦେବନି ସାରା

ବାରଙ୍ଗ,୧୮।୬(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦକାନନର ଅନ୍ୟତମ ଆକର୍ଷଣୀୟ ତଥା ଶୋଭାବଢାଉଥିବା ଜଙ୍ଗଲବାଘୁଣୀ ସାରା ବୁଧବାର ଦିନ ମୃତୁବରଣ କରିଛି।ମୃତ୍ୟୁ ବେଳେକୁ ସାରାକୁ ୧୮ବର୍ଷ୧ମାସ ହୋଇଥିଲା।ସାରାର ଯାତ୍ରା ଆରମ୍ଭ ହୋଇଥିଲା ଯେତେବେଳେ ତାଙ୍କୁ ମଧ୍ୟପ୍ରଦେଶର ବାନ୍ଧବଗଡ ଟାଇଗର ରିଜର୍ଭରୁ ୨୦୦୬ ଅକ୍ଟୋବର ୧୮ରେ ମାତ୍ର ପାଞ୍ଚମାସ ବୟସରେ ଉଦ୍ଧାର କରାଯାଇ ଭୋପାଳର ବନବିହାର ପ୍ରାଣୀଉଦ୍ୟାନକୁ ଅଣାଯାଇ ଥିଲା।ପରେ ପଶୁପକ୍ଷୀ ଅଦଳବଦଳପ୍ରକିୟାରେ ୨୦୦୯ ଏପ୍ରିଲ୧୮ରେ ନନ୍ଦନକାନନକୁ ଅଣାଯାଇ ଥିଲା।ନନ୍ଦନକାନନରେ ରକ୍ତସଂମ୍ପର୍କର ମିଳନରେ ପରିବର୍ତନ କରାଯାଇ ଏକ ନୁଆବଂଶଜ ତିଆରି କରିବାପାଇଁ ସାରାକୁ ନନ୍ଦନକାନନକୁ […]

ବାଇକ-କାର ମୁହାଁମୁହିଁ ଧକ୍କା

ବାଇକ-କାର ମୁହାଁମୁହିଁ ଧକ୍କା

ବାରଙ୍ଗ,୨୭ା୬(ଏସଏସନିଉଜ)ଗୁରୁବାର ସକାଳେ ମେଣ୍ଢାଶାଳମେଡିକାଲଛକଠାରେ କାର ସହ ମଟରସାଇ କେଲମୁହାଁମୁହିଁ ଧକ୍କାହେବାରୁ କାର ଓ ବାଇକ ଉଭୟଗାଡି ଭାଙ୍ଗିରୁଜି ଯାଇଥିବାବେଳେ ବାଇକଚାଳକ ଗୁରୁତରଆହତହୋଇଥିବାର ଜଣାପଡିଛି ।ଜାମୁଝରିଗ୍ରାମର ଜଣେ ଯୁବକ ଓଡି-୩୩କେ- ୧୫୫୦ନଂବାଇକ ନେଇ ମେଡିକାଲକୁଆସୁଥିଲେ ।ସେ ବାମପଟରୁ ମେଡିକାଲ ରାସ୍ତାକୁ ଯିବାସମୟରେ ଚନ୍ଦକାପଟରୁଆସୁଥିବା ଏକ ଓଡି-୦୫ୱାଇ-୨୮୯୯ନଂ କାର ସହ ତାଙ୍କର ମୁହାଁମୁହଁ ଧକ୍କାହୋଇଥିଲା ।ଫଳରେ ବାଇକରୁ ଛିଟିକି ବାଇକ ଚାଳକଜଣଙ୍କ ରକ୍ତଜୁଡୁବୁଡୁ ହୋଇ ଗୁରୁତର ଆହତ ଅବସ୍ଥାରେ ରାସ୍ତାଉପରେ ପଡିଥିଲେ ।ସ୍ଥାନୀୟ ଯୁବକ ମାନେ ତାଙ୍କୁ ଉଦ୍ଧାର କରି […]