ରାତିଅଧିଆ ମୋରମ ଓ ମାଟି ଚାଳଣ
ବାରଙ୍ଗ,୨୪ା୬(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଗୋଠପାଟଣାଗ୍ରାମପାଖ ଜଙ୍ଗଲରୁ ରାତିଅଧିଆ ଚୋରାମୋରମ ଓ ନାଲି ମାଟି ଚାଲାଣ ମହଙ୍ଗାପଡିଛି ।ଗ୍ରାମବାସୀମାନେ ଏକାଠିହୋଇ ରବିବାର ବିଳମ୍ବିତ ରାତିରେ ୧୧ଟି ହାଇୱାକୁ ଅଟକରଖିଛନ୍ତି ।ସୋମବାର ସକାଳେ ପ୍ରସାସନ ସହ ଖୋରଧା ମାଇନିଙ୍ଗ ଅଫିସର ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଗ୍ରାମବାସୀମାନଙ୍କୁବୁଝାସୁଜା କରିବାସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶୃତିଦେଇଥିବାର ଜଣାପଡିଛି । ପ୍ରକାସ ଯେ,ଗତକିଛିଦିନହେବ ଗୋଠପାଟଣା ଗ୍ରାମ ପାଖ ଜଙ୍ଗଲରୁ ରାତିଅଧିଆ ମୋରମ ଓ ମାଟିଉଠାଣ ହେଉଛି ।ଏନେଇ ଗ୍ରାମବାସୀମାନେ ଚନ୍ଦକାଥାନାର ଦୃଷ୍ଟିଆକର୍ଷଣ କରିଥିଲେ ସୁଦ୍ଧା ସରକାରୀସ୍ତରରେ […]