Browsing daily archive

June 21, 2024

ଆଜିର ରାଶିଫଳ

ଜୁନ୍ ମାସ ୨୨ ତାରିଖ ୨୦୨୪ ମସିହା(ଶନିବାର) ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ପ୍ରାତଃ ଘ ୦୬/୩୭ ଗତେ ପ୍ରତିପଦ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୩/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୪୯, ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,କାଳବେଳା -ଦିବା ଘ୦୬/୫୨ ମଧ୍ୟେ ଓ ଦିବା ଘ୦୪/୪୪ ଗତେ ଘ୦୬/୨୪ ମଧ୍ୟେ,ବାରବେଳା – ଦିବା ଘ୦୧/୨୭ ଗତେ ଘ୦୩/ ୦୬ ମଧ୍ୟେ,ଅଦ୍ୟ ମୃତେ ଏକ ପୁଷ୍କରଦୋଷ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୩/୦୭ ଗତେ ଘ୦୪/୪୩ମଧ୍ୟେ […]

ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ

ଭୁବନେଶ୍ୱର,୨୧।୬(ଏସଏସନିଉଜ)ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଘର ମାଲିକକୁ ହତ୍ୟା କଲା ଭଡାଟିଆ ।ତମାଣ୍ଡୋଥାନା ସିଭି ରମଣ କଲେଜ ପାଖରେ ଏହି ହତ୍ୟାକାଣ୍ଡ ଘଟିଛି ।ରାସ୍ତା ଉପରୁ ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରୁ ମୃତଦେହ ଜବତ କଲା ପୋଲିସ୍ ।ମୃତକ ହେଉଛନ୍ତି ସୁଶାନ୍ତ ଶତପଥି ବୋଲି ଜଣାପଡିଛି।ଭଡାରେ ରହୁଥିବା ଜଣେ ୩୫ ବର୍ଷୀୟ ଯୁବକ ଏହି ହତ୍ୟା କରିଛି ବୋଲି ଅନୁମାନ କରାଯାଉଛି ।

ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣ!

  ବାରଙ୍ଗ, ୨୦।୬(ଏସଏସନିଉଜ) ଚନ୍ଦକାଥାନା ନିକଟସ୍ଥ ଗୋଠପାଟଣା ଟ୍ରାଇଡେଣ୍ଟ ଗ୍ୟାଲେକ୍ସିରେ ରହୁଥିବା ରାଜଶ୍ରୀମହାପାତ୍ର (ଛଦ୍ମନାମ)ନାମ୍ନୀ ବିବାହିତ ମହିଳାଙ୍କୁ ଦୁର୍ବୃତ୍ତମାନେ ବୁଧବାରଦିନ ଅପହରଣ କରି ନେଇଯାଇଛନ୍ତି ।ମହିଳାଙ୍କୁ ଅପହରଣ କରିବାପରେ ଦୁର୍ବୃତ୍ତମାନେ ମହିଳାଙ୍କ ଭାଇଙ୍କୁ ଫୋନ୍‍ କରି ୧କୋଟିଟଙ୍କା ଦେବାକୁ ଦାବି କରିଛନ୍ତି ।ନଚେତ ତୁମ ଭଉଣୀର ମୁଣ୍ଡଗଣ୍ଡିକୁ ଅଲଗା କରି ଦେବୁ ଧମକ ଦେଇଛନ୍ତି ।ଏହି ଘଟଣା ଶୁଣିବା ପରେ ପରିବାରଲୋକେ ଏକ ପ୍ରକାର ଭୟଭିତ ହୋଇପଡିଛନ୍ତି ।ପରିବାରଲୋକେ ବହୁ ଖୋଜାଖୋଜି କରି ନପାଇବା ସହିତ ଏହି […]

୫ ବର୍ଷପରେ ବାରବାଟୀରେ ହେବ ଦିନିକିଆମ୍ୟାଚ୍‌

କଟକ,୨୦।୬(ଏସଏସନିଉଜ) ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ଐତିହାସିକ ବାରବାଟୀ ଷ୍ଟାଡିୟମ ଦିନିକିଆ ମ୍ୟାଚ୍‌ର ଆୟୋଜନ କରିବ। ଏହି ମ୍ୟାଚରେ ଭାରତ ଓ ଇଂଲଣ୍ଡ ମୁହାଁମୁହଁ ‌‌ହେବେ। ୨୦୨୫ ଫେବୃଆରୀ ୯ ତାରିଖରେ ଖେଳାଯିବ ଏହି ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି। ୨୦୨୫ରେ ଭାରତ ଗସ୍ତରେ ଇଂଲଣ୍ଡ ଆସିବ। ଏହି ଗସ୍ତକାଳରେ ଭାରତ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ। ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳାଯିବ। ୨ୟ ମ୍ୟାଚ୍‌ କଟକ ଓ ୩ୟ ମ୍ୟାଚ୍‌ ଅହମ୍ମଦାବାଦରେ ହେବ। […]

ନୂଆ ବାଚସ୍ପତି ହେଲେ ସୁରମାପାଢ଼ୀ

ଭୁବନେଶ୍ୱର,୨୦।୬(ଏସଏସନିଉଜ) ଓଡ଼ିଶାର ସପ୍ତଦଶ ବିଧାନସଭାର ନୂଆବାଚସ୍ପତି ସୁରମା ପାଢ଼ୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, ଆପଣ ଚଳିତ ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆପଣ ଏହି ଦାୟିତ୍ୱ ଗ୍ରହଣ କରିବା ପରେ ମୁଁ ନିଶ୍ଚିତ ଭାବରେ ଆଶା କରୁଛି ଯେ, ଆପଣ ଏ ପବିତ୍ର ଗୃହର ଗର୍ବ, ଗାରିମା ଓ ପଦମର୍ଯ୍ୟାଦା ରକ୍ଷାକରିବା ସହିତ […]

ଏଟିଏମ୍‌ରୁ ବାହାରିବ ଚାଉଳ

ଭୁବନେଶ୍ୱର,୨୦।୬(ଏସଏସନିଉଜ) ରାଜ୍ୟରେ ନୂଆ ସରକାର ଆସିବ ପରେ ଗୋଟିଏ ପରେ ଗୋଟିଏ ନୂଆ ପଦକ୍ଷେପ ନେଉଛନ୍ତି।କଣ୍ଟ୍ରୋଲଚାଉଳ ଆଣିବା ପାଇଁ ଏଣିକି ଦୋକାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ାହେବାକୁ ପଡ଼ିବ ନାହିଁ। ଏଟିଏମ୍‌କୁ ଗଲେ ଚାଉଳ ନେଇକି ଆସିବେ। ‌ଏଟିଏମ୍‌ରେ କାର୍ଡ ଗଳାଇଲେ ଚାଉଳ ବାହାରିବ। ରାଜ୍ୟ ସରକାର ଏଭଳିବ୍ୟବସ୍ଥା କରିବାକୁ ଯାଉଛନ୍ତି। ସେହିପରି ନିର୍ବାଚନସମୟରେ ଘୋଷଣା ଅନୁସାରେ ଚଳିତ ଖରିଫଋତୁରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର […]