Browsing daily archive

June 20, 2024

ଉଦଯାପିତ ହେଲା ମକଡ୍ରିଲ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର,୨୦।୬(ଏସଏସନିଉଜ) ଭୁବନେଶ୍ୱରବ୍ଲକରେ ଆପଦକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆୟୋଜିତ ମକଡ୍ରିଲ ପ୍ରଶିକ୍ଷଣ ଶିବିର ବୁଧବାର ଦିନ ଉଦଯାପିତ ହୋଇଯାଇଛି।ଦୁଇଦିନ ଧରି ଅନୁଷ୍ଠିତ ଏହି ଶିବିରର ଉଦଯାପନି ଉତ୍ସବରେ ଏଡିଏମ ରୁଦ୍ର ନାରାୟଣ ମହାନ୍ତି ଯୋଗଦେଇ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ, ବିଭିର୍ନ୍ନ ସ୍ତରରୁ ଆସିଥିବା ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ନେଇ ବୁଝାଇଥିଲେ।ଏଥିରେ ଭୁବନେଶ୍ୱରତହସିଲଦାର ଓ ବିଡ଼ିଓ ସାଗର ପାଳ ଉପସ୍ଥିତ ଥିଲେ। ମକଡ୍ରିଲ ଓ ଟେବୁଲଟପ ଏକ୍ସରସାଇଜ ନିମନ୍ତେ ଯୋଗଦେଇଥିବା ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ବିଡ଼ିଓ ପ୍ରଶଂସା କରିଥିଲେ ।(ସଚ୍ଚିଦାନନ୍ଦ […]

ଆଜିର ରାଶିଫଳ

ଜୁନ୍ ମାସ ୨୧ତାରିଖ ୨୦୨୪ମସିହା(ଶୁକ୍ରବାର) ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ପ୍ରାତଃ ଘ ୦୭/୩୧ଗତେ ପୂର୍ଣ୍ଣିମା,ସୁର୍ୟୋଦୟ-ପ୍ରାତଃ ଘ୦୫ /୧୨/୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୩୯, ଯୋଗିନୀ ପଶ୍ଚିମେ ପ୍ରାତଃ ଘ ୦୭/୩୧ଗତେ ବାୟବ୍ୟେ,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୮/ ୩୯ ଗତେ ଘ୧୧/୪୯ ମଧ୍ୟେ,ଅଦ୍ୟ ମୃତେ ପୁଷ୍କର ଦୋଷ ନାସ୍ତି,ବିଶୁଦ୍ଧ ଅମୃତବେଳା- ଦିବା ଘ୧୧/୪୦ ଗତେ ଘ୦୨/ ୦୧ମଧ୍ୟେ ଓ ରାତ୍ରି ଘ୦୮/୫୦ ଗତେ ଘ୦୧/୩୬ […]