Browsing daily archive

June 19, 2024

ଆଜିର ରାଶିଫଳ

ଜୁନ୍ ମାସ ୨୦ତାରିଖ ୨୦୨୪ମସିହା(ଗୁରୁବାର) ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ପ୍ରାତଃ ଘ ୦୭/୪୭ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ଅନୁରାଧା ସନ୍ଧ୍ୟା ଘ ୦୬/୪୪ଗତେ ଜ୍ୟେଷ୍ଠା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨୯, ଯୋଗିନୀ ଦକ୍ଷିଣେ ପ୍ରାତଃ ଘ ୦୭/୪୭ ଗତେ ବାୟବ୍ୟେ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୩/୦୬ ଗତେ ଘ୦୬/୨୪ ମଧ୍ୟେ,ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି,ବିଶୁଦ୍ଧ ଅମୃତ ବେଳା-ଦିବାଘ୦୨/୪୭ଗତେ ଘ୦୩/୦୫ମଧ୍ୟେ ଓ ସନ୍ଧ୍ୟାଘ୦୭/୧୨ଗତେଘ୦୯/୩୬ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବାଘ୦୬/୦୦ ମଧ୍ୟେ ଘ୦୯ /୦୨ ଗତେ ଘ୧୦/୪୯ମଧ୍ୟେ,ଅଦ୍ୟ ବିରିଭକ୍ଷଣ […]