Browsing daily archive

June 13, 2024

ଆଜିର ରାଶିଫଳ

ଜୁନ୍ ମାସ ୧୪ତାରିଖ ୨୦୨୪ମସିହା(ଶୁକ୍ରବାର)ଜ୍ୟେଷ୍ଠ ମାସ- ଶୁକ୍ଳପକ୍ଷ ,ତିଥି- ଅଷ୍ଟମୀ ରାତ୍ରି ଘ୧୨/୦୦ ଗତେ ନବମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୧୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୪୯ ,ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୨/୦୦ ଗତେ ପୂର୍ବେ , ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବୃଷ ରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନ ରାଶି ର ଘାତବାର ,ଅଦ୍ୟ ମୃତେ ପ୍ରାତଃ ଘ ୦୫/୪୮ ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା – ଦିବା ଘ୦୮/୨୮ ଗତେ ଘ୧୧/୪୮ […]

ସଡ଼କ ଦୁର୍ଘଟଣାରେ ଜଣେ ମୃତ,ଜଣେ ଗୁରୁତର

ବାରଙ୍ଗ,୧୨ା୬(ଏସଏସନିଉଜ) ବୁଧବାର ସଂଧ୍ୟାରେ ଗୋଡିସାହି ଫାଣ୍ଡି ଅଧିନସ୍ତ ଗୋବିନ୍ଦପୁର ପାଖରେ ବାଙ୍କୀ-ତ୍ରିଶୂଳିଆ ମୁଖ୍ୟ ରାସ୍ତାରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଚାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା କିଶନ ନଗରଥାନା ଅଧିନସ୍ସ୍ଥ ଆନିପୁର ଗ୍ରାମର ପବିତ୍ର କୁମାର ଜେନା (୩୨)ା ତେବେ ଗୁରୁତର ଆହତଙ୍କ ପରିଚୟ ମିଳିପାରିନାହିଁ ।ଦୁର୍ଘଟଣା ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପ୍ରକାଶ ଯେ,ବୁଧବାର ସଂଧ୍ୟାରେ ଓଡି ୦୧ […]

ବୁଦାମୁଳରୁ ମିଳିଲା ଯୁବକର ମୃତଦେହ

ବାରଙ୍ଗ,୧୨ା୬(ଏସଏସନିଉଜ) ତିନିଦିନତଳୁ ନିଖୋଜଥିବା ବାରଙ୍ଗକନକଦୁର୍ଗାଆଦିବାସୀସାହିର ସୁଶାନ୍ତଟୁଡୁ ନାମକ ଯୁବକ ର ମୃତଦେହ ଏକ ବୁଦାମୁଳରେ ପଡିଥିବାରବୁଧବାରଅପରାହ୍ନରେ ସ୍ଥାନିୟଲୋକମାନେ ଦେଖିବାକୁ ପାଇଛନ୍ତି ।ସ୍ଥାନୀୟଲୋକ ମୃତଦେହକୁ ଚିହ୍ନଟକରି ମୃତକଙ୍କ ପରିବାରକୁ ଜଣାଇବାସହ ପୋଲିସକୁ ମଧ୍ୟ ଖବର ଦେଇଛନ୍ତି ।ତେବେ ସିମା ବିବାଦ ଯୋଗୁ ମୃତଦେହଟି ଅଦ୍ୟାବଧି ସେହିଜାଗାରେ ପଡି ରହିଥିବାର ଜଣାପଡିଛି । ପ୍ରକାସଯେ,ବାରଙ୍ଗଥାନା ଅଧିନସ୍ଥ କନକ ଦୁର୍ଗା ଆଦିବାସି ସାହିର ରାମଚନ୍ଦ୍ର ଟୁଡୁଙ୍କର ଏକମାତ୍ର ପୁଅ ସୁଶାନ୍ତ ମଙ୍ଗଳବାରଠାରୁ ନିଖୋଜ ଥିବାର ତାଙ୍କ ବାପା ରାମଚନ୍ଦ୍ର ବୁଧବାରସକାଳେ ବାରଙ୍ଗଥାନା […]