ଆଜିର ରାଶିଫଳ
ଜୁନ୍ ମାସ ୧୧ ତାରିଖ୨୦୨୪ମସିହା(ମଙ୍ଗଳବାର)ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ ,ତିଥି- ପଞ୍ଚମୀ ସନ୍ଧ୍ୟା ଘ୦୫/୨୧ଗତେ ଷଷ୍ଠୀ ,ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୧୨/ ୧୪ ଗତେ ମଘା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୫୯ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୪୯ ,ଯୋଗିନୀ ଦକ୍ଷିଣେ ସନ୍ଧ୍ୟାଘ୦୫/୨୧ ଗତେ ପଶ୍ଚିମେ ,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମକର ରାଶି ର ଘାତବାର ,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୧/୨୫ ଗତେ ଘ୦୩/୦୬ ମଧ୍ୟେ ,ବାରବେଳା – ଦିବା ଘ୦୬/୦୫ ଗତେ ଘ୦୮/୨୯ମଧ୍ୟେ ,ବିଶୁଦ୍ଧ ଅମୃତ […]