Browsing daily archive

June 8, 2024

୧୭ରେ ଖୋଲିବ ବିଦ୍ୟାଳୟ

୧୭ରେ ଖୋଲିବ ବିଦ୍ୟାଳୟ

ଭୁବନେଶ୍ଵର,୮ା୬(ଏସଏସନିଉଜ) ୧୭ତାରିଖରେ ବିଦ୍ୟାଳୟ ଖୋଲିବାକୁଯାଉଛି ।ଏଥିପାଇଁ ସପ୍ତାହେ ପୂର୍ବରୁ ପ୍ରସ୍ତୁତ ହେବେ କୃର୍ତ୍ତୁପକ୍ଷା ଶ୍ରେଣୀ ଗୃହ ଶୌଚାଳୟ ଓ କ୍ୟାମ୍ପସକୁ ସଫେଇ କରାଯିବା ସ୍ମାଟ କ୍ଲାସ ରୁମ ଓ ଇ ଲାଇବ୍ରେରୀ ପ୍ରସ୍ତୁତ ରଖାଯିବ ।ମଧ୍ୟାହ୍ନ ଭଜନ ପାଇଁ ସାମଗ୍ରୀ ଯାଞ୍ଚ କରିବେ ପାଚିକା ।ବିଦ୍ୟାଳୟରେ ଶିକ୍ଷକମାନେ ଶ୍ରେଣୀଗୃହରେ ପିଲାମାନଙ୍କୁ ପାଠନପଢାଇ ମୋବାଇଲ ଦେଖିବା ଅଭ୍ୟାସ ବନ୍ଦ କରିବାକୁ କୁହାଯାଇଛି ।ଏହାସହ ପାନୀୟ ଜଳକୁ ଗୁରୁତ୍ୱ ଦିଆଯିବ ଓ ପିଲାଙ୍କୁ ଶୁଦ୍ଧପାଣି ଯୋଗାଇବା ପାଇଁ ପଦକ୍ଷେପ ନେବାକୁ […]

ମହାପ୍ରଭୂଙ୍କ ଦର୍ଶନ କଲେ ନବନିର୍ବାଚିତ ବିଧାୟକ

ମହାପ୍ରଭୂଙ୍କ ଦର୍ଶନ କଲେ ନବନିର୍ବାଚିତ ବିଧାୟକ

ଭୁବନେଶ୍ଵର,୮ା୬(ଏସଏସନିଉଜ) ବିଜେପି ବିଧାୟକମାନେ ବିଜୟ ମୁକୁଟ ପିନ୍ଧିଲା ପରେ ପୁରୀଯାଇ ଜଗନ୍ନାଥମହାପ୍ରଭୂଙ୍କ ଦର୍ଶନ କରିଛନ୍ତି ।ଶ୍ରୀକ୍ଷେତ୍ରରେ ଜଗତରନାଥ ,କାଳିଆ ଠାକୁର, ପତିତପାବନ, ନୀଳାଞ୍ଚଳ ନିବାସୀ, ପରମାତ୍ମା , ନୀଳ କନ୍ଦ୍ରେରେଶ୍ୱେର , ମାଧବ , ପୁଣ୍ଡରିକାକ୍ଷ୍ୟ ଙ୍କୁ ଦର୍ଶନ କରିଥିବା ଜଣାପଡ଼ିଛି । ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ନେଇ ସଂକଳ୍ପ ନେଇଥିବା ସୂଚନା ।  

ନିଲମ୍ବନ ହଟିଲା

ନିଲମ୍ବନ ହଟିଲା

ଭୁବନେଶ୍ଵର,୮ା୬(ଏସଏସନିଉଜ) କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟାଇଲେ ନିର୍ବାଚନ କମିଶନ ।ମୁଖ୍ୟସଚିବ ପ୍ରଦୀପ ଜେନାଙ୍କୁ ରିପୋର୍ଟ କରିବେ କୁଟ୍ଟେ ।ଓଚଝ ଆଶୀଷ ସିଂ ଶାରୀରିକ ଓ ମାନସିକ ସୁସ୍ଥାଭୁଲ ତଥ୍ୟ ପାଇଁ ଆଶୀଷ ସିଂ ଉପରେ ହୋଇପାରେ ଆକ୍ସନ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଲେ ସୂଚନାା

୫୩ବର୍ଷ ପରେ ରଥଯାତ୍ରାଦିନ ବିରଳ ଯୋଗ

ଭୁବନେଶ୍ଵର,୮ା୬(ଏସଏସନିଉଜ) ଚଳିତବର୍ଷ ୧୫ଦିନ ବଦଳରେ ୧୩ଦିନ ଅଣସରନୀତି। ୫୩ବର୍ଷପରେ ଗୋଟିଏଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ହାତରେ ଦୁଇଦିନ ସମୟ କମ୍ ଥିବାରୁ ଚଳିତ ରଥଯାତ୍ରା ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ନୂଆ ସରକାରଙ୍କୁ ନେଇ ଚଳିତ ରଥଯାତ୍ରା କିଭଳି ସମନ୍ବୟ ଭିତ୍ତିରେ ଶେଷ ହେବ, ତାହା ଚିନ୍ତାର କାରଣ ପାଲଟିଛି। ଏ ଉପରେ ଆଜି ଶ୍ରୀମନ୍ଦିର ଦଇତାପତି ନିଯୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ […]