Browsing daily archive

June 7, 2024

ଅଜିରରାଶିଫଳ

୨୦୨୪ମସିହା ଜୁନ୍ ମାସ ୮ତାରିଖଶନିବାର ।ଅଦ୍ୟ ରମ୍ଭା ତୃତୀୟା ବ୍ରତଂ, ସାୟାହ୍ନ ବ୍ୟାପ୍ତି ବ୍ୟବସ୍ଥା।ସୁର୍ଯ୍ୟୋଦୟ- ଘ୫/୧୦/୩୫ ,ସୂର୍ଯ୍ୟାସ୍ତ- ଘ୬/୨୦/୧୭ ,ଜ୍ୟେଷ୍ଠମାସ ,ଶୁକ୍ଳପକ୍ଷ ,ଶୌରିବାସ ,ତିଥି- ଦ୍ବିତୀୟା ଦିବା ଘ୩/୪୬ମିପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ଆର୍ଦ୍ରା ନକ୍ଷତ୍ର ରାତ୍ରି ଘ୮/୧୩ମି ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ ନକ୍ଷତ୍ର।ଯୋଗ- ଗଣ୍ଡଯୋଗ ରାତ୍ରି ଘ୭/୩୧ମିପର୍ଯ୍ୟନ୍ତ ତଦନ୍ତେ ବୃଦ୍ଧିଯୋଗ। କରଣ- କୌଳବକରଣ ଦିବା ଘ୩/୪୬ମି ପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ରାତ୍ରି ଘ୩/୪୧ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୩/୪୬ମିପରେ ଆଗ୍ନେୟକୋଣରେ।ଶନିବାରଦୋଷ ହେତୁ ଯାତ୍ରାଦି […]