ଆରମ୍ଭ ହେଲା ଦ୍ୱିତୀୟବାର୍ଷିକ ମହାଯଜ୍ଞ
ବାରଙ୍ଗ, ୨।୬(ଏସଏସନିଉଜ) ବାରଙ୍ଗବ୍ଲକ ଅନ୍ତର୍ଗତ କୁହ୍ନେଇପଡା ପଞ୍ଚାୟତର ଫକିରପଡାଗ୍ରାମରେ ପ୍ରଭୁ ଶ୍ରୀଶ୍ରୀ ଶନିଶ୍ଚରଙ୍କ ପବିତ୍ର ପୀଠସ୍ଥଳୀରେ ଦ୍ୱିତୀୟ ବାର୍ଷିକଉତ୍ସବ ପାଳନ ସହ ମହାଯଜ୍ଞ ଅନୁଷ୍ଠିତ ହେଉଛି ।ପୂର୍ବବର୍ଷ ପରି ଚଳିତବର୍ଷ ପ୍ରଭୁ ଶ୍ରୀଶ୍ରୀ ଶନିଶ୍ଚରଙ୍କ ଦିବସ ବହୁ ଆଡମ୍ବର ସହ ପାଳନ କରାଯାଉଛି ।ଏହି ବାର୍ଷିକଉତ୍ସବରେ କୁଳପୁରୋହିତ ସୁବାଷପଣ୍ଡାଙ୍କ ତତ୍ବାବଧାନରେ ମହାଯଜ୍ଞ ୨ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି ।ରବିବାରଦିନ ଅଙ୍କୁରାରୋପଣ କରାଯିବା ପରେ ପୂର୍ବାହ୍ନରେ ପୁରୀ ମୁଖ୍ୟ କେନାଲରୁ ମହାସମାରୋହରେ ୧୦୮ କଳସଯାତ୍ରା କରାଯାଇଛି।କଳସଯାତ୍ରା ପରେ […]