Browsing daily archive

May 29, 2024

ଅଜିରରାଶିଫଳ

ମଇମାସ ୩୦ତାରିଖ ୨୦୨୪ମସିହା(ଗୁରୁବାର)ଜ୍ୟେଷ୍ଠମାସ- କୃଷ୍ଣପକ୍ଷ ,ତିଥି- ସପ୍ତମୀ ଦିବାଘ୧୨/୦୦ଗତେ ଅଷ୍ଟମୀ ,ନକ୍ଷତ୍ର- ଧନିଷ୍ଟା ଦିବାଘ୦୮/୨୨ ଗତେ ଶତଭିଶାସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୩୧ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୧୭/୫୭ ,ଯୋଗିନୀ ବାୟବ୍ୟେ ଦିବା ଘ୧୨/୦୦ଗତେ ଐଶାନ୍ୟେ ,ସପ୍ତମୀର ଏକୋଦିଷ୍ଟ ଓ ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭରାଶିର ଘାତବାର ,ଅଦ୍ୟ ମୃତେଦିବା ଘ ୧୨/୦୦ ମଧେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା – ଦିବା ଘ୦୩/୦୨ଗତେ ଘ୦୬/୧୯ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୨/୪୬ଗତେ […]