Browsing daily archive

May 26, 2024

ଭୀଷଣ ବାତ୍ୟାର ରୂପନେଲା ରେମାଲ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଭୀଷଣହେଲା ବାତ୍ୟା ରେମାଲ ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା ରେମାଲ।ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଲା ରେମାଲ।ଆଜି ମଧ୍ୟ ରାତ୍ରୀରେ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ।ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଜଣାପଡିଛି।

ବିଜେପିଉପରେ ବର୍ଷିଲେ ସସ୍ମିତପାତ୍ର

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଜମିମାଫିଆ ,ଠକ ଓ ଗୁଣ୍ଡାଙ୍କ ଦଳ ହେଉଛି ବିଜେପି।ସବୁଠାରୁ ବଡ଼ ଜମିମାଫିଆ ହେଉଛନ୍ତି ବିଜେପି ନେତା ବୈଜୟନ୍ତ ପଣ୍ଡା।ସାରୁଅଜମି ଦଖଲ କିଏ କରିଥିଲା ବୋଲି ପଚାରିଲା ବିଜେଡ଼ି।ବୈଜୟନ୍ତଙ୍କ ବିରୋଧରେ ଅଛି ଜମି ଜବରଦଖଲ ମାମଲା।ବୈଜୟନ୍ତଙ୍କ ମାଲିକାନାରେ ଥିବା ଘରୋଇ ଚ୍ୟାନେଲ ବିରୋଧରେ ମଧ୍ୟ ସମାନ ଅଭିଯୋଗ ରହିଛି।ବାହାମାସ ସ୍କାଣ୍ଡାଲରେ ଆସିଥିଲା ବୈଜୟନ୍ତଙ୍କନାମ।ତିନୋଟି କମ୍ପାନୀଦ୍ୱାରା ହାୱାଲା ମାଧ୍ୟମରେ ଆସୁଥିଲା ଟଙ୍କା।ବିଜେପି ଗୁଣ୍ଡାଙ୍କୁ ପାଳୁଛି।ପ୍ରଶାନ୍ତଜଗଦ୍ଦେବ ଗୋଟିଏ ସମୟରେ ବିଜେପିନେତା ଓ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ।ଜନବିରୋଧୀକାର୍ଯ୍ୟ ପାଇଁ ଯେଉଁ ପ୍ରଦୀପପାଣିଗ୍ରାହୀଙ୍କୁ […]

ସିସିଟିଭି ଯାଞ୍ଚ ହେବ- ଏସ୍‌ପି

ଭୁବନେଶ୍ୱର,୨୬।୫(ଏସଏସନିଉଜ)ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲାରେ ଖୋର୍ଦ୍ଧା ଏସ୍‌ପି ପ୍ରତିକ୍ରିୟା ରଖିଛନ୍ତି।କେବଳ ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ଗିରଫ କରାଯାଇଛି।ସିସିଟିଭି ଯାଞ୍ଚ ହୋଇନି ,ନିର୍ବାଚନ ପ୍ରକ୍ରିୟା ପରେ ଯାଞ୍ଚ ହେବ।ଅନ୍ୟ କେହି ସଂପୃକ୍ତ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି।ଗିରଫ ପୂର୍ବରୁ ସିସିଟିଭି ଯାଞ୍ଚ ପାଇଁ ଦାବି କରିଥିଲେ ଜଗଦ୍ଦେବ।

ପ୍ରକାଶପାଇଲା ମାଟ୍ରିକପରୀକ୍ଷା ଫଳ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ। ଚଳିତବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ। ରାଜ୍ୟରେ ଏବର୍ଷ ୫ ଲକ୍ଷ ୪୧ ହଜାର ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ଚଳିତଥର ପାସ୍‌ହାର ୯୬.୦୭% ରହିଛି। ସେହିପରି ଛାତ୍ରଙ୍କ ପାସ୍‌ହାର ୯୫.୩୯ %ଥିବାବେଳେ ଛାତ୍ରୀଙ୍କ ପାସ୍‌ହାର ୯୩.୭୩ % ରହିଛି।ସାଢ଼େ ୧୧ଟାରେ ପରୀକ୍ଷାର୍ଥୀ ମାନେ ଅନଲାଇନରେ ଦେଖିପାରିବେ ରେଜଲ୍ଟ। ୱେବସାଇଟ www.bscodisha.ac.in ରେ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଦେଖିହେବ । ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ […]