Browsing daily archive

May 23, 2024

ଆଜିର ରାଶିଫଳ

ମଇମାସ ୨୪ତାରିଖ ୨୦୨୪ ମସିହା(ଶୁକ୍ରବାର) ବୈଶାଖମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ସନ୍ଧ୍ୟା ଘ୦୭/୧୪ ଗତେ ଦ୍ଵିତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୦୧,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୧୫/ ୪୭,ଯୋଗିନୀ ପୂର୍ବେ ସନ୍ଧ୍ୟା ଘ୦୭/୧୪ ଗତେ ଉତ୍ତରେ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବିଛା ,ଧନୁ ଓ ମୀନରାଶିର ଘାତବାର,ଅଦ୍ୟ ମୃତେ ରାତ୍ରି ଘ ୦୭/୧୪ ଗତେ ଏକପାଦ ପୁଷ୍କର ଦୋଷ, କାଳବେଳା ଓ ବାରବେଳା – ଦିବା ଘ ୦୮/୨୫ଗତେ ଘ୧୧/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୧/୪୧ ଗତେ ଘ୦୨/୦୦ ମଧ୍ୟେ ଓ ରାତ୍ରି ଘ୦୮/୪୦ ଗତେ […]

ମେଣ୍ଢାଶାଳରେ ସରିଲା ବିଶ୍ୱଶାନ୍ତି ମହାଯଜ୍ଞ

  ମେଣ୍ଢାଶାଳ,୨୩।୫(ଏସଏସନିଉଜ)ପ୍ରତ୍ୟକବର୍ଷ ଭଳି ଚଳିତ ବର୍ଷ ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କ ମନ୍ଦିର ସମ୍ମୁଖରେ ଚାରିଦିନ ବ୍ୟାପି ୩୩ତମ ବିଶ୍ୱ ଶାନ୍ତିମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ସୋମବାରଠାରୁ ଏହି ମହାଯଜ୍ଞ ଆରମ୍ଭ ହୋଇଥିଲା। ସୋମବାର ଅଙ୍କୁରରୋପଣ, ମଙ୍ଗଳବାର ଜଳଯାତ୍ରା, ଶଲାମଣ୍ଡନ,ଦେବତା ଆବାହନ ଓ଼ ଅଗ୍ନିସ୍ଥାପନ,ବୁଧବାର ରୁଦ୍ରାଭିଷେକ ଓ଼ ଶ୍ରୀମଦ ଭଗବତ ଗୀତାଜ୍ଞାନଯଂଜ୍ଞ କରାଯାଇଥିବା ବେଳେ ଗୁରୁବାରସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହୋଇଯାଇଛି ।ଏହି ଯଂଜ୍ଞରେ କର୍ତ୍ତାରୂପେ ମେଣ୍ଢାଶାଳ ବାସୁଦେବମନ୍ଦିର କମିଟି ମାର୍ଫଦାର ପ୍ରଫୁଲ୍ଲ କୁମାରଶ୍ରୀଚନ୍ଦନ […]

ଆସୁଛି ବାତ୍ୟା !

ଭୁବନେଶ୍ୱର,୨୩।୫(ଏସଏସନିଉଜ)୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାଇକ୍ଲୋନ ।୨୬ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ ।ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ପହଞ୍ଚିବ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।ଲଘୁଚାପ ଅଧିକ ଘନୀଭୂତ ହୋଇ ଆଜି ସୁଦୃଶ ଲଘୁଚାପରେ ପରିଣତ ହୋଇଛି ।କାଲିସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବ ।ଏହାର ପ୍ରଭାବ ଓଡ଼ିଶା ଉପରେ ରହିବନି ବୋଲି କହିଥିଲେ IMD ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । […]