Browsing daily archive

May 18, 2024

ଆଜିର ରାଶିଫଳ

୨୦୨୪ମସିହା ମଇମାସ ୧୯ତାରିଖ ରବିବାର।ଶ୍ରୀମନ୍ଦିରେ ଓ ସର୍ବ ସମ୍ମତ (ମୋହିନୀ) ଏକାଦଶୀ, ରବିନାରାୟଣ ବ୍ରତ।ବିବିଧ – ହଳ ନିଷେଧ।ସୁର୍ଯ୍ୟୋଦୟ- ଘ୫/୧୩/୧୩ ,ସୂର୍ଯ୍ୟାସ୍ତ- ଘ୬/୧୨/୪୫ବୈଶାଖମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ଏକାଦଶୀ ଦିବା ଘ୧/୪୩ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ନକ୍ଷତ୍ର- ହସ୍ତା ନକ୍ଷତ୍ର ରାତ୍ରି ଘ୩/୫୧ମି ପର୍ଯ୍ୟନ୍ତ ତଦନ୍ତେ ଚ଼ିତ୍ରା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ଦିବା ଘ୧/୪୩ମି ପରେ ନୈର୍ଋତ କୋଣରେ। ଅଗନ୍ତବ୍ୟ ତିଥି, ମଙ୍ଗଳସପ୍ତ, ବିଷ୍ଟିକରଣ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର- ବୃଷରାଶିର ଘାତଚନ୍ଦ୍ର […]