Browsing daily archive

May 4, 2024

ଆଜିର ରାଶିଫଳ

୨୦୨୪ମସିହା ମଇମାସ ୫ତାରିଖ ରବିବାର।ସୁର୍ଯ୍ୟୋଦୟ- ଘ୫/୧୯/୯ ,ସୂର୍ଯ୍ୟାସ୍ତ- ଘ୬/୬/୩୩ ,ବୈଶାଖ ମାସ ,କୃଷ୍ଣ ପକ୍ଷ ,ଆଦିତ୍ୟ ବାସ ,ତିଥି- ଦ୍ବାଦଶୀ ଅପରାହ୍ନ ଘ୫/୫୦ମି ପର୍ଯ୍ୟନ୍ତ  ତଦନ୍ତେ ତ୍ରୟୋଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ଅପରାହ୍ନ ଘ୫/୫୦ମି ପରେ ଦକ୍ଷିଣ ଦିଗରେ। ଅଗନ୍ତବ୍ୟ ତିଥି, ମଙ୍ଗଳଯୁକ୍ତ, ବୈଧୃତିଯୋଗଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି– ମେଷ, ବୃଷ,ମିଥୁନ,କନ୍ୟା,ତୁଳା,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି। ଘାତଚନ୍ଦ୍ର- ଧନୁରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧ […]