Browsing daily archive

February 22, 2024

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୨୩ତାରିଖ ଶୁକ୍ରବାର।ନୀଳଚକ୍ରର ପ୍ରତିଷ୍ଠାତା ସ୍ବର୍ଗତ ବ୍ରହ୍ମାନନ୍ଦ ପଣ୍ଡାଙ୍କ ପୁଣ୍ୟତିଥି, ଅଗ୍ନୁତ୍ସବ, ପୂର୍ଣ୍ଣିମାର ଚନ୍ଦ୍ରୋପ ବାସ, ଯୋରନ୍ଦାମେଳା, ମାଘମେଳା।ସୁର୍ଯ୍ୟୋଦୟ- ଘ୬/ ୧୪/୫୪,ସୂର୍ଯ୍ୟାସ୍ତ- ଘ୫/୪୫/୩୪,ମାଘମାସ, ଶୁକ୍ଳପକ୍ଷ,ଭୃଗୁବାସ,ତିଥି- ଚତୁର୍ଦ୍ଦଶୀ ଦିବା ଘ୩/୪୩ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ।ଯୋଗିନୀସ୍ଥିତି ଓ ଦୂର ଯାତ୍ରା- ଯୋଗିନୀ ପଶ୍ଚିମଦିଗରେ,ଦିବା ଘ୩/୪୩ମି ପରେ ବାୟବ୍ୟ କୋଣରେ।ରିକ୍ତାତିଥି, ବିଷ୍ଟିକ ରଣ,ମଙ୍ଗଳସପ୍ତପରେ ରବିସପ୍ତ ଓ ଶନିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ରାତ୍ରି ଘ୮/୧୫ମିପରେ କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–ବିଛା,ଧନୁ ଓ ମୀନରାଶିର ଘାତବାର।ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- […]

ଆପିଏଲ୍‌୨୦୨୪ ଖେଳସୂଚୀ ଘୋଷଣା

ଭୁବନେଶ୍ୱର,୨୨।୨(ଏସଏସନିଉଜ)ଆଗାମୀ IPL 2024 ସିଜିନକୁ ନେଇ କ୍ରୀଡ଼ାପ୍ରେମୀଙ୍କ ଉତ୍ସାହ ବଢ଼ିବାରେ ଲାଗିଛି ।ଚଳିତବର୍ଷ ନିର୍ବାଚନ ଥିବାରୁ ଦୁଇଟିପର୍ଯ୍ୟାୟରେ ଆପିଏଲ୍‌ ଖେଳସୂଚୀ ଘୋଷଣା କରାଯିବ ।ମାର୍ଚ୍ଚ ଏପ୍ରିଲ ମଧ୍ୟରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ଏହାରି ମଧ୍ୟରେ IPL 2024 ପ୍ରଥମ ପର୍ଯ୍ୟାୟ ଖେଳସୂଚୀ ଘୋଷଣା ହୋଇଛି । ମାର୍ଚ୍ଚ ୨୨ ତାରିଖରୁ ଆଇପିଏଲ ୨୦୨୪ ଆରମ୍ଭ ହେବ ।IPL2024ର ପ୍ରଥମମ୍ୟାଚ୍‌ ଚେନ୍ନାଇରେ ଖେଳାଯିବାକୁ ଥିବାବେଳେ ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କଙ୍ଗ୍‌ସ […]