Browsing daily archive

December 4, 2023

ଜନ୍ତୁଅଦଳବଦଳରେ ନନ୍ଦନକାନନରୁ ଗଲେ ୮

ବାରଙ୍ଗ,୪ା୧୨(ଏସଏସନିଉଜ)କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ପ୍ରାଣୀଉଦ୍ୟାନ ନନ୍ଦନକାନନରୁ ସମ୍ବଲପୁର ଚିଡ଼ିଆଖାନା ମଧ୍ୟରେ ପ୍ରଥମପର୍ଯ୍ୟାୟରେ ଜନ୍ତୁ ଅଦଳବଦଳ ହୋଇଛି। ଏହି ପ୍ରକ୍ରିୟାରେ ପ୍ରାଣୀଉଦ୍ୟାନ ନନ୍ଦନକାନନରୁ ୮ଟି କୃଷ୍ନସାରମୃଗ (୪ଟି ଅଣ୍ଡିରା,୪ଟି ମାଇ), ୮ଟି ନୀଳଗାଇ (୪ଟି ଅଣ୍ଡିରା,୪ଟି ମାଇ) ଏବଂ ୮ଟି ହଗ୍ ଡିଅର (୪ଟି ଅଣ୍ଡିରା,୪ଟି ମାଇ) ରହିଛନ୍ତି। ସେହିପରି ପ୍ରତିବଦଳରେ ସେଠାରୁ ୭ଟି ଚଉସିଂଘା (୨ଟି ଅଣ୍ଡିରା,୫ଟି ମାଇ), ୫ଟି ସମ୍ବର (୨ଟି ଅଣ୍ଡିରା,୩ଟି ମାଇ) ରହିଛନ୍ତି। ସୋମବାର ଏବଂ […]

ଆଜିର ରାଶିଫଳ

୨୦୨୩ମସିହା ଡିସେମ୍ବରମାସ ୫ତାରିଖ ମଙ୍ଗଳବାର। ଶ୍ରୀମନ୍ଦିରରେ ଓ ସର୍ବତ୍ର ପ୍ରଥମାଷ୍ଟମୀ, ଅଷ୍ଟକା ଶ୍ରାଦ୍ଧ, ଶ୍ରୀ ଲିଙ୍ଗରାଜଦେବଙ୍କ ଯାତ୍ରା।ସୁର୍ଯ୍ୟୋଦୟ- ଘ୬/୧୧/୭ ,ସୂର୍ଯ୍ୟାସ୍ତ- ଘ୫/୩/୧୭ ,ମାର୍ଗଶିରମାସ ,କୃଷ୍ଣପକ୍ଷ ,ଭୌମବାସ ,ତିଥି- ଅଷ୍ଟମୀ ରାତ୍ରି ଘ୧୨/୩୯ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ, ରାତ୍ରି ଘ୧୨/୩୯ମିପରେ ପୂର୍ବ ଦିଗରେ। ମଙ୍ଗଳବାର, ଅଗନ୍ତବ୍ୟ ପରେ ରିକ୍ତତିଥି ଓ ଶନିଶପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଘାତଚନ୍ଦ୍ର।ଘାତ ବାର–ମକର ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଅଷ୍ଟମୀର […]