Browsing daily archive

October 30, 2023

ଆଜିର ରାଶିଫଳ

୨୦୨୩ ମସିହା ଅକ୍ଟୋବରମାସ ୩୧ତାରିଖ ମଙ୍ଗଳବାର। ସୁର୍ଯ୍ୟୋଦୟ- ଘ୫/୫୦/୫୧ ,ସୂର୍ଯ୍ୟାସ୍ତ- ଘ୫/୯/୫୧ ,କାର୍ତ୍ତିକ ମାସ ,କୃଷ୍ଣ ପକ୍ଷ ,ଭୌମ ବାସ ,ତିଥି- ତୃତୀୟା ରାତ୍ରି ଘ୯/୧୧ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ,ରାତ୍ରି ଘ୯/୧୧ମିପରେ ନୈର୍ଋତ କୋଣରେ।ମଙ୍ଗଳବାର,ରିକ୍ତାତିଥି ,ବିଷ୍ଟିକରଣ,ଗ୍ରହଣସପ୍ତାହ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ବିଛାରାଶିର ଘାତଚନ୍ଦ୍ର।ଘାତବାର–ମକର ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳ, ରାତ୍ରି ଘ୯/୧୧ମିପରେ ମୂଳାଭକ୍ଷଣ ନିଷେଧ ଏବଂ କାର୍ତ୍ତିକମାସ ଜନିତ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୭/୧୭ମି ରୁ ଘ୮/୪୧ମିପର୍ଯ୍ୟନ୍ତ।କାଳବେଳା ଦିବାଘ୧୨/୫୪ମି […]