Browsing daily archive

October 23, 2023

ସ୍ୱେଚ୍ଛାକୃତ ଅବସରନେଲେ ଭି.କେ ପାଣ୍ଡିଆନ୍‌

ଭୁବନେଶ୍ୱର,୨୩ା୧୦(ଏସଏସନିଉଜ) ସ୍ୱେଚ୍ଛାକୃତ ଭାବେ ଅବସର ନେଲେ5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ । କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପାଣ୍ଡିଆନ୍‌ଙ୍କ VRSକୁ ମଂଜୁର କରିଛି । ଏନେଇ GA ବିଭାଗ ACSଙ୍କୁ ଚିଠି ଲେଖିଲା କାର୍ମିକ ମନ୍ତ୍ରାଳୟ । VRSନେଇ ଅକ୍ଟୋବର୨୦ରେ ରାଜ୍ୟସରକାର ପଠାଇଥିବା ଆବେଦନ ପତ୍ରକୁ ମଂଜୁରି ମିଳିଛି ।

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୪ତାରିଖ ମଙ୍ଗଳବାର। ଶ୍ରୀମନ୍ଦିରେ ଆୟୁଧ ପୂଜା ଓ ଦଶହରା, ଅପରାଜିତା ଦଶମୀ, ବିଜୟା ଦଶମୀ, ସର୍ବତ୍ର ଦଶହରା ଉତ୍ସବ, ସୋମନାଥ ବ୍ରତ ସମାପନ, ଅପରାଜିତା ପୂଜା ଓ କୁମାରୀ ପୂଜା, ଜାତିସଂଘ ଦିବସ।ସୁର୍ଯ୍ୟୋଦୟ- ଘ୫/୪୭/୫୨ ,ସୂର୍ଯ୍ୟାସ୍ତ- ଘ୫/୧୪/୬ ,ଆଶ୍ବିନ ମାସ ,ଶୁକ୍ଳ ପକ୍ଷ ,ଭୌମ ବାସ ,ତିଥି- ଦଶମୀ ଦିବା ଘ୩/୨୫ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ନକ୍ଷତ୍ର- ଧନିଷ୍ଠା ଦିବା ଘ୪/୧୪ମି ପର୍ଯ୍ୟନ୍ତ ତଦନ୍ତେ ଶତଭିଷା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, […]

ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଭୁବନେଶ୍ୱର,୨୩ା୧୦(ଏସଏସନିଉଜ) ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ହାମୁନ୍ । ଆଗାମୀ ୧୨ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ପାରାଦୀପଠୁ ୨୩୦ କିମି ଦୂରରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ରହିଛି ।ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଆଜି ସକାଳୁ ଓ କିଛି ସ୍ଥାନରେ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହୋଇଯାଇଛି । ଏହି ପ୍ରଭାବ ଆସନ୍ତା ୨୬ ତାରିଖ ଯାଏଁ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।ତେବେ […]